ଇଣ୍ଡିଆନ ଏୟାରଫୋର୍ସରେ କ୍ୟାରିଅର କରିବାର ସୁବର୍ଣ୍ଣ ସୁଯୋଗ, ୧୨ଶ ପାସ୍ କରିଥିଲେ କରନ୍ତୁ ଆବେଦନ
ଇଣ୍ଡିଆନ ଏୟାରଫୋର୍ସରେ କ୍ୟାରିଅର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଭଲ ଖବର। ଏୟାରଫୋର୍ସ ତରଫରୁ ଗ୍ରୁପ ସିରେ ଅନେକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଏହି ଭର୍ତ୍ତି ସିଭିଲିୟନର ଅନେକ ପଦବୀରେ ହେବ। ଯୋଗ୍ୟ ପ୍ରାର୍ଥୀ ୨୧ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଅଫଲାଇନ ଆବେଦନ…