ଆଇପିଏଲ ୨୦୨୪ ଫାଇନାଲ : ସନରାଇଜର୍ସ ହାଇଦ୍ରାବାଦକୁ ୧୧ ଓଭରରେ ମାତ୍ ଦେଲା କୋଲକତା ନାଇଟ ରାଇଡର୍ସ, ଜାଣନ୍ତୁ କାହାକୁ…
ଶେଷରେ ବାଜିମାରିନେଲା କୋଲକତା ନାଇଟ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ତୃତୀୟ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଲା କେକେଆର । ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି କେକେଆର ଇଣ୍ଡିଆନ୍ ପ୍ରିମିଅର ଲିଗ୍ ୨୦୨୪ ଟ୍ରଫି ଉପରେ କବ୍ଜା କରିଛି । ଆଇପିଏଲ ୨୦୨୪…