Below header
Browsing Tag

hockey world cup

କିଛି ସମୟ ପରେ ହକି ବିଶ୍ୱ କପ୍‌ ମ୍ୟାଚ୍‌, ଦ୍ୱିତୀୟ ମୁକାବିଲାରେ ଭାରତ-ଦକ୍ଷିଣ ଆଫ୍ରିକା

ଭୁବନେଶ୍ୱର (କେନ୍ୟୁଜ୍‌) : ଆଉ କିଛି ସମୟ ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ଚତୁର୍ଦ୍ଦଶ ହକି ବିଶ୍ୱ କପ୍‌ର ପ୍ରଥମ ମ୍ୟାଚ୍‌ । ଆଜି ଗ୍ରୁପ୍‌-ସି’ର ଦୁଇଟି ମ୍ୟାଚ୍‌ ଖେଳାଯିବ । ପ୍ରଥମ ମ୍ୟାଚ୍‌ ବେଲଜିୟମ୍‌ ଓ କାନାଡ଼ା ମଧ୍ୟରେ ଠିକ୍‌ ସନ୍ଧ୍ୟା ୫ଟା ବେଳେ ଏବଂ ଏହା ପରେ…

ଆଜିଠୁ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟର ଅସଲ ଲଢେଇ

ଆଜିଠୁ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟର ଅସଲ ଲଢେଇ । କଳିଙ୍ଗ ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳାଯିବ । ପୁଲ ‘ସି’ର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ବେଲଜିୟମ ଓ କାନାଡା । ଅପରାହ୍ନ ୫ଟାରେ ମ୍ୟାଚ ଖେଳାଯିବ । ସେପଟେ ରାତି ୭ଟାରେ ଆୟୋଜକ ଭାରତକୁ ଭେଟିବ ଦକ୍ଷିଣ ଆଫ୍ରିକା । ବିଶ୍ୱ ମାନ୍ୟତାର…

ହକି କ୍ରେଜ୍‌ରେ କମ୍ପୁଛି ମନ୍ଦିରମାଳିନୀ ସହର, ଉଦ୍‌ଘାଟନୀ ଉତ୍ସବ ଲାଗି ପହଞ୍ଚିଲେଣି ତାରକା

୧୬ଟି ଦେଶର ହକି ଟିମ୍‌ର ଅଧିନାୟକ । ସାଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ବିଶ୍ୱକପ୍‌ର ଟ୍ରଫି। ମୁକ୍ତେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଥିଲା କ୍ରୀଡ଼ା ଓ ସଂସ୍କୃତିର ମିଳନ। ଖେଳାଳିଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ। ହକି ଖେଳାଳିଙ୍କ ସହ କଥା ହେବା ସହ ଫଟୋ ବି ଉଠାଇଛନ୍ତି । ପ୍ରତିଯୋଗୀ…

ଆଉ ଦିନକ ପରେ ଆରମ୍ଭ ହେବ ହକି ବିଶ୍ୱକପ୍‌ ! ଖାଲି ରାଜଧାନୀ ନୁହଁ, ସାରା ରାଜ୍ୟରେ ହକି ଫିଭର

ଭୁବନେଶ୍ବର : ହୋଟେଲ ସ୍ୱସ୍ତି ପ୍ରିମିୟମରେ ଫ୍ରାନ୍ସ, ମାଲେସିଆ, ପାକିସ୍ତାନ ଟିମ୍‌ ରହିବାର ବ୍ୟବସ୍ଥା କରାଯାଇଛି ।  ପୂର୍ବରୁ ଫ୍ରାନ୍ସ ଟିମ୍‌ ଆସି ସାରିଥିବା ବେଳେ ଗତକାଲି ରାତିରେ ପହଞ୍ଚିଥିଲା ପାକିସ୍ତାନ ଟିମ ।  ଏହାପରେ ହୋଟେଲର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ହୋଟେଲ ସମ୍ମୁଖ…

ହକି ବିଶ୍ୱକପ୍‌ ପାଇଁ ସୁରକ୍ଷା ବଳୟରେ ଭୁବନେଶ୍ୱର, ପ୍ରତି ଦଳକୁ ଦୁଇ ଜଣ ଲେଖାଏଁ ବନ୍ଧୁକଧାରୀ ପିଏସ୍‌ଓ

ଭୁବନେଶ୍ବର : ହକି ବିଶ୍ୱକପ୍‌ ପାଇଁ ପହଞ୍ଚିଲେଣି ବିଦେଶୀ ଖେଳାଳି । ସୁରକ୍ଷା ବଳୟରେ ଭୁବନେଶ୍ୱର । ପ୍ରତି ଦଳକୁ ଦୁଇ ଜଣ ଲେଖାଏଁ ବନ୍ଧୁକଧାରୀ ପିଏସ୍‌ଓ ଦେଇଛି କମିଶନରେଟ ପୋଲିସ । ଖେଳାଳି ରହୁଥିବା ହୋଟେଲ ଆଗରେ କ୍ୟାମ୍ପ କରାଯାଇଛି । ତେବେ ପାକିସ୍ତାନ ହକି ଟିମ୍‌ ପାଇଁ ସୁରକ୍ଷା…

ରାଜଧାନୀରେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଏ.ଆର ରେହମାନ

ଭୁବନେଶ୍ୱର : ରାଜଧାନୀରେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଏ.ଆର ରେହମାନ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ମଧ୍ୟାହ୍ନ ଭୋଜନ କରିଛନ୍ତି ରେହମାନ । ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ନବୀନ ରେହମାନଙ୍କୁ ନିମନ୍ତ୍ରଣ କରିଥିଲେ । ଆସନ୍ତା ୨୭ରେ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ…

ହକି କୁ ବି ଛାଡିଲେନି , ଆରମ୍ଭ ହେଲା ବିଜେପି – ବିଜେଡି ମଧ୍ୟରେ ରାଜନୀତି

ଭୁବନେଶ୍ବର : ଓଡ଼ିଶାରେ ହେଉଛି ହକି ବିଶ୍ୱକପ୍‌ । ଏହାକୁ ନେଇ ରାଜନୀତି ବି ତେଜିଛି । ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପରେ ବିଜେଡି-ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ । ଗତକାଲି ଧର୍ମେନ୍ଦ୍ର କହିଥିଲେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ…

ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍

ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଞ୍ଚିଲା ଆଉ ଏକ ଆନ୍ତର୍ଜାତିକ ଟିମ୍‌ । ପହଞ୍ଚିଛନ୍ତି ଫ୍ରାନ୍ସ ହକି ଖେଳାଳି ।  ବିମାନବନ୍ଦରରେ ପହଁଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଗଲା । ବିଶ୍ୱ ର‍୍ୟାକିଂରେ ୨୦ତମ ସ୍ଥାନରେ ରହିଛି ଫ୍ରାନ୍ସ୍ସ । ଦଳର ଏକାଧିକ ଖେଳାଳି ହକି ଇଣ୍ଡିଆ ଲିଗ୍‌ ଜରିଆରେ କଳିଙ୍ଗ…

ଇଏ କି ଫାର୍ସ ? ହକି ଉଦଘାଟନୀ ଉତ୍ସବ ପାଇଁ ମିଳିଲାନି ଟିକେଟ୍‌ ଖଣ୍ଡିଏ, ଘଣ୍ଟା ଘଣ୍ଟା ଅନ୍‌ଲାଇନ୍‌ କ୍ୟୁରେ ରହିବା…

ଭୁବନେଶ୍ବର : ମିଳିଲାନି ଟିକେଟ୍‌ । ଖଣ୍ଡିଏ ଟିକେଟ୍‌ ପାଇଁ କଲବଲ ହେଲେ ଦର୍ଶକ । ହକି ବିଶ୍ୱକପ୍‌ ପାଇଁ ଆଜି ୧୨ଟାରୁ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । www.ticketgenie.in ରେ ଟିକେଟ୍‌ ଉପଲବ୍ଧ ହୋଇଛି । ଟିକେଟ୍‌ ପାଇଁ ୧୨ଟା ହେବା ମାତ୍ରେ ସମସ୍ତେ ସାଇଟ୍‌ ଖୋଲିଥିଲେ ।…

ପୁରୁଷ ହକି ବିଶ୍ୱକପରେ ଭାଗନେବ ପାକିସ୍ତାନ ଖେଳାଳି, ଦୂର ହେଲା ଭିସା ଓ ପ୍ରାୟୋଜକ ସମସ୍ୟା

ଭୁବନେଶ୍ୱର (କେନ୍ୟୁଜ୍): ରାଜଧାନୀରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପରେ ଅଂଶଗ୍ରହଣ କରିବେ ପାକିସ୍ତାନ ଖେଳାଳି। ଭିଜା ପ୍ରାୟୋଜକ ସମସ୍ୟା ନେଇ ଲାଗି ରହିଥିବା ସମସ୍ୟା ଦୂର ହୋଇଛି। ଭାରତୀୟ ହାଇକମିଶନ ପାକିସ୍ତାନ ଖେଳାଳିଙ୍କୁ ଭିଜା ଇସ୍ୟୁ କରିସାରିଛନ୍ତି। ଟିମର ନୂତନ ପ୍ରାୟୋଜକ…

ହକି ବିଶ୍ୱକପ୍‌ ଟ୍ରଫି ଉନ୍ମୋଚିତ

ଭୁବନେଶ୍ବର : ହକି ବିଶ୍ୱକପ୍‌ ଟ୍ରଫି ଉନ୍ମୋଚିତ । କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ତର୍ଜାତୀୟ ହକି ମହାସିଂଘର ସଭାପତି ନରିନ୍ଦର ବାତ୍ରା ହକି ବିଶ୍ୱକପ ଟ୍ରଫିକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ କ୍ରିକେଟର ଅନୀଲ କୁମ୍ବଲେ, ଅଲିମ୍ପିଆନ ସୁଟର ଗଗନ…

ବିଶ୍ବକପ୍ ହକି ପାଇଁ ଭାରତୀୟ ଦଳ ଘୋଷଣା, ଟିମରେ ଦୁଇ ଓଡିଆ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ସାମିଲ୍

ଭୁବନେଶ୍ବର : ଆସନ୍ତା ୨୮ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ସ୍କ୍ଵାର୍ଡରେ ଦୁଇ ଓଡିଆ ହକି ଷ୍ଟାର ତାରାକା ସ୍ଥାନ ପାଇଛନ୍ତି । ଏମାନେ ହେଲେ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ।…