Browsing Tag

hindi language

Gemini Live ରେ ମିଳିବାକୁ ଯାଉଛି ହିନ୍ଦୀ ଭାଷାର ସପୋର୍ଟ, ୟୁଜର୍ସଙ୍କ କାମ ହୋଇଯିବ ସହଜ

ଗୁଗୁଲ୍‌ ଭାରତରେ ଆଜି Google for India ର ୧୦ମ ଏଡିସନ୍‌ ନୂଆ ଦିଲ୍ଲୀରେ ସମାପ୍ତ କରିଛି । Google for India ଇଭେଣ୍ଟ ପ୍ରତିବର୍ଷ ଅକ୍ଟୋବର ମାସରେ ହୋଇଥାଏ । ଏହି ଇଭେଣ୍ଟର ଉଦ୍ଦେଶ୍ୟ ଭାରତର ଡିଜିଟାଲାଇଜେସନ୍‌ ଗୁଗୁଲର ଯୋଗଦାନ ବିଷୟରେ ଦେବା । Google for India ଇଭେଣ୍ଟ ୨୦୨୪…

ହିନ୍ଦୀ ଭାଷାର ବିସ୍ତାର ପାଇଁ ମିଳିତ ଜାତିସଂଘକୁ ୧ ନିୟୁତ ଆମେରିକୀୟ ଡଲାର ଦାନ କଲା ଭାରତ

ମିଳିତ ଜାତିସଂଘରେ ହିନ୍ଦୀ ଭାଷାର ବିସ୍ତାର ପାଇଁ ଭାରତ ଜାତିସଂଘର ଗ୍ଲୋବାଲ କମ୍ୟୁନିକେସନ୍ (ବିଶ୍ୱ ସଂଚାର) ବିଭାଗକୁ ୧୦ ଲକ୍ଷ ଆମେରିକୀୟ ଡଲାର ଦାନ କରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ରୁଚିରା କମ୍ବୋଜ ସୋମବାର ଗ୍ଲୋବାଲ କମ୍ୟୁନିକେସନ୍ ବିଭାଗର…

ହ୍ଵାଟସଆପ୍‌ ସିକ୍ରେଟ ଟ୍ରିକ, ଯେଉଁଥିରେ ଆପଣ ଅନ୍ୟର ଭାଷାକୁ କରିପାରିବେ ନିଜ ଭାଷାରେ ଟ୍ରାନ୍ସଲେଟ

ହ୍ଵାଟସଆପ୍‌ ସାରା ଦୁନିଆର ଏକ ଲୋକପ୍ରିୟ ଚାଟିଂ ଆପ୍‌। ଏଥିରେ କୋଟିଏରୁ ଅଧିକ ୟୁଜର୍ସ ଅଛନ୍ତି। ତେବେ ହ୍ଵାଟସଆପ୍‌ ରେ ଅନେକ ହିଡ଼େନ ଫିଚର୍ସ ରହିଛି। କିନ୍ତୁ ଅନେକ ଥର ଏହାର ସୂଚନା ସମସ୍ତଙ୍କୁ ନଥାଏ। ଏମିତି ଏକ ଫିଚ ର୍ସ ରହିଛି ଟ୍ରାନ୍ସଲେସନ ର.. ଯଦି ଆପଣଙ୍କୁ କୌଣସି ଭାଷା ବୁୁଝାପଡ଼ୁନି…

କେବଳ ହିନ୍ଦୀ କହୁଥିବା ଲୋକ ଗୁପ୍‌ଚୁପ୍ ବିକ୍ରି କରନ୍ତି: ଏମିତି ବୟାନ ଦେଲେ ତାମିଲନାଡୁର ଉଚ୍ଚ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ : ଲୋକେ କାହିଁକି ହିନ୍ଦୀରେ କଥାବାର୍ତ୍ତା କରନ୍ତି । ସେମାନେ ଆଗାମୀ ଦିନରେ କେବଳ ଗୁପ୍‌ଚୁପ୍ ବିକ୍ରି କରନ୍ତି । ଏହା ଆମର କି ଆପଣଙ୍କ ଚିନ୍ତା ନୁହେଁ । ଏଭଳି ମାନସକତା ରହିଛି ତାମିଲନାଡୁ ଉଚ୍ଚ ଶିକ୍ଷାମନ୍ତ୍ରୀ କେ ପୋନମୁଡୀଙ୍କର । ସେ କହିଛନ୍ତି ଯେ ହିନ୍ଦୀ ଭାଷାଭାଷୀମାନେ…

ଦେଶରେ କେଉଁ ଭାଷା ଅଧିକ କୁହାଯାଏ ?

ଗତ ଦିନରେ ଗୃହମନ୍ତ୍ରୀ ଅମିତ ଶାହ ହିନ୍ଦୀ ଭାଷାକୁ ନେଇ ଦେଇଥିବା ବୟାନ କାଫି ହଇଚଇ ସୃଷ୍ଟି କରିଥିଲା । ହିନ୍ଦୀକୁ ଇଂରାଜୀର ଏକ ବିକଳ୍ପ ଭାବେ ନେବା ଉଚିତ । ଆଉ ଏହି ବୟାନ ପରେ ଦକ୍ଷିଣ ଭାରତୀୟ ରାଜ୍ୟରେ ଅନେକ ଲୋକେ କଡା ପ୍ରତିକ୍ରୀୟା ରଖିଥିଲେ । ଏହି ବୟାନ ଉପରେ ତାମିଲନାଡୁର ପୂର୍ବ…

ଆମେରିକୀୟ ୟୁନିଭର୍ସିଟିରେ ନିଃଶୁଳ୍କ ପଢାଯିବ ହିନ୍ଦୀ, ୨୮ ଅଗଷ୍ଟରୁ ଆରମ୍ଭ ହେବ ପାଠ୍ୟକ୍ରମ

ଆମେରିକାରେ ହିନ୍ଦୀକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ଦୂତାବାସ ଲୋକ ମାନଙ୍କ ଦାବିକୁ ଆଖିରେ ରଖି ଜର୍ଜ ୱାସିଂଟନ୍ ୟୁନିଭର୍ସସିଟିରେ ଛାତ୍ର ମାନଙ୍କ ପାଇଁ ନିଃଶୁଳ୍କ ହିନ୍ଦୀ ପାଠପଢା ସଞ୍ଚାଳନ କରିବେ । ଛଅ ସପ୍ତାହର ନନ୍ କ୍ରେଡିଟ୍ ହିନ୍ଦୀ ଭାଷାର ପାଠ୍ୟକ୍ରମ ୨୮ ଅଗଷ୍ଟ କୁ ଆରମ୍ଭ ହେବ…