ସରୁନି ଦାଦନ ଦୁଃଖ, ଦାଦନଙ୍କ ସଂଖ୍ୟା କମିବା ପରିବର୍ତ୍ତେ ହିଞ୍ଜିଳିରେ ବଢିବାରେ ଲାଗିଛି
ହିଞ୍ଜିଳିକାଟୁ: ସରୁନି ଦାଦନ ଦୁଃଖ । ଦାଦନ ଖଟିବାକୁ ଯାଇ ଅନେକ ସମୟରେ ଅନେକ ଶ୍ରମିକ ମୃତ ହୋଇ ଫେରୁଥିବା ବେଳେ ତଥାପି ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ଲୋକେ । ଜିଲ୍ଲାର ସମସ୍ତ ଅଂଚଳରୁ ହଜାର ହଜାର ଯୁବକ ବାହାର ରାଜ୍ୟରେ ଖଟୁଥିବା ବେଳେ ହିଞ୍ଜିଳିକାଟୁ ବ୍ଳକ ରେ ଏହା ଆହୁରି ବଢିଯାଇଛି ।…