Browsing Tag

india death toll

ଦେଶରେ ୪ଲକ୍ଷ ପାର୍‌ କଲା କରୋନା ମୃତ୍ୟୁସଂଖ୍ୟା, ବିଶ୍ୱରେ ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ(କେନ୍ଯୁଜ୍): ଦେଶରେ ୪ଲକ୍ଷ ପାର୍‌ କଲା କରୋନା ମୃତ୍ୟୁସଂଖ୍ୟା । ଆମେରିକା ଓ ବ୍ରାଜିଲ ପରେ ବିଶ୍ୱରେ ତୃତୀୟ ଦେଶ ଭାବେ ଭାରତରେ ମୃତ୍ୟୁ ସଂଖ୍ୟା ୪ଲକ୍ଷ ପାର୍‌ କରିଛି। ଲକ୍ଷେ ଉପରେ ରହିଛନ୍ତି ୧୦ ଦେଶ। ଆମେରିକାରେ କରୋନାରେ ୬ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି।…

ଦେଶରେ ସର୍ବ ନିମ୍ନ ସଂକ୍ରମଣ: ୨୪ ଘଣ୍ଟାରେ ୪୨ ହଜାର ୬୪୦ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ସର୍ବ ନିମ୍ନ ସଂକ୍ରମଣ। ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୪୨ ହଜାର ୬୪୦। ୯୧ ଦିନରେ ଏହା ସର୍ବନିମ୍ନ। ମୃତ୍ୟୁବରଣ କରିଛନ୍ତି ୧ହଜାର ୧୬୭। ସୁସ୍ଥ ହୋଇଛନ୍ତି ୮୧ ହଜାର ୮୩୯। ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା ୨କୋଟି ୯୯ଲକ୍ଷ ୭୭ ହଜାର ୮୬୧ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା…

ଦେଶରେ ୩ ଲକ୍ଷ ପାର କଲା କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୪୫୫ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ : ଦେଶରେ ୩ ଲକ୍ଷ ପାର କଲା କରୋନା ମୃତ୍ୟୁସଂଖ୍ୟା । ଆମେରିକା ଓ ବ୍ରାଜିଲ ପରେ ଏହି ତାଲିକାରେ ତୃତୀୟ ଦେଶ ଭାବରେ ଯୋଡ଼ି ହୋଇଛି ଭାରତ । ମୃତ୍ୟୁସଂଖ୍ୟାରେ ବ୍ରେକ୍‌ ଲାଗି ପାରୁନି । ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୪୫୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୩…

ଦେଶରେ ଚିନ୍ତା ବଢାଉଛି କରୋନା ମୃତ୍ୟୁ ସଂଖ୍ଯା, ଗତ ୨୪ ଘଣ୍ଟାରେ ୪ହଜାର ୧୩୬ଜଣଙ୍କ ଜୀବନ ନେଇଛି ମହାମାରୀ

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଉଛି କରୋନା ମୃତ୍ୟୁ । ଲାଗାତାର ଦ୍ୱିତୀୟ ଦିନରେ ୪ହଜାର ଉପରେ ରହିଛି ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟାରେ ୪ହଜାର ୧୩୬ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ୪ ହଜାର ୨୦୫ ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ । ଦେଶରେ ମୋଟ ମୃତ୍ୟୁସଂଖ୍ୟା ୨ଲକ୍ଷ ୫୮ ହଜାର ଅତିକ୍ରମ…

ଦେଶରେ ୩ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ୩ ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୪୫୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୩୮୬ ଜଣଙ୍କ ଜୀବନ ନେଇଛ ମାରାତ୍ମକ ଭାଇରସ । ଏଥିସହ ଦେଶରେ କରୋନା ମୃତ୍ୟୁସଂଖ୍ୟା ୮ ହଜାର…

ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା: ଗୋଟିଏ ଦିନରେ ୪ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୨୨…

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା । ଗୋଟିଏ ଦିନରେ ୪ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୨୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୯୭ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଦେଶରେ ମୃତ୍ୟୁ ସଂଖ୍ୟା ୨୨ ହଜାର ୦୬…

ଦେଶରେ ୫୬ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ୩୩୯୦ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନାରେ ଏପର୍ଯ୍ୟନ୍ତ ୧୮୮୬ ଜଣ ପ୍ରାଣ ହରାଇଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୯୦ ନୂଆ ମାମଲା ଆସିଥିବା ବେଳେ ୧୦୩ ଜଣଙ୍କ ଜୀବନ ଗଲାଣି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ଟପିଥିବା ବେଳେ ୧୬ ହଜାର ୫୪୦ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ର ସବୁଠୁ ଅଧିକ କରୋନା…

ଦେଶରେ ୪୯ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୬ଶହ ୯୪ ଜଣଙ୍କ ମୁଣ୍ଡ ନେଇସାରିଲାଣି ମାରାତ୍ମକ ଭାଇରସ୍‌

ନୂଆଦିଲ୍ଲୀ: ଦେଶରେ ଲାଗୁନି କରୋନା ବ୍ରେକ୍‌ । ୪୯ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ୧୬ଶହ ୯୪ ଜଣଙ୍କ ମୁଣ୍ଡ ନେଇଛି ଭାଇରସ୍‌ । ଏବେ ବି ୩୩ ହଜାର ୫୧୪ ଟି ଆକ୍ଟିଭ କେସ୍‌ ରହିଛି । ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ରହିଛି । ପଜିଟିଭଙ୍କ ସଂଖ୍ୟା ୧୫ ହଜାର ୫୨୫ରେ ପହଞ୍ଚିଛି । ୫୮୩ ଜଣଙ୍କ…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୧୪୭କୁ ବୃଦ୍ଧି, ମହାରାଷ୍ଟ୍ରରେ ୧୦ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ମହାରାଷ୍ଟ୍ର: ଭାରତରେ କରୋନା ଉପରେ ଲାଗୁନି ବ୍ରେକ । ଦେଶରେ ମୃତ୍ୟୁ ସଂଖ୍ୟା ୧୧୪୭କୁ ବୃଦ୍ଧି ହୋଇଛି । କରୋନାରେ ୩୫ ହଜାର ୪୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮ ହଜାର ୮୮୯ ଜଣ । ବିଭିନ୍ନ ହସ୍ପିଟାଲରେ ୨୫ ହଜାର ୦୦୭ ଜଣ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରରେ…

ଭାରତରେ କରୋନା ଯୋଗୁ ୨୪ ଘଣ୍ଟାରେ ଗଲାଣି ୪୦ଜୀବନ, ଏକ ହଜାର ୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । କରୋନା ଯୋଗୁ ୨୩୯ ଜଣଙ୍କ ଜୀବନ ଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୪୪୭ ହୋଇଛି । ଗତ ୨୪ ଘଣ୍ଟାରେ ୪୦ ଜଣଙ୍କ ଜୀବନ ଯାଇଥିବା ବେଳେ ଏକ ହଜାର ୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୬୪୩…