Below header
Browsing Tag

heavy rain

ଉତ୍ତର ଭାରତରେ ବର୍ଷା ବିତ୍ପାତ : ହିମାଚଳର ଅନେକ ଜିଲ୍ଲାରେ ବନ୍ୟା, ଦିଲ୍ଲୀରେ ବିପଦ ସଙ୍କୁଳ ଅବସ୍ଥାରେ ଯମୁନା

ଉତ୍ତର ଭାରତରେ ପ୍ରକୃତିର ଭୟଙ୍କର ରୂପ । ବର୍ଷା ଆଣିଛି ବନ୍ୟା । ଦୁଇ ଦିନ ହେବ ବିଭିନ୍ନ ରାଜ୍ୟରେ ସାଂଘାତିକ ସ୍ଥିତି । ଦିଲ୍ଲୀଠାରୁ ଆରମ୍ଭ କରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିଆଣା, ପଞ୍ଜାବ, ରାଜସ୍ଥାନ ଓ ଜମ୍ମୁ କାଶ୍ମୀରର ଅଧିକାଂଶ ଅଞ୍ଚଳରେ ଜଳପ୍ରଳୟ ସୃଷ୍ଟି ହୋଇଛି । ହିମାଚଳ ଓ…

ଲଗାଣ ବର୍ଷାରେ ବେହାଲ୍‌ ହୋଇପଡିଛି ଉତ୍ତର ଭାରତ; ୟେଲୋ, ଅରେଞ୍ଜ, ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଲାଗି ରହିଛି । ଉତ୍ତର ଭାରତରେ ଜଳପ୍ରଳୟ ଆସିଛି। ଲଗାଣ ବର୍ଷା ଆଣିଛି ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଗତ ଦୁଇ ଦିନର ମୂଷଳାଧାରାରେ ବର୍ଷା ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଜଳପ୍ରଳୟ ଆଣିଛି । ଦିଲ୍ଲୀଠାରୁ ଆରମ୍ଭ କରି…

୫ ଦିନ ଯାଏ ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (କେନ୍ୟୁଜ): ୫ ଦିନ ପ୍ରବଳ ବର୍ଷା ସମ୍ଭାବନା । ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଆଜିଠୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢ଼ିବ । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୬…

ଆଜିଠୁ ବଢିବ ବର୍ଷାର ପରିମାଣ,୮ ଜିଲ୍ଲାକୁ ଜାରି ହେଲା ୟେଲୋ ଓ୍ଵାର୍ଣ୍ଣିଂ

କେନ୍ୟୁଜ୍(ବ୍ୟୁରୋ):  ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜିଠୁ ବଢିବ ବିସ୍ତୃତି । ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗିରହିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,…

ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା !

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ବର୍ତ୍ତମାନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ କେନ୍ଦ୍ରୀଭୂତ ରହିଛି । ବାୟୁମଣ୍ଡଳର ୧.୫ କିଲୋମିଟରରୁ ୭.୬ କିଲୋମିଟର ମଧ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଧୀରେ…

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଭୀଷଣ ବର୍ଷା, ୯ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଏଥିସହ ଉତ୍ତର ଓଡ଼ିଶା ଓ ପାଖାପାଖି ଅଞ୍ଚଳରେ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଭୀଷଣ ବର୍ଷା ହେବ । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୯…

ହିମାଚଳ ପ୍ରଦେଶ ଏବଂ ଆସାମରେ ପ୍ରବଳ ବର୍ଷା: ଭୂସ୍ଖଳନ ଯୋଗୁଁ ଲେହ-ମନାଲୀ ରାସ୍ତା ବନ୍ଦ, ୧୦୦ରୁ ଉର୍ଦ୍ଧ୍ବ ମେଣ୍ଢା…

ହିମାଚଳ ପ୍ରଦେଶରେ ମୌସୁମୀ ପହଞ୍ଚିବା ପୂର୍ବରୁ ପ୍ରବଳ ବର୍ଷା ହୋଇଛି । ମଣ୍ଡି ଜିଲ୍ଲାରେ ରାତିରେ ୫ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହୋଇଛି । ପ୍ରବଳ ବର୍ଷ ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ପାର୍କିଂ ହୋଇଥିବା ଗାଡି ପୋତି ହୋଇଯାଇଛି । ପାଖାପାଖି…

ରାତି ଅଧରେ ଢାଳିଲା ଗୁଳୁଗୁଳିରୁ ଆଶ୍ବସ୍ତି ଦେଲା

କେନ୍ୟୁଜ୍(ବ୍ୟୁରୋ): ରାତି ଅଧରେ ଢାଲିଲା । ଦିନ ସାରା ତାତି ସାଙ୍ଗକୁ ଗରମ ପବନ ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିଲେ ଟ୍ଵିନସିଟି ବାସିନ୍ଦା । ହେଲେ ରାତି ଅଧରେ ଢାଳିଲା । ଭୁବନେଶ୍ୱର ଓ କଟକର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷିଲା । ବର୍ଷାରେ ସହରବାସୀଙ୍କୁ ତାତିରୁ ଟିକିଏ ଆଶ୍ୱସ୍ତି…

ପଶ୍ଚିମା ଝଡ଼ର ପ୍ରଭାବ: ପୁଣି ସକାଳୁ ସକାଳୁ ରାଜଧାନୀରେ ପ୍ରବଳ ବର୍ଷା, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (କେନ୍ୟୁଜ): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା । ରାଜଧାନୀରେ ସକାଳୁ ସକାଳୁ ବର୍ଷା । ଅନ୍ଧାର ଘୋଟି ବର୍ଷା ସାଙ୍ଗକୁ ପବନ ହୋଇଛି । ଗତକାଲି ରାତିରେ ମଧ୍ୟ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ । ପଶ୍ଚିମା ଝଡ଼ ପ୍ରଭାବରେ ଢେଙ୍କାନାଳ…

ପଶ୍ଚିମା ଝଡ଼ ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷା, ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପ୍ରଭାବ ଦେଖାଉଛି ପଶ୍ଚିମା ଝଡ଼ । ଆଜି ଅଧିକ ରହିବ ପ୍ରକୋପ । ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବର୍ଷା ଓ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିବ ପବନ । ସ୍ଥାନେ ସ୍ଥାନେ କୁଆପଥର ମାଡ଼ ବି ହୋଇପାରେ । ବିଶେଷ କରି ଉପକୂଳବର୍ତ୍ତୀ ଜଲ୍ଲାଗୁଡ଼ିକରେ…

ଆଜିଠୁ ପୁଣି ନୂଆ ପଶ୍ଚିମା ଝଡ଼: କାଲିଠୁ ଦେଖାଇବ ପ୍ରଭାବ, ୩୧ରୁ ବର୍ଷା ବଢ଼ିବା ନେଇ ଆଶଙ୍କା

ଭୁବନେଶ୍ୱର(କେନ୍ୟୁଜ) : ରାଜ୍ୟରେ ପ୍ରଭାବ ଦେଖାଉଛି ପଶ୍ଚିମା ଝଡ଼ । ଆଜିଠୁ ପୁଣି ନୂଆ ପଶ୍ଚିମା ଝଡ଼ । କାଲିଠୁ ଏହା ପ୍ରଭାବ ଦେଖାଇବ । ଆସନ୍ତା ୧ ତାରିଖ ଯାଏ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଲାଗି ରହିବ । ଏନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ୩୧ ତାରିଖରେ ରାଜ୍ୟରେ…

ପୁଣି ଫେରିବ ପଶ୍ଚିମା ଝଡ଼, ୧୫ରୁ ପୁଣି ବର୍ଷା

କେନ୍ୟୁଜ୍(ବ୍ୟୁରୋ): ୧୫ରୁ ପୁଣି ବର୍ଷା ସମ୍ଭାବନା । ପୁଣି ଫେରିବ ପଶ୍ଚିମା ଝଡ଼ । ୧୫ରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ଆକାଶ ମେଘୁଆ ରହିବ । ବର୍ଷା ହେବ ଓ ତାପମାତ୍ରା କମିବ । ଆକଳନ କରାଯାଉଛି, ରାଜ୍ୟରେ ୧୫ ତାରିଖରେ ମେଘୁଆ ପାଗ ରହିବା ସହ ୧୬ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା…