Browsing Tag

house burned

ବୃଦ୍ଧ ଦମ୍ପତିଙ୍କ ଘରକୁ ଜାଳିଦେଲେ ପଡ଼ୋଶୀ, ଜମି ବାଡ଼ି ବିବାଦକୁ ନେଇ ଘଟିଲା ଏମିତି

ମହାକାଳପଡ଼ା(କେନ୍ୟୁଜ୍‌): ବୟସର ଅପରାହ୍ନରେ କେଉଁଠି ରହିବେ ବୁଢ଼ା ବୁଢ଼ୀଙ୍କୁ ଚିନ୍ତା ଘାରିଛି । ଟାଇଁ ଟାଇଁ ଖରାରେ ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଆସିଛନ୍ତି । ତେବେ ବୃଦ୍ଧ ଦମ୍ପତିଙ୍କ ଘରକୁ ତାଙ୍କ ପଡ଼ୋଶୀ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି ବୁଢ଼ା ବୁଢ଼ୀଙ୍କ…

ବିଳମ୍ବିତ ରାତିରେ ହଠାତ ଲାଗିଲା ନିଆଁ, ଜଳିପୋଡ଼ି ପାଉଁଶ ହୋଇଗଲା ଘର

ଜଗତସିଂହପୁର (କେନ୍ୟୁଜ): ଛାରଖାର ହେଇଗଲା ସଂସାର । ଜଳି ପୋଡ଼ି ଧ୍ୱଂସ ହୋଇଯାଇଛି ଘର । ଗୋଟିଏ ବି ଆସବାବପତ୍ର ନାହିଁ । ହଠାତ ନିଆଁ ଲାଗି ସବୁକିଛି ଜଳି ଯାଇଛି । ଟଙ୍କା ସହ ଘରେ ରଖିଥିବା ସୁନା ଗହଣା ବି ନଷ୍ଟ ହୋଇଯାଇଛି । ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ…

ଝିଅ ଲଗ୍ନ ପୂର୍ବରୁ ଜଳିଗଲା ଘର, ନଗଦ ଟଙ୍କା ସହ ଜଳି ପୋଡ଼ି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ସୁନା ଅଲଙ୍କାର

ଝିଅର ଲଗ୍ନ ପୂର୍ବରୁ ଜଳିଗଲା ଘର । ସମସ୍ତ ଜିନିଷ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଘରର ଚିହ୍ନ ନାହିଁ । ସୁନା ଗହଣା ସାଙ୍ଗକୁ ନଗଦ ଟଙ୍କା ବି ଜଳିଯାଇଛି । ଦିନ କେଇଟାରେ ଝିଅର ବାହାଘର ହୋଇଥାନ୍ତା । ଲଗ୍ନ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା । ଏଥିପାଇଁ ସୁନା ଗହଣା, ଶାଢ଼ୀ, ପିତ୍ତଳ…

ନିଆଁ ଲାଗି ଜଳିଗଲା ୪୬ ବଖରା ଘର, ଏବେ ବାସହୀନ ୨୨ ପରିବାର

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଂଚାୟତ ମହାନ୍ତି ସାହିରେ ଭୟାବହ ଅଗ୍ନିକାଣ୍ଡ। ବୁଧବାର ବିଳମ୍ବିତ ରାତିରେ ନିଆଁଲାଗି ୨୨ ପରିବାରର ୪୬ ବଖରା ଭସ୍ମୀଭୂତ ହୋଇଯାଇଛି । ଧାନ ଚାଉଳ ଠାରୁ ଆରମ୍ଭ କରି ସମସ୍ତ ଆସବାହ ପତ୍ର ପୋଡି ପାଉଁଶ ହୋଇଯାଇଛି। ନିଆଁ…

ଭଦ୍ରକ ଗୋପସାହିରେ ବଜ୍ରାଘାତରେ ଜଳିଗଲା ୨୨ ବଖରା ଘର, ୧୧ଟି ପରିବାର ସର୍ବସ୍ୱାନ୍ତ

ଭଦ୍ରକ: ବଜ୍ରାଘାତରେ ଜଳିଗଲା ୨୨ ବଖରା । ୧୧ ପରିବାର ସର୍ବସ୍ୱାନ୍ତ । ଭଦ୍ରକ ତିହିଡି ବ୍ଲକ ଅଚକ ପଂଚାୟତ ଗୋପସାହିରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ବଜ୍ରପାତ ହୋଇଥିଲା । ଚାହୁଁ ଚାହୁଁ ନିଆଁ ବ୍ୟାପିଯାଇଥିଲା। ପରେ ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ।…