Browsing Tag

IND vs SA Test Series

ଦକ୍ଷିଣ ଆଫ୍ରିକା ୧୭୬ ରନରେ ଅଲଆଉଟ, ଭାରତ ଆଗରେ ୭୯ ରନର ଲକ୍ଷ୍ୟ

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ଘରୋଇ ଦଳ ୧୭୬ ରନରେ ଅଲଆଉଟ ହୋଇଛି । ଜସପ୍ରୀତ ବୁମରାଙ୍କ ବୋଲିଂରେ ଦକ୍ଷିଣ ଆଫ୍ରିକା ଟିମ୍‌ ଧରାଶାୟୀ ହୋଇଛି । କେପଟାଉନ ଟେଷ୍ଟର ଦ୍ବିତୀୟ ଇନିଂସରେ ବୁମରାଙ୍କୁ ୬ ୱିକେଟ। ବିଜୟ ପାଇଁ ଟିମ ଇଣ୍ଡିଆ ଆଗରେ ୭୯ ରନର ଟାର୍ଗେଟ। ଦ୍ବିତୀୟ ଇନିଂସରେ…

ଖେଳ ନିୟମ ବଦଳାଇଲା ICC, ପୂର୍ବରୁ ଫିଲ୍ଡିଂ ଟିମକୁ ମିଳୁଥିଲା ଲାଭ

ଆଇସିସି ଖେଳ ନିୟମରେ ଗତ ମାସରେ କିଛି ବଡ ପରିବର୍ତ୍ତନ କରିଥିଲା ହେଲେ ଏହାକୁ ନେଇ କୌଣସି ଅଫିସିଆଲ ଘୋଷଣା କରିନଥିଲା । ଏବେ ଏହି ନିୟମ ୨୦୨୪ ଆରମ୍ଭରୁ ଲାଗୁ ହୋଇଛି । ଏହି ସମସ୍ତ ନିୟମ ୩ ଜାନୁଆରୀରୁ ଭାରତ ଓ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା…

ଫ୍ୟାନ୍ସ ଏବଂ ସାଥି ଖେଳାଳିଙ୍କୁ ଏଣ୍ଟରଟେନ କରିବା ପାଇଁ ଡ୍ୟାନ୍ସ କଲେ କୋହଲି ଏବଂ ଗିଲ, ଭିଡିଓ ଭାଇରଲ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ କେପଟାଉନରେ ଖେଳାଯାଉଛି । ଆଜି ଦ୍ୱିତୀୟ ଦିନରେ ଦକ୍ଷିଣ ଆଫ୍ରିକା ଟିମ୍‌ ଦ୍ୱିତୀୟ ଇନିଂସ ଖେଳିବ । କେପ୍ ଟାଉନ୍ ପିଚରେ ବୋଲରଙ୍କ ରାଜ୍ । ଘରୋଇ ଦକ୍ଷିଣ ଆଫ୍ରିକା ଉପରେ ଭାରୀ ପଡ଼ିଛନ୍ତି ଭାରତୀୟ ବୋଲର । ରୋମାଞ୍ଚକର ମୋଡରେ…

ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ : ତ୍ରୁଟି ସୁଧାରି ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ତଥା ଶେଷ ଟେଷ୍ଟ । କେପଟାଉନରେ ଉଭୟ ଦଳ ମୁହାଁମୁହିଁ ହେବେ । ପ୍ରଥମ ଟେଷ୍ଟରରେ ଇନିଂସ ପରଜୟ ପରେ ଆଜିର ମ୍ୟାଚ ଜିତି ସିରିଜ ବରାବର ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଭାରତ। ବ୍ୟାଟରଙ୍କ ଦୁର୍ବଳ ସଟ ଓ ବୋଲରଙ୍କ ଦିଶାହୀନ ବୋଲିଂ ପ୍ରଥମ ଟେଷ୍ଟ ପରାଜୟର…

ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ, ବଦଳିଲା ମ୍ୟାଚ ଆରମ୍ଭ ସମୟ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ୍‌ ଭାରତ ହାରିଥିବା ବେଳେ ଦ୍ୱିତୀୟ ଟେଷ୍ଟ ମ୍ୟାଚ କେପଟାଉନରେ ଖେଳାଯାଉଛି । କେପଟାଉନର ନ୍ୟୁଲ୍ୟାଣ୍ଡସ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଜାନୁଆରୀ ୩ ତାରିଖରୁ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଭାରତୀୟ…

ସେଞ୍ଚୁରିଆନରେ ଟିମର ସଙ୍କଟମୋଚକ ସାଜିଲେ କେଏଲ ରାହୁଲ, ଖେଳିଲେ ଶତକୀୟ ଇନିଂସ

ସେଞ୍ଚୁରିଆନରେ ଖେଳାଯାଉଛି ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ । ପ୍ରଥମ ଦିନ ଖେଳ ସରିବା ସୁଦ୍ଧା ଭାରତ ୨୦୮ ରନ୍ କରିଥିବା ବେଳେ ଦ୍ୱିତୀୟ ଦିନରେ ୨୪୫ରେ ଶେଷ କରିଛି ପ୍ରଥମ ଇନିଂସ । ତେବେ ଏହି ମ୍ୟାଚରେ ଦମଦାର ଶତକ ମାରିଛନ୍ତି କେଏଲ ରାହୁଲ । କେଏଲ ରାହୁଲ ୧୩୭ ବଲରେ…

ସିଂହ ସହିତ ସେଲଫି ନେଲେ ଶୁବମନ ଗିଲ, ସାଉଥ ଆଫ୍ରିକାରେ ନେଲେ ଜଙ୍ଗଲ ସଫାରୀ ମଜା

ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଟିମର ଖେଳାଳି ନିଜକୁ ଚିନ୍ତା ଏବଂ ଷ୍ଟ୍ରେସରୁ ମୁକ୍ତି ରହିବା ପାଇଁ ଜଙ୍ଗଲ ସଫାରୀର ମଜା ଉଠାଉଛନ୍ତି । ଶୁବମନ ଗିଲ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ବେଶ୍‌ ପସନ୍ଦ କରୁଛନ୍ତି । ଗିଲ୍‌…

ଭାରତ ପାଇଁ କର ବା ମର ପରିସ୍ଥିତି, ଆଜି ହାରିଲେ ହାତରୁ ଚାଲିଯିବ ସିରିଜ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ତୃତୀୟ ଟି-୨୦ଖେଳାଯିବ । ଆଜି ବିଶାଖାପଟ୍ଟନମର ଡା. ଓ୍ଵାଇଏସ୍‌ ରାଜେଶେଖର ରେଡ୍ଡୀ ଷ୍ଟାଡିଅମରେ ସନ୍ଧ୍ୟା ୭ଟାରେ ମ୍ୟାଚ ଖେଳାଯିବ। ପ୍ରଥମ ୨ଟି ମ୍ୟାଚ୍ରେ ପରାଜିତ ହୋଇଥିବା ଭାରତ ‘କର ବା ମର’ ସ୍ଥିତିରେ ରହିଛି ଯଦି ଆଜି ଟିମ୍‌ ଇଣ୍ଡିଆ ହାରେ ତେବେ…

୧୪୫ ବର୍ଷ ଇତିହାସରେ ପ୍ରଥମ ଥର, ଗୋଟେ ମ୍ୟାଚରେ କୌଣସି ଟିମ୍‌ର ସମସ୍ତ ୨୦ ବ୍ୟାଟସମ୍ୟାନ ହୋଇଛନ୍ତି କ୍ୟାଚ୍‌ ଆଉଟ୍‌

ଭାରତ ଏବଂ ସାଉଥ୍‌ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା କେପଟାଉନ୍‌ ଟେଷ୍ଟରେ ଓ୍ଵିକେଟ କିପର ଋଷଭ ପନ୍ତ ଚମତ୍କାର ଶତକ ହାସଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯେତେବେଳେ ଭାରତୀୟ ଦଳ ଦ୍ବିତୀୟ ଇନିଂସରେ ସଂଘର୍ଷ କରୁଥିଲା, ପନ୍ତ ଏକାକୀ କ୍ରିଜ୍‌ରେ ଲଢିଥିଲେ । ଶେଷ ପର୍ଯ୍ୟନ୍ତ…

ନୂଆବର୍ଷରେ ହୋଟେଲ ଷ୍ଟାଫ୍‌ଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କଲେ ଶ୍ରେୟସ ଆୟର ଓ ମହମ୍ମଦ ସିରାଜ, ଦେଖନ୍ତୁ ଭିଡିଓ

ସେଞ୍ଚୁରିଆନରେ ବିଜୟ ହାସଲ କରିବା ପରେ ଭାରତୀୟ ଖେଳାଳିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏବେ ନୂଆବର୍ଷ ସେଲିବ୍ରେସନ କରୁଥିବା ଟିମ୍‌ ଇଣ୍ଡିଆର ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଶ୍ରେୟସ ଆୟର ସେୟାର କରିଛନ୍ତି। ଏଥିରେ ଶ୍ରେୟସ ଆୟର ସାଥି ଖେଳାଳି…