Below header
Browsing Tag

heavy rain

ଆଜି ସନ୍ଧ୍ୟାରେ ସୃଷ୍ଟି ହେବ ସାମୁଦ୍ରିକ ଝଡ଼ ମାଣ୍ଡସ୍‌, ୧୦ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା!

କେନ୍ୟୁଜ୍: ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ । ଡିପ୍ରେସନ୍‌ ଆଜି ଅଧିକ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି । ଏବେ ଗଭୀର ଅବପାତ ଦକ୍ଷିଣ ପୂର୍ବ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଅଛି । ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ଏବେ ଘଣ୍ଟାପ୍ରତି ୧୨…

ଆଗାମୀ ୧୨ ଘଣ୍ଟାରେ ଅବପାତ, ୨୪ ସକାଳେ ବାତ୍ୟା! ଓଡ଼ିଶା ଉପକୂଳରୁ ୨୦୦ କିମି ଦୂରରେ ଅତିକ୍ରମ କରିବ ସିତ୍ରଙ୍ଗ

ଭୁବନେଶ୍ୱର(କେନ୍ୟୁଜ୍): ଆଗାମୀ ୧୨ ଘଣ୍ଟାରେ ଅବପାତ । ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ । ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଉତ୍ତରପଶ୍ଚିମ ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ।…

ଆଜି ଲଘୁଚାପ, ଆସନ୍ତା ୨୪ରେ ବାତ୍ୟା! ଏହି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର(କେନ୍ୟୁଜ୍): ବଙ୍ଗୋପସାଗରରେ ହେବ ବାତ୍ୟା । ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆଜି ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ ଏକ ଲଘୁଚାପ କ୍ଷେତ୍ର । ୨୨ ତାରିଖ ସକାଳେ…

ପୁଣି ଭିଜିବ ଓଡିଶା, ଆସନ୍ତା ୨୦ରେ ଆସୁଛି ଲଘୁଚାପ!

ଭୁବନେଶ୍ୱର(କେନ୍ୟୁଜ୍):୨୦ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୮ ତାରିଖ ବେଳକୁ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପଶ୍ଚିମ ଉତ୍ତର-ପଶ୍ଚିମ…

ଆଜି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି, ଆସନ୍ତାକାଲିଠୁ କମିବ

ଭୁବନେଶ୍ୱର(କେନ୍ୟୁଜ୍): ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଓଡ଼ିଶାରେ ଲାଗି ରହିଛି ଝିପିଝିପି ବର୍ଷା । ସେହିପରି…

କୁମାର ପୂର୍ଣ୍ଣିମାରେ ଭିଜିବ ଉପକୂଳ ଓଡ଼ିଶା, ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହେବ ପ୍ରବଳ ବର୍ଷା!

ଭୁବନେଶ୍ୱର(କେନ୍ୟୁଜ): କୁମାର ପୂର୍ଣ୍ଣିମାରେ ଭିଜିବ ଉପକୂଳ ଓଡ଼ିଶା । ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିଛି । ଏହି ଘୂର୍ଣ୍ଣିବଳୟ ଅଧିକ ସକ୍ରିୟ ହେବ । ପ୍ରଭାବରେ ରାଜ୍ୟରେ କାଲି ଓ ତାପରଦିନ ବଢ଼ିବ ବର୍ଷା…

ମେଘୁଆ ପାଗ ସହ କିଛି ଅଞ୍ଚଳରେ ହାଲୁକା ବର୍ଷା ଜାରି: ଆଜି ପାଇଁ ୩ ଜିଲ୍ଲା ପୁରୀ, ଗଞ୍ଜାମ ଓ ଗଜପତିକୁ ୟେଲୋ ସତର୍କତା

