Browsing Tag

heat wave

ଆସନ୍ତା ୧୪ ତାରିଖରୁ ଆହୁରି ବଢିବ ଖରା, ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁବ ପାରଦ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ବଢୁଛି ତାତି । ଗତକାଲି ୩୭ ଡିଗ୍ରୀ ଉପରେ ଥିଲା ୬ ସହର । ଆସନ୍ତା ୧୪ ତାରିଖରୁ ଆହୁରି ଟାଣ ଖରା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁବ ପାରଦ । ରାଜ୍ୟରେ ୧୪ରୁ ୧୭ ତାରିଖ ମଧ୍ୟରେ ସାମୁଦ୍ରିକ ପବନ ବହିବାର ସମ୍ଭାବନା ନାହିଁ । ଉତ୍ତର-ପଶ୍ଚିମ…

ଚଳିତ ବର୍ଷ ହେବନି ବିଶେଷ ଖରା, ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବା ଦ୍ୱାରା ସର୍ବାଧିକ ତାପମାତ୍ରା କମ୍‌ ରହିବ:…

ଭୁବନେଶ୍ବର(କେନ୍ଯୁଜ୍): ମାର୍ଚ୍ଚରେ ସ୍ୱାଭାବିକ ଠାରୁ କମ୍‌ ତାପମାତ୍ରା। ଚଳିତ ବର୍ଷ ବିଶେଷ ଖରା ହେବନି। ଅର୍ଥାତ୍‌ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବା ଦ୍ୱାରା ସର୍ବାଧିକ ତାପମାତ୍ରା କମ୍‌ ରହିବ। ଫଳରେ ଖରା କମ ରହିବ। ମାର୍ଚ୍ଚରୁ ମେ ମାସ ମଧ୍ୟରେ ଦେଶରେ ଦିନ ତାପମାତ୍ରା…

ଅସହ୍ୟ ତାତିରେ ସିଝୁଛି ସାରା ଓଡ଼ିଶା, ୪୦ ଡିଗ୍ରି ଉପରେ ୧୭ଟି ସହରର ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ):  ପୁଣି ଡହ ଡହ ତାତି । ସିଝୁଛି ସାରା ଓଡ଼ିଶା । ଆଜି ବି ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରହିଛି । ସବୁଠୁ ଉତ୍ତପ୍ତ ପାଲଟିଛି ବୌଦ୍ଧ । ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୩.୦ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଆଗାମୀ ତିନି ଦିନ ଯାଏ…

ସଟଡାଉନ ସହ ପ୍ରଚଣ୍ଡ ଖରା, ଦିନର ସର୍ବାଧିକ ତାପମାତ୍ରାରେ ସିଝିଲା ରାଜଧାନୀ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ପୁଣି ବଢ଼ିଲା ଖରା । ଆଜି ୧୨ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ରାଜଧାନୀରେ ଆଜି ତାପମାତ୍ରା ଥିଲା ୪୨.୧ ଡିଗ୍ରୀ ସେଲସିୟସ୍‌ ।  ସଟଡାଉନଥିବାରୁ ଲୋକେ ସବୁ  ଘରେ ଥିଲେ। ଯାହା ଫଳରେ ଆଜିର ତାପମାତ୍ରାରେ ସମସ୍ତେ…

ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ନେଇ ଆଜି ପୁଣି ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି, ଦିନ ୪ଟା ପର୍ଯ୍ୟନ୍ତ ଘରୁ ନ…

କେନ୍ୟୁଜ୍(ବ୍ୟୁରୋ): ତାତିରୁ ତ୍ରାହି ନାହିଁ, ଆଜି ବି ଜଳୁଛି ଓଡ଼ିଶା । ଆଜି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାର ଲୋକଙ୍କୁ ସତର୍କ କରାଇଲା ପାଣିପାଗ କେନ୍ଦ୍ର । ଦିନ ୪ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଗତକାଲି ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ…

କଲବଲ କରୁଛି ଖରା: ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ, ସବୁଠୁ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

ଭୁବନେଶ୍ୱର: କଲବଲ କରୁଛି ଖରା । ତାତିରୁ ନିସ୍ତାର ନାହିଁ । ରାଜ୍ୟରେ ଗ୍ରୀଷ୍ମ ଲହରି ଅସହ୍ୟ ହେଲାଣି । ଗତକାଲି ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ ହୋଇଥିଲା । ଭୁବନେଶ୍ୱର ପାଲଟିିଥିଲା ସବୁଠୁ ଉତ୍ତପ୍ତ ସହର । ରାଜଧାନୀର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ…

ତାତି ଓ ଝାଞ୍ଜିରେ ସିଝୁଛି ସାରା ଓଡ଼ିଶା, ଆସନ୍ତା ଦୁଇ ଦିନ ପାଇଁ ୨୧ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ):  ତାତିରୁ ତ୍ରାହି ନାହିଁ । ଆକାଶରୁ ଅଗ୍ନିବର୍ଷା ହେଉଛି । ସକାଳ ୯ରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତାତି ଓ ଝାଞ୍ଜିରେ ସିଝୁଛି ସାରା ଓଡ଼ିଶା । ଆସନ୍ତା ଦୁଇ ଦିନ ପାଇଁ ୨୧ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡିକ ହେଲା- ସୁନ୍ଦରଗଡ,…

ରାଜ୍ୟରେ ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ଆଜିଠୁ ବଲାଙ୍ଗିର ଓ ସୋନପୁର ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଆହୁରି ବଢିବ ତାତି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ । ଆଜିଠୁ ବଲାଙ୍ଗିର ଓ ସୋନପୁରରେ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ପରବର୍ତ୍ତୀ ୩ ଦିନ ପାଇଁ ୬ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ…

ମାଡି ଆସୁଛି ଖରା: ଏପ୍ରିଲ ପହିଲାରୁ ରାଜ୍ୟରେ ବଢିବ ଗ୍ରୀଷ୍ମ ପ୍ରକୋପ, ୬ଜିଲ୍ଲା ପାଇଁ ହିଟୱେଭ୍‌ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ମାଡି ଆସୁଛି ଖରା। ଏପ୍ରିଲ ପହିଲାରୁ ଆହୁରି ବଢିବ ଗ୍ରୀଷ୍ମର ପ୍ରକୋପ। ରାଜଧାନୀ ସମେତ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା ତାତିବ। ବିଶେଷକରି ପ୍ରଥମ ସପ୍ତାହରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ। ସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୬ଜିଲ୍ଲା…

ରାଜ୍ୟରେ ବଢୁଛି ତାତି: ୯ଟି ସହରରେ ପାରଦ ୪୦ ଡିଗ୍ରୀ ପାର୍, ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢୁଛି ତାତି । ଗତକାଲି ୯ଟି ସହରରେ ପାରଦ ୪୦ ଡିଗ୍ରୀ ପାର କରିଛି । ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ । ସେଠାରେ ୪୦ ଦଶମିକ ୮ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର, ବଲାଙ୍ଗିର, ସୋନପୁର, ଅନୁଗୋଳ, ବାରିପଦା,…

ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି, ଭୁବନେଶ୍ୱର ଓ ବାରିପଦାରେ ସର୍ବାଧିକ ତାତି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇଛି । ରବିବାର ବିଭିନ୍ନ ସ୍ଥାନରେ ଦୁଇ ଡିଗ୍ରୀରୁ ଅଧିକ ତାପମାତ୍ରା ବଢ଼ିଛି । ଭୁବନେଶ୍ୱର ଓ ବାରିପଦାରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଦୁଇ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ…