Browsing Tag

heavy cold in kandhamal

ଫୁଲବାଣି ଓ ଦାରିଙ୍ଗବାଡିରେ ୬ ଡିଗ୍ରୀ ତଳେ ପାରଦ: ପ୍ରବଳ ଶୀତ ସାଙ୍ଗକୁ କୁହୁଡି ମାଡି ଆସୁଥିବାରୁ ବନ୍ଦ ରହୁଛି…

ଭୁବନେଶ୍ବର: ପ୍ରବଳ ଥଣ୍ଡାରେ ଥରୁଛି ରାଜ୍ୟ । ଜାଡର ମାଡରେ ସମସ୍ତେ ଅସ୍ତବ୍ୟସ୍ତ । କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ୬ ଡିଗ୍ରୀ ତଳେ ରହୁଛି ପାରଦ । ସନ୍ଧ୍ୟା ୭ଟା ବେଳକୁ ପ୍ରବଳ ଶୀତ ସାଙ୍ଗକୁ କୁହୁଡି ମାଡି ଆସୁଛି । ଫଳରେ ରାସ୍ତାଘାଟ, ଦୋକାନ ବଜାର ବନ୍ଦ ରହୁଛି ।…

ଜାଡରେ ଥରୁଛି ସାରା ଓଡ଼ିଶା , ଫୁଲବାଣୀରେ ୭ଡିଗ୍ରୀ ତଳକୁ ଖସିଛି ତାପମାତ୍ରା

କନ୍ଧମାଳ(କେନ୍ୟୁଜ୍) : ଜାଡରେ ଥରୁଛି ସାରା ଓଡ଼ିଶା। ବିଶେଷକରି କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଦାରିଙ୍ଗବାଡି, ବାଲିଗୁଡ଼ା ସମେତ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ଖସିବାରେ ଲାଗିଛି। ଫୁଲବାଣୀରେ ତାପମାତ୍ରା ୭ଡିଗ୍ରୀ ତଳକୁ ଖସିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ସକାଳ ୧୦ଟା…