Browsing Tag

ind vs south africa

ଗୌହାଟିର ଷ୍ଟାଡିୟମରେ ଆରମ୍ଭ ହୋଇଛି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ, ୨ ୱିକେଟ୍ ହରାଇଲା ସାଉଥ୍…

ଭାରତ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ଗୌହାଟିର ବରସାପାରା ଷ୍ଟାଡିୟମରେ ଆରମ୍ଭ ହୋଇଛି । ସାଉଥ୍ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଛି । ସାଉଥ୍ ଆଫ୍ରିକା ଏପର୍ଯ୍ୟନ୍ତ ପ୍ରଥମ ଇନିଂସରେ ଦୁଇଟି ୱିକେଟ ହରାଇଛି ।…

ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ବାରବାଟୀ ଷ୍ଟାଡିୟମରେ ହେବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍

କଟକ: ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । କଟକର ବାରବାଟୀ ଷ୍ଟାଡିୟମରେ ଲାଇଭ୍ ଟି-୨୦ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ କ୍ରିକେଟ ପ୍ରେମୀ । ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୯ (ମଙ୍ଗଳବାର)ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ, ଭାରତୀୟ…

ପାରିବାରିକ ଏମରଜେନ୍ସି ଯୋଗୁ ଭାରତ ଫେରିଲେ ବିରାଟ କୋହଲି, ଟେଷ୍ଟ୍‍ ସିିରିଜରୁ ଋତୁରାଜ ଗାୟକୱାଡ ବାଦ୍‌

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା ୨୬ ତାରିଖରେ ଟେଷ୍ଟ୍‍ ସିରିଜ ଖେଳାଯିବ। ଏହାପୂର୍ବରୁ ଭାରତ ଫେରି ଆସିଛନ୍ତି ବିରାଟ କୋହଲି। ରିପୋର୍ଟ ମୁତାବକ, କୋହଲି ଫ୍ୟାମିଲି ଏମରଜେନ୍ସି କାରଣରୁ ଭାରତ ଫେରିଛନ୍ତି। ଭାରତୀୟ ଟିମ୍‌ ବର୍ତ୍ତମାନ ତିନୋଟି ଫର୍ମାଟ୍‌ର ସିରିଜ୍ ପାଇଁ ଦକ୍ଷିଣ…

ଦକ୍ଷିଣ ଆଫ୍ରିକାକୁ ୭୮ ରନରେ ହରାଇ ସିରିଜକୁ ୨-୧ରେ କବଜା କଲା ଭାରତ

କେନ୍ୟୁଜ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଜିତିଲା ଭାରତ । ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୭୮ ରନରେ ହରାଇବା ସହ ସିରିଜକୁ ୨-୧ରେ କବଜା କରିଛି ଟିମ୍ ଇଣ୍ଡିଆ । ଏଥିସହ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ୫ ବର୍ଷ ପରେ ଏକ ଦିନିକିଆ ଶୃଙ୍ଖଳା ବିଜୟର ସଫଳତା ପାଇଛି। ସଞ୍ଜୁ…

IND Vs SA: ଦଳକୁ ଫେରିଲେ ରୋହିତ ଶର୍ମା, ଟିମ୍ ଇଣ୍ଡିଆକୁ ମିଳିଲା ୩ ଅଧିନାୟକ

ରୋହିତ ଶର୍ମା କେବଳ ଟେଷ୍ଟ କ୍ୟାପଟେନ। ଦ.ଆଫ୍ରିକା ବିରୋଧ ଟେଷ୍ଟ, ଦିନିକିଆ ଓ ଟି-ଟ୍ବେଣ୍ଟି ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଟିମ୍। ଟେଷ୍ଟରେ ରୋହିତ ଶର୍ମା ଅଧିନାୟକ ଥିବା ବେଳେ ଟି-ଟ୍ବେଣ୍ଟି ପାଇଁ ଅଧିନାୟକ ଅଛନ୍ତି ସୂର୍ଯ୍ୟକୁମାର ଯାଦ। ଦିନିକିଆରେ ଅଧିନାୟକ ହୋଇଛନ୍ତି କେ ଏଲ…

ଆସନ୍ତା ୩୦ରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌, ଆଟାକିଂ ମୁଡରେ ଭାରତୀୟ ବୋଲର

କେନ୍ୟୁଜ୍ : ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଅନ୍ୟ ଦଳ ଠାରୁ ଭାରତୀୟ ଦଳର ପ୍ରଦର୍ଶନ ସବୁଠୁ ଭଲ ରହିଛି । ଲଗାତାର ଦୁଇଟି ମ୍ୟାଚ୍ ଖେଳି ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ପ୍ରଥମେ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଏବଂ ତା ପରେ ନେଦରଲାଣ୍ଡସକୁ ହରାଇ ଦଳ ଏବେ ସୁପର-୧୨ ରାଉଣ୍ଡ…