୭ ଓ୍ଵିକେଟରେ ତୃତୀୟ ଟି-୨୦ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ, ସିରିଜ ୨-୧ରେ ଆଗୁଆ
ଟିମ୍ ଇଣ୍ଡିଆ ୭ ୱିକେଟରେ ୱେଷ୍ଟଇଣ୍ଡିଜ ହରାଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ୟ ଟି-୨୦ରେ ଭାରତର ଦମଦାର ବିଜୟ ହାସିଲ କରିଛି। ୫ଟିକିଆ ସିରିଜରେ ଭାରତ ଏବେ ୨-୧ରେ ଆଗୁଆ ରହିଛି। ବାକି ରହିଥିବା ମ୍ୟାଚ୍ ଜିତି ସିରିଜକୁ ନିଜ ନାଁରେ କରିବାକୁ ଟାର୍ଗେଟ ରଖିଛି ରୋହିତ ବାହିନୀ।
ସୂର୍ଯ୍ୟକୁମାର…