EDରେ ହାଜର ହେଲେ ପୂର୍ବତନ IFS ଅଭୟକାନ୍ତ ପାଠକ
ଭୁବନେଶ୍ବର(କେନ୍ଯୁଜ୍): EDରେ ହାଜର ହେଲେ ପୂର୍ବତନ IFS ଅଭୟକାନ୍ତ ପାଠକ। ଅଭୟକାନ୍ତଙ୍କୁ ପୂର୍ବରୁ ମଧ୍ୟ ଜେରା କରିଥିଲା ED । ଆଜି ED କାର୍ଯ୍ୟାଳୟରେ ଅଭୟକାନ୍ତଙ୍କୁ EDର ତିନିଜଣିଆ ଅଧିକାରୀ ଜେରା କରୁଛନ୍ତି ।
ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅଭୟକାନ୍ତ ପାଠକ ଗିରଫ ହୋଇଥିଲେ…