Below header
Browsing Tag

international news

ଆଉ ଜଣେ ଶ୍ରବଣ କୁମାର: ନିଜ ବାପାଙ୍କୁ କରୋନା ଟିକା ଦେବା ପାଇଁ କାନ୍ଧରେ ବସାଇ ପ୍ରାୟ ୧୨ ଘଣ୍ଟା ଚାଲିଲେ ଯୁବକ

ତ୍ରେତୟା ଯୁଗରେ ଶ୍ରବଣ କୁମାରଙ୍କ ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ । ନିଜର ଦୃଷ୍ଟିହୀନ ପିତା ମାତାଙ୍କର ସେ ଯେଉଁଭଳି ଯତ୍ନ ନେଉଥିଲେ ହୁଏତ ସେହିପରି ଆଉ କେହି କରିନଥିବେ। ନିଜର ଜୀବନକୁ ନିଜ ବାପା ମା'ଙ୍କ ପାଇଁ ସମର୍ପଣ କରିଦେଇଥିଲେ ସେ । ସେଥିପାଇଁ ତ ଜଣେ ସୁପୁତ୍ରର ଉଦାହରଣ ଶ୍ରବଣ…

ଆସିବ କରୋନା ଡିଟେକ୍ଟିଭ୍‌ ମେସିନ ‘ସିଲିଙ୍ଗ ମାଉଣ୍ଟେନ କରୋନା ଆଲର୍ଟ ଡିଭାଇସ’, ବିନା ଟେଷ୍ଟରେ ୧୫ ମିନିଟରେ ଜଣାଇଦେବ…

ମାର୍କେଟକୁ ଆସିବାକୁ ଯାଉଛି କୋଭିଡ ଡିଟେକ୍ଟିଭ୍‌ ମେସିନ ସିଲିଙ୍ଗ ମାଉଣ୍ଟେନ କରୋନା ଆଲର୍ଟ ଡିଭାଇସ। ବର୍ତ୍ତମାନ ଏହା ଉପରେ ସମ୍ପୂର୍ଣ୍ଣ ଗବେଷଣା କରୁଛନ୍ତି ବୈଜ୍ଞାନିକ । ଏହି ମେସିନ ଏବେ ବଦଳାଇ ଦେବ ଜୀବନ । ଲଣ୍ଡନ ସ୍କୁଲ ଅଫ୍‌ ହାଇଜିନ ଆଣ୍ଡ୍‌ ଟ୍ରପିରାଲ ମେଡିସିନ ଇଷ୍ଟିଟ୍ୟୁଟ ଏହି…

ଦେଶରେ କାୟା ମେଲାଉଛି କୋଭିଡ, ଏହା ପରେ ବି ଭାରତ ଆଫଗାନିସ୍ତାନକୁ ପଠାଇଲା ୫ ଲକ୍ଷ କୋଭାକ୍ସିନ

ବର୍ତ୍ତମାନ ଦେଶରେ କୋଭିଡ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିକି କରୋନା ଭାଇରସ ନିଜକୁ ଏତେ ମ୍ୟୁଟେଟ କରୁଛି ଯେ ଡେଲ୍ଟା, ଗାମା ଓ ଓମିକ୍ରନ ପରି ଅନେକ ଭାରିଏଣ୍ଟ ଦେଖିବାକୁ ମିଳୁଛି । ପୁଣି କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ଆସିବା ପରେ ଏହା ଏତେ ମାତ୍ରାରେ ମାରାତ୍ମକ ନହେଲେ…

ପୃଥିବୀରେ ରହିଛି ନର୍କର ଦ୍ୱାର , ସତ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ଆମ ଜୀବନରେ ସବୁ ଜିନିଷର ଦୁଇଟି ପାର୍ଶ୍ୱ ରହିଥାଏ ବୋଲି ଆପଣ ଜାଣିଥିବେ । ଏ ଦୁନିଆ ହେଉଛିସୁଖ ଦୁଖର ଦୁନିଆ, ଖରା ଛାଇ , ଭଲ ମନ୍ଦ ଭଳି ସବୁ ଜିନିଷର ଦୁଇଟି ପାର୍ଶ୍ୱ ରହିଥାଏ । ସେମିତି ଆପଣ ମଧ୍ୟ ପିଲା ବେଳୁ ସ୍ୱର୍ଗ ଆଉ ନର୍କ ବିଷୟରେ ଶୁଣି ଆସୁଥିବେ । ଯାହାକୁ ନେଇ ଅନେକ ଲୋକଙ୍କ ମନରେ…

ପୃଥିବୀ ପୃଷ୍ଠରେ ଆମେ ଚାହୁଁଛୁ ଶାନ୍ତି , ସମୟ ଆସିଲେ ନିଶ୍ଚିତ ଦେଖା ଦେବୁ କହିଛନ୍ତି ଏଲିଏନ୍ସ : ଇସ୍ରାଏଲ ବୈଜ୍ଞାନିକ…

ଆପଣ ଜାଣିଛନ୍ତି ବର୍ତ୍ତମାନ ଏଲିଏନଙ୍କୁ ନେଇ ଅନେକ ପ୍ରକାର ରିସର୍ଚ୍ଚ ଚାଲିଛି । ଏମିତିକି ଏହି ପ୍ରାଣୀକୁ ନେଇ ବିଭିନ୍ନ ବୈଜ୍ଞାନିକମାନଙ୍କର ଭିନ୍ନ ଭିନ୍ନ ମତ ମଧ୍ୟ ରହିଛି । ଏମିତିକି ଆପଣ ଜାଣିଥିବେ କିଛି ଦିନ ପୂର୍ବରୁ ଚୀନ ର ଆକାଶରେ ଏମାନଙ୍କର ବଳୟ ଦେଖିଥିବାର ଜଣେ ପାଇଲଟ ଦାବି…

ଦୁନିଆର ଏହି ରହସ୍ୟମୟ ସ୍ଥାନରେ ଚାଲୁଛି ପଥର,ଆଜି ଯାଏଁ ବୈଜ୍ଞାନିକ ମଧ୍ୟ ଜାଣି ପାରିଲେନି କାରଣ

ଆମ ଦୁନିଆରେ ଅନେକ ଅଜବ ଜିନିଷ ରହିଛି । ଖାଲି ସେତିକି ନୁହେଁ ଏମିତିକି କିଛି ବିଚିତ୍ର ସ୍ଥାନ ମଧ୍ୟ ରହିଛି ,ଯେଉଁଠିକୁ ଯିବା ମନା । କାରଣ ସେହି ସ୍ଥାନମାନଙ୍କରେ ଘଟିଥାଏ ଏମିତି କିଛି ଅଜବ ଘଟଣା ଯାହାର କଳ୍ପନା ମଧ୍ୟ କରାଯାଇ ନପାରେ । ତେବେ ଆପଣ ଭାସୁଥିବା ପଥର ବିଷୟରେ ତ ନିଶ୍ଚିତ…

ପାଦ ଓ ହାତ ରେ କୌଶଳ ଦେଖାାଇ ବିଶାଳ ଅହିରାଜକୁ କାବୁ କଲେ ଯବାନ,ଭିଡିଓ ସେୟାର କଲେ IFS ଅଫିସର ସୁସାନ୍ତ ନନ୍ଦ

ଆପଣ ଅନେକ ସମୟରେ ଜୀବଜନ୍ତୁ ମାନଙ୍କର ଅନେକ ଭିଡିଓ ଭାଇରାଲ ହେବାର ଦେଖିଥିବେ । କିଛି ଖତରନାକ ଭିଡିଓ ହୋଇଥିବା ବେଳେ ଆଉ କିଛି ଭିଡିଓ ହୋଇଥାଏ ଅଧିକ ଫନି । କିଛି ସମୟରେ ଏହି ଜୀବଜନ୍ତୁ  ଏମିତି କିଛି କରିଦିଅନ୍ତି ଯେ ତାଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଯାଏ । ଆପଣ ଜାଣିଥିବେ ସରିଶୃପ ମଧ୍ୟରୁ…

ତାଲିବାନର ନୂଆ ଆଦେଶ! ଟିଭିରେ ପ୍ରସାରଣ ହେବ ନାହିଁ ଗୋଟିଏ ବି ମହିଳାକେନ୍ଦ୍ରିତ ଧାରାବାହିକ; କମେଡି କାର୍ଯ୍ୟକ୍ରମ…

ଆଫଗାନିସ୍ତାନରେ ଗତ ଅଗଷ୍ଟରେ ଯେବେଠାରୁ ତାଲିବାନ ଦେଶର ଶାସନ ଭାର ନିଜ ହାତକୁ ନେଇଛି, ସେବେଠାରୁ କେତେକ ନିୟମ ଜାରି କରି ଦେଇଛି। ଏବେ ତାଲିବାନ ଆଉ ଏକ ନିୟମ ଆଣିଛି, ଯେଉଁଥିରେ ଆଫଗାନିସ୍ତାନରେ ମହିଳାକେନ୍ଦ୍ରିତ ଧାରାବାହିକଗୁଡ଼ିକ ଟିଭିରେ ପ୍ରସାରଣ ହେବ ନାହିଁ। ଏହା ଉପରେ ତାଲିବାନ ରୋକ୍‌…

ଥାନାରେ ମହିଳା କଏଦୀଙ୍କ ସହ ଅମାନୁଷିକ କାର୍ଯ୍ୟ, ମହିଳା ଇନ୍ସପେକ୍ଟର ହିଁ କପଡ଼ା ଖୋଲି ନାଚିବାକୁ କରାଇ ଥିଲେ ବାଧ୍ୟ!…

ପାକିସ୍ତାନରେ ଜଣେ ମହିଳା କଏଦୀଙ୍କୁ କପଡ଼ା ଖୋଲି ଥାନାରେ ହିଁ ନାଚିବା ପାଇଁ ବାଧ୍ୟ କରାଯାଇଛି। ମହିଳାଙ୍କ ସହିତ ଏଭଳି ଅମାନବୀୟ କାର୍ଯ୍ୟରେ ପୁରୁଷ ନୁହନ୍ତି, ବରଂ ମହିଳା ପୋଲିସ କର୍ମୀ ହିଁ ସାମିଲ ଅଛନ୍ତି। ମାମଲା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ମହିଳା ପୋଲିସ ଅଧିକାରୀଙ୍କୁ ବରଖାସ୍ତ…

ବୀମା ପଇସା ଲୋଭରେ ଟ୍ରେନ ଆଗକୁ ଡେଇଁ କଟେଇ ନେଲେ ନିଜର ଦୁଇଟି ଗୋଡ଼, ତଥାପି ମିଳିଲାନି ୨୩ କୋଟି ଟଙ୍କା! ଏବେ ପାଉଛନ୍ତି…

ପ୍ରତ୍ୟେକ ମଣିଷ ନିଜର ସୁରକ୍ଷିତ ଭବିଷ୍ୟତ ଚାହେଁ। ଏଥିପାଇଁ ପ୍ରାୟତଃ ସମସ୍ତେ ନିଜର ବୀମା କରେଇ ଥାଆନ୍ତି, ଯେପରି ଆଗକୁ କୌଣସି ବି ପ୍ରକାର ଆର୍ଥିକ କଷ୍ଟର ସାମ୍ନା କରିବାକୁ ନ ପଡ଼େ। କିନ୍ତୁ ଏଠି ଜଣେ ବ୍ୟକ୍ତି ବୀମା ପଇସା ଲୋଭରେ ଏମିତି କିଛି ହରକତ କରିଛନ୍ତି, ଯାହାକୁ ଶୁଣି ସମସ୍ତେ…

୧୧୬ ବର୍ଷରେ ପ୍ରଥମ ଥର ଚୀନରେ ୫୧ ସେଣ୍ଟିମିଟର ବରଫା ବର୍ଷା, ଫସି ରହିଛନ୍ତି ଲୋକେ; ଚାରିଆଡ଼େ ରେଡ୍‌ ଆଲର୍ଟ

ଚୀନର ଉତ୍ତର-ପୂର୍ବ ଅଞ୍ଚଳରେ ଭୀଷଣ ତୁଷାରପାତ ଲାଗି ରହିଛି। ଲିୟାଓନିଙ୍ଗ୍‌ ଅଞ୍ଚଳର ରାଜଧାନୀ ଶେନୟାଙ୍ଗ୍‌ରେ ଗତ ୨୪ ଘଣ୍ଟାରେ ୫୧ ସେଣ୍ଟିମିଟର ବରଫ ପଡ଼ିଛି, ଯାହାକି ୧୧୬ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଅର୍ଥାତ୍‌୧୧୬ ବର୍ଷରେ ପ୍ରଥମ ଥର ଚଳିତ ବର୍ଷ ନଭେମ୍ବରରେ ହିଁ ଅଧିକ ତୁଷାରପାତ…

ଚିଲିରେ କପଡ଼ା ପାହାଡ଼! ବର୍ଷକୁ ବାହାରୁଛି ୩୯ ହଜାର ଟନ ଆବର୍ଜନା, ଅଳିଆ ଗଦାରୁ କପଡ଼ା ସଂଗ୍ରହ କରୁଛନ୍ତି ଗରିବ ଲୋକେ

ଦକ୍ଷିଣ ଆମେରିକାର ଦେଶ ଚିଲି ନିଜର ସୁନ୍ଦର ପାହାଡ଼, ପର୍ବତ ପାଇଁ ଜଣା ଯାଇଥାଏ। ଏହି ଦେଶରେ ୨୦ ହଜାର ଫୁଟ୍‌ରୁ ଉଚ୍ଚ ୨୨ଟି ପାହାଡ଼ ରହିଛି। କିନ୍ତୁ ଚିଲିର ଏଟାକାମା ମରୁଭୂମିରେ ଏମିତି ଏକ ପାହାଡ଼ ଅଛି, ଯାହା କପଡ଼ା ଏବଂ ଜୋତାରେ ଗଢ଼ି ଉଠିଛି। ଏହି ପାହାଡ଼ରେ କ୍ରିସ୍‌ମାସ ସ୍ୱେଟରଠାରୁ ଆରମ୍ଭ…