Below header

ଜାଡରେ ଥରୁଛି ସାରା ଓଡ଼ିଶା , ଫୁଲବାଣୀରେ ୭ଡିଗ୍ରୀ ତଳକୁ ଖସିଛି ତାପମାତ୍ରା

କନ୍ଧମାଳ(କେନ୍ୟୁଜ୍) : ଜାଡରେ ଥରୁଛି ସାରା ଓଡ଼ିଶା। ବିଶେଷକରି କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଦାରିଙ୍ଗବାଡି, ବାଲିଗୁଡ଼ା ସମେତ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ଖସିବାରେ ଲାଗିଛି। ଫୁଲବାଣୀରେ ତାପମାତ୍ରା ୭ଡିଗ୍ରୀ ତଳକୁ ଖସିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ସକାଳ ୧୦ଟା ପୂର୍ବରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଶୀତ ସହ ଘନ କୁହୁଡି। ଅବସ୍ଥା ଆହୁରି ସାଙ୍ଘାତିକ କରିଦେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.