Browsing Tag

inaugurate

ଉତ୍କର୍ଷ ଓଡ଼ିଶା କନକ୍ଲେଭ ୱେବସାଇଟ୍ ଉନ୍ମୋଚିତ, ଜାନୁଆରୀ ୨୮ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ ୨୮ ତାରିଖରେ ଉଦଘାଟନୀ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ସମ୍ମିଳନୀର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ…

୨୮ରେ ସଂସଦର ନୂଆ ବିଲ୍‌ଡିଂ ଉଦଘାଟନ କରିବେ ମୋଦି, ତିଆରି ପାଇଁ ଖର୍ଚ୍ଚ ହୋଇଛି ୧୨ଶହ କୋଟି ଟଙ୍କା

ନୂଆଦିଲ୍ଲୀ : ଆସନ୍ତା ୨୮ରେ ଉଦଘାଟନ ହେବ ସଂସଦର ନୂଆ ବିଲ୍ଡିଂ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଢାଞ୍ଚାରେ ତିଆରି ହୋଇଥିବା ବିଲ୍ଡିଂକୁ ଉଦଘାଟନ କରିବେ । ୪ ମହଲା ବିଶିଷ୍ଟ ନୂଆ ବିଲଡିଂକୁ ଅତ୍ୟନ୍ତ ଭବ୍ୟ କରିବା ପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ମଧ୍ୟରେ ୧୨ ଶହ ୨୪…

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀ, ୫ଶହ କୋଟି ଟଙ୍କାର ଉନ୍ନତି ମୂଳକ କାର୍ଯ୍ୟର କଲେ ଉଦଘାଟନ

ବ୍ରହ୍ମଗିରି(କେନ୍ଯୁଜ୍) : ପୁରୀ ଜିଲ୍ଲା ପାଇଁ BSKY ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମଗିରିର କେରାଣ୍ଡିଆରେ ଏହି ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୧୧ ବ୍ଲକ ପାଇଁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ବିଜୁ…

ଧମାରେ ଉଦଘାଟିତ ହେଲା ପଥପ୍ରାନ୍ତ ସୁବିଧା କେନ୍ଦ୍ର

ସମ୍ବଲପୁର : ସମ୍ବଲପୁର ମାନେଶ୍ୱର ବ୍ଲକ ଧମା ଅଂଚଳରେ ଥିବା ବାବା ବିମଳେଶ୍ୱରଙ୍କ ମନ୍ଦିରକୁ ପର୍ୟ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଧମାଠାରେ ଏକ ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ…

ଦୀର୍ଘ ଅପେକ୍ଷାର ଅନ୍ତ : ଆଜି ଉଦଘାଟନ ହେବ ଗୁରୁପ୍ରିୟା ସେତୁ

ମାଲକାନଗିରି : ବିଛିନ୍ନାଞ୍ଚଳକୁ ଫିଟିବ ବାଟ। ଆଜି ଉଦଘାଟନ ହେବ ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ। ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚିତ୍ରୋକୋଣ୍ଡାରୁ ଜାନବାଇ ପର୍ୟ୍ୟନ୍ତ ସୁରକ୍ଷା ବ୍ୟବସ୍ଥା…

ରୁକୁଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦିନିକିଆ ବଣାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତରେ ରୁକୁଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରୁକୁଡା ଜଳସେଚନ ପ୍ରକଳ୍ପ ୨୯୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ରୁକୁଡା ନଦୀ ଉପରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପ ଦ୍ୱାରା…