ବ୍ରହ୍ମପୁର ଏମକେସିଜିର ୟୁରୋଲୋଜି ବିଭାଗ ଅପରେସନ ଥିଏଟରରେ ନିଆଁ
ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ଏମକେସିଜିରେ ନିଆଁ। ମେଡିକାଲର ୟୁରୋଲୋଜି ବିଭାଗ ଅପରେସନ ଥିଏଟରରେ ନିଆଁ ଲାଗିଥିବା ଜଣାପଡ଼ିଛି। ଧୁଆଁ ବାହାରିବା ପରେ ଭୟରେ ରୋଗୀମାନେ ବାହାରକୁ ବାହାରିଆସିଛନ୍ତି। ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ଅଗ୍ନିଶମ ବାହୀନି…