Browsing Tag

india pak border

ଆଫଗାନିସ୍ତାନ ପରେ ଜମ୍ମୁ କାଶ୍ମୀର ଉପରେ ନଜର ରଖିଛି ପାକିସ୍ତାନ, ସୀମାରେ ସକ୍ରିୟ ଅଛନ୍ତି ୨୦୦ ଆତଙ୍କୀ

ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଖେଳିବା ପରେ ପାକିସ୍ତାନର ଇଣ୍ଟେଲିଜେନ୍ସ ଏଜେନ୍ସି ଆଇଏସଆଇ ଏବେ ରହିଛି ଚର୍ଚ୍ଚାରେ। କେବଳ ଏତିକି ନୁହେଁ ବରଂ ଆଫଗାନିସ୍ତାନରେ ତାଲିବାନକୁ ପାକିସ୍ତାନ ସାହାଯ୍ୟ କରୁଥିବାର ଖବର ସାମ୍ନାକୁ ଆସିଛି। ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ କହିବା ଅନୁଯାୟୀ,…

ପ୍ରକୃତି ଛାଡ଼ୁନି ପାକ୍‌, ସୀମାରେ ଅନୁପ୍ରବେଶ ବେଳେ ଧରିଲେ ଭାରତୀୟ ଯବାନ; ଦେଖନ୍ତୁ ଭିଡିଓ

ପ୍ରକୃତି ଛାଡ଼ୁନି ପାକିସ୍ତାନ। ରୀତିମତ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରୟାସ ଜାରି ରଖିଛି ପାକ୍‌। ଏବେ ପାକ୍‌ର ଆଉ ଏକ ଚାଲ୍‌ ଧରାପଡ଼ିଛି। ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନର ଯୋଜନାକୁ ଭଣ୍ଡୁର କରିଛି ଭାରତ। ସେନା ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ସେନା…

ପାକିସ୍ତାନ ପଟୁ ଆକ୍ରମଣ ଆଶଙ୍କା, ଏଲଓସି ସହ ପୂରା ଇଣ୍ଡୋ-ପାକ୍‌ ବର୍ଡରରେ ରେଡ୍‌ ଆଲର୍ଟ

କେନ୍ୟୁଜ୍ (ବ୍ୟୁରୋ):  ସୀମାରେ ରେଡ୍‌ ଆଲର୍ଟ। ପାକିସ୍ତାନ ପଟୁ ଆକ୍ରମଣ ଆଶଙ୍କା କରି ସୀମାରେ ରେଡ ଆଲର୍ଟ ଜାରି ହୋଇଛି। ଜାମ୍ମୁ-କାଶ୍ମୀର ସମେତ ପୂରା ଭାରତ-ପାକିସ୍ତାନ ସୀମାରେ ସଜାଗ ହୋଇଛନ୍ତି ବିଏସଏଫ ଓ ଆର୍ମୀ ଯବାନ। ଚୀନ୍‌ ନିର୍ମିତ ଡ୍ରୋନ୍‌ ବ୍ୟବହାର କରି ଭାରତକୁ ଅସ୍ତ୍ରଶସ୍ତ୍ର…

ଯବାନମାନଙ୍କ ମନୋବଳ ବଢାଇବା ପାଇଁ ଭିନ୍ନ ପ୍ରୟାସ, ଭାରତ-ପାକ୍‌ ସୀମାରେ ଗଣେଶ ପୂଜା କରିବେ ଏହି ବ୍ୟକ୍ତି,

ଆଗକୁ ଗଣେଶ ପୂଜା। ଏନେଇ ପୂରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବଜାରରେ ବିଭିନ୍ନ ପ୍ରକାର ଗଣେଶ ମୂର୍ତ୍ତି ବିକ୍ରି ହେବା ଆରମ୍ଭ ହେଲାଣି। ଜାମ୍ମୁ କାଶ୍ମୀର ପୁଛଂ ଜିଲ୍ଲାରେ ମଧ୍ୟ ଗଣେଶଙ୍କ ମୂର୍ତ୍ତି ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ପୁଛଂ ନିବାସୀ କିରଣ ଇସର ଏବେ ମୁମ୍ବାଇରେ…