ଆଜି ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିନ, ୯ଟି ବିଷୟ ଉପରେ ହେବ ଚର୍ଚ୍ଚା
ଭୁବନେଶ୍ୱର (କେନ୍ୟୁଜ): ଆଜି ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିନ । କୋଣାର୍କ ଇକୋ ରିଟ୍ରିଟରେ ଦ୍ୱିତୀୟ ଦିନ ଆଲୋଚନା କରାଯିବ । ଆଜି ୯ଟି ବିଷୟରେ ହେବ ଚର୍ଚ୍ଚା । ଓଡ଼ିଶା ଅର୍ଥନୀତିକୁ ଗତିଶୀଳ କରୁଛି ଷ୍ଟାର୍ଟଅପ୍ ଓ ଏମ୍ଏସ୍ଏମଇ, ଭିଜନ ଅଫ ନ୍ୟୁ ଓଡ଼ିଶା- ଦ ଡ୍ରିମ୍…