Browsing Tag

ipl 2020 schedule

ଆଜିଠୁ ଆରମ୍ଭ ଆଇପିଏଲ ଟୁର୍ଣ୍ଣାମେଣ୍ଟ, ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍‌ସ ଓ ଚେନ୍ନାଇ…

ୟୁଏଇ: ଆଜିଠୁ IPL। କ୍ରିକେଟର‌ ମହାସମର । ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ପୂର୍ବ ଥରର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍‌ସ ଓ ରନର୍ସ ଅପ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ । ସନ୍ଧ୍ୟା ସାଢେ ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ । ଆଜିର ମ୍ୟାଚ୍‌ ଉପରେ ଫ୍ୟାନ୍‌ଙ୍କ ନଜର ରହିଛି । ବିଶେଷ କରି…

ଆଜି ନୁହେଁ ଆସନ୍ତାକାଲି ଆସିବ ଆଇପିଏଲ୍‌ ଖେଳସୂଚୀ ତାଲିକା: ଚେୟାରମ୍ୟାନ ବ୍ରିଜେଶ ପଟେଲ

କରୋନା ମହାମାରୀ ମଧ୍ୟରେ ୟୁଏଇରେ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୩ତମ ସଂସ୍କରଣର ଉଦ୍‌ଘାଟନକୁ କେବଳ ଆଉ ଦୁଇ ସପ୍ତାହ ସମୟ ବାକି ରହିଛି। ମାତ୍ର ଏଥର ଲିଗର କ୍ରୀଡାସୂଚୀ ଏ ପର୍ଯ୍ୟନ୍ତ ଜାରି ହୋଇ ନାହିଁ। ପ୍ରଥମେ ସେପ୍ଟେମ୍ବର ୪ରେ ଜାରି ହେବ ବୋଲି କୁହାଯାଉଥିଲା।…

IPL ୨୦୨୦: ବହୁ ପ୍ରତୀକ୍ଷାର ଘଟିବ ଅନ୍ତ, ଆଜି ଘୋଷଣା ହେବ ଆଇପିଏଲର ପୂରା ସିଡ୍ୟୁଲ

ଆଇପିଏଲ ୨୦୨୦ର ପୂରା କାର୍ଯ୍ୟକ୍ରମ ସେପ୍ଟେମ୍ବର ୪ ଅର୍ଥାତ୍‌ ଆଜି ଜାରି କରାଯିବ। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁବାର ଦିନ ଏନେଇ ସୂଚନା ଦେଇଛନ୍ତି। ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି ‘ଆମେ ବୁଝିପାରୁଛୁ ଯେ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବାରେ ବିଳମ୍ବ ହେଉଛି। ଶୁକ୍ରବାର ଦିନ…

IPL ୨୦୨୦ ପାଇଁ ୟୁଏଇରେ ପହଞ୍ଚିଲେ ତିନିଟି ଦଳ, ମାଆଙ୍କ ଅସୁସ୍ଥତା କାରଣରୁ ଚେନ୍ନାଇ ସୁପରକିଙ୍ଗ୍‌ସ ସହ ଯିବେ ନାହିଁ…

ମୁମ୍ବାଇ: IPL ୨୦୨୦ ପାଇଁ ୟୁଏଇରେ ପହଞ୍ଚିଲେ ତିନିଟି ଦଳ। ପ୍ରଥମ ଦଳ ଭାବେ ଦୁବାଇରେ ପହଞ୍ଚିଛି କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ । ସେପଟେ ରାଜସ୍ଥାନ ରୟାଲ୍‌ସ, କୋଲକତା ନାଇଟ୍‌ ରାଇଡର୍ସର ଖେଳାଳି ମଧ୍ୟ ୟୁଏଇରେ ପହଞ୍ଚିସାରିଛନ୍ତି । ଆଜି ଆଉ କିଛି ଦଳ ୟୁଏଇ ଅଭିମୁଖେ ଯାତ୍ରା କରିବେ ।…

ଚଳିତ ବର୍ଷ ଆଇପିଏଲ୍‌ ଆୟୋଜନ ନେଇ ପଥ ପରିଷ୍କାର, ସେପ୍ଟେମ୍ବର ୨୬ରୁ ନଭେମ୍ବର ୮ତାରିଖ ମଧ୍ୟରେ ହେବ ଆୟୋଜିତ !

ମୁମ୍ବାଇ:  ଆଇପିଏଲ୍‌ ଆୟୋଜନ ନେଇ ପଥ ପରିଷ୍କାର । ଆଇପିଏଲ୍‌ର ଆସନ୍ତା ସଂସ୍କରଣ ଚଳିତ ବର୍ଷ ୟୁଏଇରେ ସେପ୍ଟେମ୍ବର ମାସ ୨୬ତାରିଖରୁ ନଭେମ୍ବର ୮ତାରିଖ ମଧ୍ୟରେ ଆୟୋଜିତ ହେବ । ଆନୁଷ୍ଠାନିକ ଘୋଷଣା କରି ନଥିଲେ ମଧ୍ୟ ବିସିସିଆଇ ଏହି ୪୪ ଦିନ ମଧ୍ୟରେ ଆଇପିଏଲ୍‌-୧୩କୁ ଶେଷ କରିବାକୁ ନିଷ୍ପତ୍ତି…