ଭୁବନେଶ୍ୱର(କେନ୍ୟୁଜ୍):  ଉପକୂଳରେ ବର୍ଷା। ମେଘୁଆ ପାଗ ସହ କିଛି ଅଞ୍ଚଳରେ ହାଲୁକା ବର୍ଷା। ଆଜି ପାଇଁ ୩ ଜିଲ୍ଲା ପୁରୀ, ଗଞ୍ଜାମ ଓ ଗଜପତିକୁ ୟେଲୋ ସତର୍କତା ଦିଆଇଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି। ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳରେ ଥିବା ଲଘୁଚାପ…

ପୂଜାରେ ଅଘଟଣ: ଲଗାଣ ବର୍ଷାରେ ଭୁଶୁଡିଲା ଡମଣା ତୋରଣ ଗେଟ୍‌

ଭୁବନେଶ୍ୱର (କେନ୍ୟୁଜ): ଲଘୁଚାପ ବର୍ଷା ଯୋଗୁ ଭାଙ୍ଗିଲା ରାଜଧାନୀ ଡମଣା ଦୁର୍ଗା ପୂଜା ମଣ୍ଡପର ତୋରଣ । ରାଜଧାନୀରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଫିକା ପଡ଼ିଛି ପାର୍ବଣର ମାହୋଲ । ଦୁଇ ବର୍ଷ ପରେ ପୂଜା ମାହୋଲର ମଜା ଉଠାଇବାରୁ ଲୋକଙ୍କ ଭିଡ଼ ଜମୁଛି । ରାଜଧାନୀର ଆକର୍ଷଣୀୟ…

କାକଟପୁରରେ ସର୍ବାଧିକ ରେକର୍ଡ, ଟୁଇନ୍‌ ସିଟିରେ ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ନେଇ ଆଲର୍ଟ

ଭୁବନେଶ୍ୱର(କେନ୍ୟୁଜ୍): ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳ ମୁହାଁ ହେବ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ।। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ…

ପୂଜା ବଜାରକୁ ଫିକା କରିଦେବ ବର୍ଷା: ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର (କେନ୍ୟୁଜ):  ପାର୍ବଣରେ ଭିଜିବ ଓଡ଼ିଶା। ଆସନ୍ତା ୨୪ ଘଣ୍ଟାରେ ଘୂର୍ଣ୍ଣିବଳୟ। ଉତ୍ତରପୂର୍ବ ଏବଂ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଜି ରାତିରୁ ଆରମ୍ଭ ହେବ ବର୍ଷା। ୨୪ଘଣ୍ଟାରେ ଉପକୂଳ ଓଡ଼ିଶା ସହ କେନ୍ଦୁଝର, ମୟୂରଭଞ୍ଜ,…

ଫିକା ପଡ଼ିବ ଦଶହରା ମଜା: ମହାଷ୍ଟମୀରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ!

ଭୁବନେଶ୍ୱର(କେନ୍ୟୁଜ୍):  ଫିକା ପଡ଼ିବ ଦଶହରା ମଜା। ଷଷ୍ଠିରେ ଭିଜିବ ଉତ୍ତର ଉପକୂଳ ଓଡ଼ିଶା। ସପ୍ତମୀ, ଅଷ୍ଟମୀରେ ପ୍ରବଳ ବର୍ଷା। କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି। ୨ତାରିଖରୁ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ…

ମହାଷ୍ଟମୀରେ ଭିଜିବ ପୁରା ରାଜ୍ୟ, ୨ତାରିଖରୁ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 

କେନ୍ୟୁଜ୍(ବ୍ୟୁରୋ): ଫିକା ପଡ଼ିବ ପାର୍ବଣ। ଦଶହରାରେ ପ୍ରବଳ ବର୍ଷା। ଅକ୍ଚୋବର ୨ତାରିଖ ମହାସପ୍ତମୀରୁ ଭିଜିବ ଉପକୂଳ ଓଡ଼ିଶା। ପ୍ରବଳ ବର୍ଷା ପାଇଁ ୨ତାରିଖରୁ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୩ତାରିଖରେ ରାଜ୍ୟରେ…