Browsing Tag

Himachal Pradesh landslide

ହିମାଚଳ ପ୍ରଦେଶ ଟ୍ରାଜେଡି: ଦୁଃଖ ବଖାଣିଲେ ମହିଳା, କହିଲେ ଏମିତି କଷ୍ଟଦାୟକ ଜୀବନ ବଞ୍ଚିବା ଅପେକ୍ଷା ମୃତ୍ୟୁ ଭଲ

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ପରେ ଜନଜୀବନ ଏକପ୍ରକାରର ଅସ୍ତବ୍ୟସ୍ତ ହୋଇପଡିଛି । ଅଧିକାଂଶ ସ୍ଥାନରେ ବିପର୍ଯ୍ୟୟର ବିଭୀଷିକା ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ବହୁ କ୍ଷୟକ୍ଷତି ଘଟିଛି । ତେବେ ହିମାଚଳ ପ୍ରଦେଶରେ ହୋଇଥିବା…

ହିମାଚଳ-ଉତ୍ତରାଖଣ୍ଡରେ ବର୍ଷା ବିପର୍ଯ୍ୟୟ: ୩ ଦିନରେ ୭୧ ମୃତ

ନୂଆଦିଲ୍ଲୀ : ହିମାଚଳରେ ହାହାକାର। ତାସ ଘର ପରି ଭୁଶୁଡ଼ୁଛି ଘର। ଭାସିଯାଉଛି ପଥର ଖଣ୍ଡ। ଯେଉଁ ଆଡ଼େ ଦେଖିବ କେବଳ ବିଧ୍ବଂସର ଚିତ୍ର। ବିଭିନ୍ନ ସ୍ଥାନରେ ଭୂସ୍ଖଳନ। ସିମଲାର କ୍ରିଷନନଗର ଠାରେ ୩ମହଲା କୋଠା ଭୁଶୁଡ଼ିଥିବା ବେଳେ କାଙ୍ଗ୍ରାରେ ସ୍ଥିତି ଅସମ୍ଭାଳ। ୩ଦିନରେ ମୃତ୍ୟୁ ସଂଖ୍ୟା ୭୧କୁ…

ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଜଳପ୍ରଳୟରେ ୬୦ ମୃତ, ଭୂସ୍ଖଳନ ଯୋଗୁଁ ଝୁଲି ରହିଛି ଟ୍ରେନ ଟ୍ରାକ୍‌

ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଜଳପ୍ରଳୟ। ଏଠାରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଖରାପ ରହିଛି । ହିମାଚଳ ପ୍ରଦେଶରେ ଭୟଙ୍କର ବିପତ୍ତି ଆଣିଛି ବାଦଲ ଫଟା ବର୍ଷା, ବନ୍ୟା ଓ ଭୂସ୍ଖଳନ । ବହୁ ବିଲଡିଂ ଭୁଶୁଡ଼ିବା ସହ ପାଣି ସୁଅରେ ଭାସି ଯାଇଛି । ବର୍ତ୍ତମାନ ସୁଦ୍ଧା ସେଠାରେ ୬୦ ଜଣଙ୍କର ଜୀବନ…

ହିମାଚଳ ପ୍ରଦେଶରେ ଭୂସ୍ଖଳନ, ଘର ଭୁଶୁଡ଼ି ସ୍ୱାମୀ-ସ୍ତ୍ରୀ ଓ ପୁଅର ମୃତ୍ୟୁ

ହିମାଚଳ ପ୍ରଦେଶରେ ଗତ ୨୪ ଘଣ୍ଟା ଧରି ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ବହୁ କ୍ଷୟକ୍ଷତି ଘଟିଛି। ଶିମଲା ଜିଲ୍ଲାର କୁମାରସେନ୍ ଅଞ୍ଚଳରେ ମାଟି ଅତଡ଼ା ତଳେ ଚାପି ହୋଇ ଜଣେ ଦମ୍ପତିଙ୍କ ସହ ଏକ ବାଳକର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଦୁଇଜଣ ଆହତ…

ହିମାଚଳ ପ୍ରଦେଶ: ସିମ୍‌ଲାରେ ପୁଣି ଭୂସ୍ଖଳନ, ପାହାଡ଼ ଧସି ରାସ୍ତା ବନ୍ଦ; ଦେଖନ୍ତୁ ଭିଡିଓ

ହିମାଚଳ ପ୍ରଦେଶର ସିମ୍‌ଲାରେ ପୁଣିଥରେ ଲ୍ୟାଣ୍ଡସ୍ଲାଇଡ୍‌ ହୋଇଛି। ସୋମବାର ସକାଳେ ହୋଇଥିବା ଲ୍ୟାଣ୍ଡସ୍ଲାଇଡ୍‌ ଯୋଗୁ ଜାତୀୟ ରାଜପଥ ୫ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସକାଳୁ ସକାଳୁ ଏଠାରେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାହାଡ଼ର ଗୋଟେ ପାର୍ଶ୍ୱ ଭୁଶୁଡ଼ି ପଡ଼ିଥିଲା। ଏହି ଭୂସ୍ଖଳନ ଯୋଗୁ…

ହିମାଚଳ ପ୍ରଦେଶରେ ଭୟଙ୍କର ଭୂସ୍ଖଳନ: ପାହାଡ଼ରୁ ଖସିଲା ବିରାଟ ବିରାଟ ପଥର, ୯ ମୃତ; ଦେଖନ୍ତୁ ଲାଇଭ୍‌ ଭିଡିଓ

ହିମାଚଳ ପ୍ରଦେଶର କିନ୍ନୌର ଠାରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏହା ପ୍ରଭାବରେ ସାଂଗଲା ଘାଟିରେ ପୋଲ ଭାଙ୍ଗି ୯ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେବା ଅବସରରେ କିନ୍ନୌର ଜିଲ୍ଲାର ଏସ୍‌ପି ସାଜୁ ରାମ ରାଣା କହିଛନ୍ତି ଯେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି…