Below header
Browsing Tag

international news

ବିଶ୍ୱର ସବୁଠାରୁ ଦୀର୍ଘାୟୁ କୁକୁର ଭାବେ ପେବଲ୍ସ କଲା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼

ଆଜିକାଲି ଅନେକ ବ୍ୟକ୍ତି ନିଜର ବିଭିନ୍ନ ପ୍ରକାର ଟ୍ୟାଲେଣ୍ଟ ଦେଖାଇ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ କରୁଛନ୍ତି। କିନ୍ତୁ ଆଜି ଆମେ ଏମିତି ଏକ କୁକୁର ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯିଏକି ବିଶ୍ୱର ସବୁଠାରୁ ଦୀର୍ଘାୟୁ କୁକୁର ଭାବେ ନିଜ ନାମକୁ ଗିନିଜ ବୁକରେ ଯୋଡ଼ି ପାରିଛି।ପ୍ରାୟତ…

୧୦ ବର୍ଷର ବାଳିକା ସବମିଟ୍ କଲେ ଏଭରେଷ୍ଟ ବେସ୍ କ୍ୟାମ୍ପ

ମୁମ୍ବାଇର ଜଣେ ୧୦ ବର୍ଷିୟ ବାଳିକା ପ୍ରାୟ ୫ ହଜାର ୩୬୪ ମିଟରରେ ଅବସ୍ଥିତ ଏଭରେଷ୍ଟ ବେସ୍ କ୍ୟାମ୍ପ ସବମିଟ୍ କରିଛନ୍ତି। ସେ ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ, ଯିଏ କି ହିମାଳୟ ବେସ୍ କ୍ୟାମ୍ପ ପହଂଚିଛନ୍ତି। ରିଦିମ ମମାନିଆ ନାମକ ଏହି ଯୁବ ସ୍କେଟର ତଥା ପର୍ବତାରୋହୀ ତାଙ୍କ ପିତାମାତା ହର୍ଷଲ…

ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ସହାୟତାର ହାତ ବଢାଇଲା ବ୍ରିଟେନ, ପ୍ରଧାନମନ୍ତ୍ରୀ ଜନସନ କରିବେ ଆର୍ଥିକ ସହାୟତା

ଏକ ମାସ ହେବା ଲାଗିରହିଛି ଋଷ ଓ ୟୁକ୍ରେନ ଯୁଦ୍ଧ। ପୁଟିନ ହଟୁନାହାନ୍ତି କି ଜେଲେନସ୍କି ମଧ୍ୟ ଟଳୁ ନାହାନ୍ତି। ୟୁକ୍ରେନ ନିଜର ଅନେକ ସହର ହରାଇଥିବା ବେଳେ ୟୁକ୍ରେନକୁ ବର୍ତ୍ତମାନ ସହାୟତାର ହାତ ବଢ଼ାଇଛି ବ୍ରିଟେନ। ପ୍ରାୟ ୬ ହଜାର କ୍ଷେପଣାସ୍ତ୍ର ଏବଂ ଆର୍ଥିକ ସହାୟତା ପଠାଇବେ ବ୍ରିଟିଶ…

TMC ସାଂସଦଙ୍କୁ କଡା ଜବାବ: ରେଳ ମନ୍ତ୍ରୀ କହିଲେ ଭାରତ ମାଟିରେ ହିଁ ଗଡ଼ିବ ବୁଲେଟ ଟ୍ରେନ

ସବୁବେଳେ ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥାଆନ୍ତି ନୁସରତ୍। ତେବେ ବର୍ତ୍ତମାନ ଆଉ ଏକ ବିବାଦୀୟ କଥା କହିଛନ୍ତି ସେ। ସେ ସାଂସଦରେ ଦାବି କରିଛନ୍ତି ଯେ ଏହି ଭାରତରେ ବୁଲେଟ ଟ୍ରେନ ହୋଇପାରିବ ନାହିଁ।କାରଣ ଏହି ପ୍ରକଳ୍ପ ପାଇଁ ଭାରତୀୟ ମାଟି ଠିକ୍ ନୁହେଁ । ଜାପାନର ମାଟି ପରି…

ୟୁକ୍ରେନର ଅନେକ ସହରରେ ଏୟାର ଷ୍ଟ୍ରାଇକର ଚେତାବନୀ, କିଭରେ ୩୫ ଘଣ୍ଟିଆ କର୍ଫ୍ୟୁ

ଆଜିକୁ ପ୍ରାୟ ୨୨ ଦିନ ହେବ ଲଗାତାର ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ। ୟୁକ୍ରେନ ଉପରେ ନିୟମିତ ଭାବେ ଆକ୍ରମଣ କରୁଛି ଋଷ। ଆକ୍ରମଣ ଯୋଗୁଁ ଅନେକ ଦେଶ ଋଷ ଉପରେ କଠୋର ପ୍ରତିବନ୍ଧକ ଲଗାଇଛନ୍ତି। ଏହାର ଜବାବରେ ଭ୍ଲାଦିମିର ପୁଟିନ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୁଟିନ ଜୋ ବାଇଡେନ,…

ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା

ବର୍ତ୍ତମାନ ୟୁକ୍ରେନ ଓ ଋଷିଆ ଯୁଦ୍ଧ ଲଗାତାର ଚାଲିଛି। ଏମିତିକି ଯୁଦ୍ଧ ରୋକିବା ପାଇଁ ଅନେକ ଚାହୁଁଥିବା ବେଳେ ଋଷ ୟୁକ୍ରେନ ଉପରେ ନିଜ ଆକ୍ରମଣକୁ ରୋକିବାରେ ନାଁ ଧରୁନି। ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି ଋଷ। ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ନିୟନ୍ତ୍ରଣ ନହେବାରୁ ସେଠାରେ…

ଋଷିଆରେ ବନ୍ଦ ହେଲା ମ୍ୟାକଡୋନାଲ୍ଡସ୍, ଷ୍ଟାରବକ୍ସ, କୋକାକୋଲା, ପେପସିକୋ ଏବଂ ଜେନେରାଲ୍ ଇଲେକ୍ଟ୍ରିକ୍ ବ୍ୟବସାୟ

ମ୍ୟାକଡୋନାଲ୍ଡସ୍, ଷ୍ଟାରବକ୍ସ, କୋକାକୋଲା, ପେପସିକୋ ପରି ସର୍ବଭାରତୀୟ ବ୍ରାଣ୍ଡ୍ ନିଜର ବ୍ୟବସାୟକୁ ଅସ୍ଥାୟୀ ରୂପେ ଋଷିଆରେ ବନ୍ଦ କହିଛନ୍ତି। ଏହି ସବୁ ଦାମୀ କମ୍ପାନୀମାନେ କହିଛନ୍ତି ଯେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଦୁଃଖଦାୟକ । ତେଣୁ ନିଜର ବ୍ୟବସାୟକୁ ସାମୟିକ ଭାବରେ ସ୍ଥଗିତ ରଖିବା…

କମେଡି କିଙ୍ଗ ରୁ ରାଷ୍ଟ୍ରପତି ଭୋଲୋଦିମିର ଜେଲେଂସ୍କି

ବର୍ତ୍ତମାନ ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି। ଅନେକ ଦେଶ ଏହି ଦୁଇ ଦେଶକୁ ଯୁଦ୍ଧ ବନ୍ଦ କରିବା ପାଇଁ କହିଲା ପରେ ମଧ୍ୟ ୟୁକ୍ରେନ ପଛଘୁଞ୍ଚା ଦେଉନାହିଁ। ଋଷ ଠାରୁ କମ୍ ଅସ୍ତ୍ର ଥିବା ଦେଶ ହେଉଛି ୟୁକ୍ରେନ। ଏହା ପରେ ବି ପଛଘୁଞ୍ଚା ଦେଇନାହିଁ ୟୁକ୍ରେନ। ଏମିତିକି ଶକ୍ତିଶାଳୀ…

ୟୁକ୍ରେନ ଓ ରୁଷିଆ ଯୁଦ୍ଧ ପାଇଁ ଅନେକ ଅସୁବିଧାର ସାମ୍ନା କରିବ ଭାରତ, ବଢିବ ବେରୋଜଗାର

ଚାଲିଛି ୟୁକ୍ରେନ ଓ ରୁଷିଆ ଯୁଦ୍ଧ। ତେବେ ୟାରୀ ମଧ୍ୟରେ ବର୍ତ୍ତମାନ ରୁଷିଆ ସହିତ ବାଣିଜ୍ୟ କାରବାର କରୁଥିବା ଦେଶ ଗୁଡ଼ିକର ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିଲାଣି। ଏହା ମଧ୍ୟରେ ରହିଛି ଭାରତ। କହିବାକୁ ଗଲେ ଆଗକୁ ଭାରତ ଅନେକ ଅସୁବିଧାର ସାମ୍ନା କରିପାରେ। କାରଣ ଋଷ ଓ ୟୁକ୍ରେନ ମଧ୍ୟରେ…

ମାଙ୍କଡମାନଙ୍କ ପାଇଁ ଘର ଛାଡ଼ିଲେ ସ୍ଥାନୀୟ ଲୋକ, ଏମିତି ହଇରାଣ ଆଗରୁ କେବେ ହୋଇନଥିଲେ

ସାରା ଦୁନିଆରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିବାକୁ ଲାଗିଛି। ଜାହାପାଇଁ ଅନେକ ଲୋକ ଅସୁବିଧାର ସାମ୍ନା କରୁଛନ୍ତି । ପୁଣି ଘରେ ରହିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ଏମିତି ଏକ ସ୍ଥାନ ବିଷୟରେ ଶୁଣିବାକୁ ମିଳୁଛି ଯେଉଁଠି ଲୋକ କରୋନା ପାଇଁ ଯେତେ ଚିନ୍ତିତ ନାହାନ୍ତି ବେଶି…

ଚୀନର ରୋବୋଟ ଦେଲା ଅଜବ ତଥ୍ୟ, ଜାଣନ୍ତୁ ଚନ୍ଦ୍ରରେ ଦେଖାଯାଉଥିବା ଠେକୁଆର ରହସ୍ୟ 

ଚନ୍ଦ୍ରକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଓ ଉତ୍ସାହ । ଏମିତିକି ସେଥିପାଇଁ ବଡ଼ ବଡ଼ ଦେଶମାନେ ଚନ୍ଦ୍ରର ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଚନ୍ଦ୍ରକୁ ସଟେଲାଇଟ୍ ପଠାଉଛନ୍ତି। ଯାହାକି ସବୁ ସମୟରେ ଚନ୍ଦ୍ରରେ ଘଟୁଥିବା ଘଟଣା ବିଷୟରେ ସୂଚନା ଦେବ। ସେହିପରି ଚୀନ ମଧ୍ୟ ନିଜର Robot…

ଓମିକ୍ରନ ଠାରୁ ଆସିବ ମାରାତ୍ମକ ଭାଇରସ: WHO କହିଲା ଏବେ ଅଧିକ ସଚେତନ ହୋଇଯାଆନ୍ତୁ

ସାରା ବିଶ୍ବରେ ବର୍ତ୍ତମାନ ଆତଙ୍କ ରଚିଛି କୋଭିଡ୍-୧୯। ଏମିତିକି ଦୁନିଆରେ ଓମିକ୍ରନ ପାଇଁ ବଢ଼ିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା। ଏଥିପାଇଁ ଅଧିକ ଲୋକଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତି କରାଯାଉଛି ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ଯ ବଢ଼ିଛି । ତେଣୁ ଏହାକୁ ସାଧାରଣ ରୋଗ ନ ଭାବିବା…