Browsing Tag

helicopter

ଖୁବ ଶୀଘ୍ର ଆସିବ ହାଇଡ୍ରୋଜେନ ଇନ୍ଧନରେ ଉଡୁଥିବା ବିଶ୍ବର ପ୍ରଥମ ଏୟାର କ୍ରାଫ୍ଟ, ଜାଣନ୍ତୁ ଏହାର ବିଶେଷତ୍ବ

ଆମେରିକା : ଟେକ୍ନୋଲଜି ଫାର୍ମ ଆଲକା ଆଇ ଟେକ୍ନୋଲଜି ହାଇଡ୍ରୋଜେନ ଇନ୍ଧନରେ ଚାଲୁଥିବା ମଲଟି ରୋଟର ଏୟାର କ୍ରାଫ୍ଟର ମଡେଲ ପ୍ରଦର୍ଶନ କରିଛି । ଯେଉଁଥିରେ ଏକାସାଙ୍ଗରେ ୫ ଲୋକ ବସି ପାରିବେ । କମ୍ପାନୀ ଏହାକୁ ଆମେରିକାର ଲସ ଏଞ୍ଜଲସ ସହରରେ ଥିବା ନ୍ୟୁବେରି ପାର୍କରେ ବିଏମ ଡବ୍ଲୁୟ ଗ୍ରୁପର…

ଲମ୍ବା ଭାଷଣକୁ ଅପେକ୍ଷା କଲାନି ହେଲିକ୍ୟାପ୍ଟର, ବିଜେପି ନେତାଙ୍କୁ ନନେଇ ଉଡିଗଲା . . ଆଉ ରାଗରେ ସେ କଣ କଲେ ପଢନ୍ତୁ

ନିର୍ବାଚନ ପ୍ରଚାରରେ ନେତାଙ୍କ ଜନସମାବେଶରେ ଲମ୍ବା ଭାଷଣକୁ ଅପେକ୍ଷା ନିକରି ଉଡିଗଲା ହେଲିକ୍ୟାପ୍ଟର । ଏଭଳି ରୋଚକ ଘଟଣା ଦେଖିବାକୁ ମିଳିଥିଲା ଉତ୍ତରପ୍ରଦେଶର କୌସମ୍ବି ଠାରେ ।  ହେଲେ ଭାଷଣ ସମୟର ଅବଧି ଟିକେ ବଢି ଯାଇଥିବାରୁ ପାଇଲଟ ତାଙ୍କୁ ଯିବାପାଇଁ ସୂଚାନ ଦେଇଥିଲେ । କିନ୍ତୁ ରାଜବୀର…