Below header
Browsing Tag

himachal pradesh flood

ହିମାଚଳ ପ୍ରଦେଶ ଟ୍ରାଜେଡି: ଦୁଃଖ ବଖାଣିଲେ ମହିଳା, କହିଲେ ଏମିତି କଷ୍ଟଦାୟକ ଜୀବନ ବଞ୍ଚିବା ଅପେକ୍ଷା ମୃତ୍ୟୁ ଭଲ

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ପରେ ଜନଜୀବନ ଏକପ୍ରକାରର ଅସ୍ତବ୍ୟସ୍ତ ହୋଇପଡିଛି । ଅଧିକାଂଶ ସ୍ଥାନରେ ବିପର୍ଯ୍ୟୟର ବିଭୀଷିକା ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ବହୁ କ୍ଷୟକ୍ଷତି ଘଟିଛି । ତେବେ ହିମାଚଳ ପ୍ରଦେଶରେ ହୋଇଥିବା…

ହିମାଚଳ-ଉତ୍ତରାଖଣ୍ଡରେ ବର୍ଷା ବିପର୍ଯ୍ୟୟ: ୩ ଦିନରେ ୭୧ ମୃତ

ନୂଆଦିଲ୍ଲୀ : ହିମାଚଳରେ ହାହାକାର। ତାସ ଘର ପରି ଭୁଶୁଡ଼ୁଛି ଘର। ଭାସିଯାଉଛି ପଥର ଖଣ୍ଡ। ଯେଉଁ ଆଡ଼େ ଦେଖିବ କେବଳ ବିଧ୍ବଂସର ଚିତ୍ର। ବିଭିନ୍ନ ସ୍ଥାନରେ ଭୂସ୍ଖଳନ। ସିମଲାର କ୍ରିଷନନଗର ଠାରେ ୩ମହଲା କୋଠା ଭୁଶୁଡ଼ିଥିବା ବେଳେ କାଙ୍ଗ୍ରାରେ ସ୍ଥିତି ଅସମ୍ଭାଳ। ୩ଦିନରେ ମୃତ୍ୟୁ ସଂଖ୍ୟା ୭୧କୁ…

ଉତ୍ତର ଭାରତରେ ପୁଣି ବର୍ଷା ବିତ୍ପାତ, ଆଜି ପାଇଁ ହିମାଚଳ ପ୍ରଦେଶକୁ ରେଡ୍ ୱାର୍ଣ୍ଣିଂ

ଉତ୍ତର ଭାରତରେ ପୁଣି ବର୍ଷା ବିତ୍ପାତ। ହିମାଚଳ ପ୍ରଦେଶରେ ଗମ୍ଭୀର ହେଉଛି ସ୍ଥିତି। ଲଗାଣ ବର୍ଷା ଯୋଗୁ ଉଛୁଳୁଛି ନଦୀ। ବେୟସ ନଦୀରେ ବନ୍ୟା। ପ୍ରଭାବିତ ହୋଇଛି ମଣ୍ଡି। ବିଭିନ୍ନ କେନାଲ ଓ ଜଳାଶୟ ପୁଣି ଉଛୁଳିବା ଆରମ୍ଭ ହୋଇଛି। ଆହୁରି ପ୍ରବଳ ବର୍ଷା ବାକି ରହିଛି। ଆଜି ପାଇଁ ହିମାଚଳ…

ବନ୍ୟାରେ ବେହାଲ ହିମାଚଳ ପ୍ରଦେଶ, ଉଦ୍ଧାର ହେଲେଣି ୬୦ ହଜାର ପର୍ଯ୍ୟଟକ, ୧୦ ହଜାର ଫସି ରହିଛନ୍ତି

ବନ୍ୟାରେ ବେହାଲ ହିମାଚଳ ପ୍ରଦେଶ । ଏଯାଏ ହିମାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳରୁ ୬୦ ହଜାର ପର୍ଯ୍ୟଟକଙ୍କୁ ଉଦ୍ଧାର କରାଗଲାଣି। ଆହୁରି ୧୦ ହଜାର ପର୍ଯ୍ୟଟକ ଫସି ରହିଛନ୍ତି। ସୂଚନା ଦେଇଛନ୍ତି ହିମାଚଳ ମୁଖ୍ୟମନ୍ତ୍ରୀ ସୁଖଓ୍ଵିନ୍ଦର ସିଂ। ଆଜି ସକାଳ ୯ଟା ସୁଦ୍ଧା ୬୦ ହଜାର ପର୍ଯ୍ୟଟକଙ୍କୁ…