ବିବାହର କିଛି ଘଣ୍ଟା ପୂର୍ବରୁ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲା ବର
ଆମେଥିରେ ଏକ ଅଭାବନୀୟ ଘଟଣା ଘଟିଛି । ବିବାହ ଶୋଭାଯାତ୍ରାର ଯାଉଥିବା ବର ହଠାତ ଗାଡ଼ିରୁ ତଳକୁ ଡେଇଁ କୁଆଡ଼େ ପଳାଇ ଯାଇଥିଲେ । ଏହାପରେ ତାଙ୍କ ପରିବାର ଲୋକେ ବହୁତ ସମୟ ପର୍ଯ୍ୟନ୍ତ ବରକୁ ଖୋଜାଖୋଜି କରିଥିଲେ । କିନ୍ତୁ ପାଇନଥିଲେ । ବହୁତ ସମୟ ପରେ ପରିବାର ଲୋକେ ଜାଣିଲେ ବର ଟ୍ରେନ୍ ଆଗକୁ…