Browsing Tag

hindu temple

ବାଂଲାଦେଶ: ଢାକେଶ୍ୱରୀ ମନ୍ଦିର ଯାଇ ହିନ୍ଦୁଙ୍କୁ ଭେଟିଲେ ମହମ୍ମଦ ୟୁନୁସ, ଧୈର୍ଯ୍ୟର ସହିତ ରହିବାକୁ କହିଲେ

ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ମଙ୍ଗଳବାର ଢାକେଶ୍ୱରୀ ମନ୍ଦିରରେ ପହଞ୍ଚିଥିଲେ । ଏଠାରେ ପହଞ୍ଚିବା ପରେ ସେ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲେ । ଏହି ସମୟରେ ସଂଖ୍ୟାଲଘୁ ଅଧିକାର ଆନ୍ଦୋଳନର ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ମହମ୍ମଦ…

ଦୁନିଆର ସବୁଠାରୁ ବଡ ହିନ୍ଦୁ ମନ୍ଦିର, ୧୧୦୦ ବର୍ଷ ପୁରୁଣା ଏହାର ଇତିହାସ

ଦୁନିଆର ଅଧିକାଂଶ ହିନ୍ଦୁ ଭାରତରେ ରୁହନ୍ତି, ତେଣୁ ଆମ ଦେଶରେ ମନ୍ଦିର ସଂଖ୍ୟା ମଧ୍ୟ ବହୁତ ଅଧିକ । କିନ୍ତୁ ଯେତେବେଳେ ବିଶ୍ୱର ବୃହତ୍ତମ ମନ୍ଦିର ବିଷୟରେ କଥା ଆସେ, ସେତେବେଳେ ଭାରତର ନାମ ଏଥିରେ ଦେଖାଯାଏ ନାହିଁ । ଆପଣ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ମନ୍ଦିର ପାଇବେ । ହିନ୍ଦୁ ଦେବତା…

UAEରେ ନିର୍ମାଣ ହେଉଛି ବିଶାଳ ହିନ୍ଦୁ ମନ୍ଦିର, ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ଉଦ୍‌ଘାଟନ

ସଂଯୁକ୍ତ ଆରବ ଅମିରାତର ରାଜଧାନୀ ଆବୁଧାବିରେ ତିଆରି ହେଉଛି ବିଶାଳ ହିନ୍ଦୁ ମନ୍ଦିର । ଏହାର ନିର୍ମାଣ କାର୍ଯ୍ୟ ପାଖାପାଖି ସରି ଆସିଲାଣି । ଏହି ମନ୍ଦିର ୨୭ ଏକର ଜାଗାରେ ବ୍ୟାପିଛି । ମନ୍ଦିରକୁ ଗୋଲାପି ଚୂନ ପଥର ଏବଂ ଧଳା ପଥରରେ ତିଆରି କରାଯାଇଛି । ସଂଯୁକ୍ତ ଆରବ ଅମିରାତର ରାଷ୍ଟ୍ରପତି…

ଦୁବାଇରେ ରହୁଥିବା ହିନ୍ଦୁମାନଙ୍କୁ ମିଳିଲା ଦଶହରା ଗିଫ୍ଟ, ବିଜୟା ଦଶମୀ ପୂର୍ବରୁ ଉଦ୍‌ଘାଟିତ ହେଲା ହିନ୍ଦୁ ମନ୍ଦିର

ଶାରଦୀୟ ଦୁର୍ଗାନବମୀରେ ଦୁବାଇରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟଙ୍କୁ ମିଳିଛି ବଡ ଉପହାର। ଦୁବାଇର ଜବେଲ ଅଲ୍ଲୀ ଅଞ୍ଚଳରେ ଦଶହରାର ଗୋଟେ ଦିନ ପୂର୍ବରୁ ହିନ୍ଦୁ ମନ୍ଦିର ଉଦ୍‌ଘାଟିତ ହୋଇଛି। ଏହାକୁ ନିର୍ମାଣ କରିବା ପାଇଁ ୩ ବର୍ଷ ଲାଗିଥିଲା। ଏହାର ପ୍ରାର୍ଥନା କକ୍ଷରେ ୧୬ ଦେବାଦେବୀଙ୍କ…

ପାକିସ୍ତାନରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା! ଦେବଦେବୀଙ୍କ ମୂର୍ତ୍ତି ଭାଙ୍ଗିଲେ, ପୂଜାରୀଙ୍କୁ ବି ଛାଡ଼ିଲେନି

ପାକିସ୍ତାନରେ ପୁଣିଥରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି। ପୋଲିସ ସୂଚନା ମୁତାବକ, ପାକିସ୍ତାନର କରାଚି ସହରରେ ଥିବା ଏକ ହିନ୍ଦୁ ମନ୍ଦିରରେ ଠକୁରଙ୍କ ମୂର୍ତ୍ତି ଭଙ୍ଗା ଯାଇଛି। ଏପରି କି, ମନ୍ଦିର ପୂଜାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ଏଥି ସହିତ ତାଙ୍କ ଘରେ ବି…

ପାକିସ୍ତାନରେ ବେଆଇନ ଭାବରେ ମାଟିରେ ମିଶାଗଲା ଏକ ହିନ୍ଦୁ ମନ୍ଦିର, ବିରୋଧ କରିବାରୁ ମିଳୁଛି ଧମକ

ପାକିସ୍ତାନର ସିନ୍ଧ ପ୍ରଦେଶରେ ବେଆଇନ ଭାବରେ ଏକ ହିନ୍ଦୁ ମନ୍ଦିରକୁ ମାଟିରେ ପୋତି ଦିଆଯାଇଛି । ଏହାକୁ ନେଇ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଅଶାନ୍ତି ଜୋର ଧରିଥିବା ବେଳେ ପୋଲିସ ତରଫରୁ ଏହି ସ୍ଥାନ ଟିକୁ ସିଲ କରି ଦିଆଯାଇଛି । ଦେଶ ବିଭାଜନ ସମୟରୁ ରହି ଆସିଥିବା ଏହି ମନ୍ଦିର ଟିକୁ ଜଣେ…