Browsing Tag

helpless

ଅସହାୟ ମହିଳାଙ୍କୁ ମେଡିକାଲ ପଠାଇ ମହାନତା ଦେଖାଇଲେ ସମିତି ସଭ୍ୟ, ମହତ କାର୍ଯ୍ୟ କରି ସାଉଣ୍ଟୁଛନ୍ତି ପ୍ରଶଂସା

ରାଇକିଆ  (କେନ୍ୟୁଜ); ଆଜିର ଏ ସ୍ୱାର୍ଥପର ଦୁନିଆରେ ମଣିଷ ନିଜ କଥା ବୁଝିବାକୁ ବି ସମୟ ନାହିଁ । କିନ୍ତୁ କିଛି ମଣିଷ ଏପରି ଅଛନ୍ତି ଯେଉଁମାନେ ଅସହାୟ ମଣିଷଙ୍କ ଦୁଃଖ ବୁଝନ୍ତି । ଯଥା ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା ବି କରନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ଅନ୍ତର୍ଗତ ବେରେଡାକିଆ ରାସ୍ତା…

ସରକାରୀ ସହାୟତା ଅପେକ୍ଷାରେ ବୃଦ୍ଧା ରଙ୍ଗଲତା

ଯାଜପୁର (କେନ୍ୟୁଜ୍‌): ସ୍ୱାମୀ ଚାଲିଗଲେ ଆରପାରିକୁ । ପାଗଳା ଓ ପାଗିଳି ଅବସ୍ଥାରେ ପୁଅ ଝିଅ । କୁହାଯାଏ ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବ ସହିତ ଆସେ। ଠିକ ଯେମିତି ବିଂଝାରପୁର ବାଙ୍ଗରା ଗାଁ ର ରଙ୍ଗଲତାଙ୍କ ମୁଣ୍ଡ ଉପରେ ଛିଡ଼ି ପିଡ଼ିଛି ଦୁଃଖର ପାହାଡ଼ । ଗୋଟିଏ ପରେ ଗୋଟିଏ ଦୁଃଖରେ…

ଅସହାୟ ମହିଳାଙ୍କ ଦୁଃଖ ଶୁଣିଲେ 5T ସଚିବ, ସଙ୍ଗେ ସଙ୍ଗେ ସାହାଯ୍ୟର ହାତ ବଢ଼ାଇଲେ ଭି କେ ପାଣ୍ଡିଆନ୍

ଚର୍ଚ୍ଚାରେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ । ସବୁବେଳେ ସବୁ ସମୟରେ ନିଜର ବଦାନ୍ୟତା ପାଇଁ ଚର୍ଚ୍ଚାରେ ରହିଥାନ୍ତି 5T ସଚିବ । ନିକଟରେ ତାଙ୍କ ବଦାନ୍ୟତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଗତ କାଲି ଭଦ୍ରକ ଗସ୍ତରେ ଥିବାବେଳେ ଜଣେ ମହିଳାଙ୍କୁ ସାହାଯ୍ୟ କରି ବେଶ୍‌ ଚର୍ଚ୍ଚାରେ ଅଛନ୍ତି…

ମୋ ପତ୍ନୀକୁ ମୁଁ କିଡନୀ ଦେବି, ହେଲେ ପଇସା ଆଣିବି କେଉଁଠୁ ?

ଆଳି (କେନ୍ୟୁଜ୍‌) : ସ୍ୱାମୀ ପୋଛି ଦେଉଛି ସ୍ତ୍ରୀ ଆଖିର ଲୁହ । ଯେତେ ପୋଛିଲେ ବି ବୋଲ ମାନୁନି । ପାଖରେ କୁନି ପୁଅଟି ଖାଲି ମା’କୁ ଚାହିଁ ରହୁଛି ଆଶ୍ଚର୍ଯ୍ୟ ହୋଇ । ଜାଣିନି ମା’ର ହେଇଛି କଣ । ହେଲେ ଦେଖୁଛି ମା ସବୁବେଳେ ଶୋଇ ରହୁଛି। ସେଥି ପାଇଁ ମା ପାଖେ ବସି ମୁଣ୍ଡକୁ ଆଉଁସି ଦେଉଛି…

ଏବେ ଆଉ ଅସହାୟ ନୁହଁ ୧୦ ବର୍ଷର କୁନି ଝିଅ ସୋମବାରି ମୁର୍ମୁ, କୋଳେଇ ନେଲେ କିଟ୍‌ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ…

କେନ୍ୟୁଜ୍(ବ୍ୟୁରୋ):  ବାପା ମାଙ୍କ ମୃତ୍ୟୁ ପରେ ଅସହାୟ ଅବସ୍ଥାରେ ଥିବା ୧୦ ବର୍ଷର କୁନି ଝିଅ ସୋମବାରି ମୁର୍ମୁଙ୍କୁ କିଟ୍‌ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସହାୟତା । ବାଲେଶ୍ଵର ଜଳେଶ୍ୱର ମୁନିସିପାଲଟି ପଥରପୁରା ଗାଁର ଶ୍ୟାମ ମୁର୍ମୁଙ୍କ ଗତ ମଙ୍ଗଳବାର ଦେହାନ୍ତ ହୋଇଥିଲା ।…

ଏମିତି ବି ଘଟୁଛି : ବାପା ମାଆ ଅଲଗା ହୋଇ ଅନ୍ୟତ୍ର ବାହା ହୋଇଗଲେ, ୯ ବର୍ଷର ପୁଅକୁ ବିକି ଦେଲେ, ଏବେ ବେସାହରା ବାସୁଦେବ

ନିଜ ଜନ୍ମ କଲା ପୁଅ କଥା ଭାବିଲେନି ନିଷ୍ଠୁର ବାପା ମା । ସମ୍ପର୍କର ଚରମ ସୀମାରେ ପହଁଚିଲା ସ୍ୱାର୍ଥପରତା । ବାପା ମା ଅଲଗା ଅଲଗା ହୋଇ ଅନ୍ୟତ୍ର ବିବାହ କଲେ ଆଉ ମଝିରେ ବଳି ପଡିଲା ଏହି ୯ ବର୍ଷର ଛୁଆ ବାସୁଦେବ। ନିଷ୍ଠୁର ବାପା, ମା' ଅନ୍ୟତ୍ର ପୁଅକୁ ବିକ୍ରି କରି ବିବାହ କଲେ ହେଲେ ଏଠାରେ…

ଭଦ୍ରକ: ମହଙ୍ଗା ପଡିଲା ସରକାରୀ ଜାଗାରେ ଘର କରିବା, ଅସହାୟ ପରିବାରର ଘର ଭାଙ୍ଗିଦେଲେ ଗ୍ରାମବାସୀ

ଭଦ୍ରକ(କେନ୍ୟୁଜ୍): ମହଙ୍ଗା ପଡିଲା ସରକାରୀ ଜାଗାରେ ଘର କରିବା । ଅସହାୟ ପରିବାରର ଘର ଭାଙ୍ଗିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ସ୍ଥିତ ଅରଣ୍ଡୁଆ ପଞ୍ଚାୟତରେ । ରମାକାନ୍ତ ବେହେରା ଦୀର୍ଘ ବର୍ଷ ଧରି ସରକାରୀ ଯାଗାରେ ମାଟି ଘର କରି ନିଜ ପରିବାର ସହ ରହି…