Below header
Browsing Tag

irrfan khan

ମୃତ୍ୟୁ ପୂର୍ବରୁ ଅଭିନେତା ଇରଫାନ ଖାନ୍‌ ପତ୍ନୀଙ୍କ କଣ୍ଠରୁ ଶୁଣିଥିଲେ ଏହି ସବୁ ଗୀତ, ବେହୋସରେ ବି ଆଖିରୁ ଝରୁଥିଲା…

ମୁମ୍ବାଇ : ୭ ଜାନୁଆରୀ ବା ଆଜି ଇରଫାନ ଖାନ୍‌ଙ୍କ ଜନ୍ମ ଦିନ । ଏହି ଅବସରରେ ତାଙ୍କର ପ୍ରଶଂସକମାନେ ଏହି ଦିବଗଂତ ଅଭିନେତାଙ୍କୁ ନିଶ୍ଚୟ ମନେପକାଉଥିବେ । ସବୁଠୁ ଅଧିକ ତ ତାଙ୍କ ପତ୍ନୀ ସୁତାପା ଓ ତାଙ୍କ ପରିବାର ମନେ ପକାଉଥିବେ । ଆଜି ତାଙ୍କ ଜନ୍ମ ଦିନରେ ଇରଫାନଙ୍କ ବିଷୟରେ ଏମିତି କିଛି କଥା…

ଆଜି ୟୁ-ଟ୍ୟୁବ୍‌ରେ ରିଲିଜ୍‌ ହେଉଛି ଇରଫାନ୍‌ ଖାନ୍‌ଙ୍କ ଅନ୍‌ରିଲିଜ୍‌ଡ ଫିଲ୍ମ ‘ଦୁବାଇ ରିଟର୍ଣ୍ଣ’, ସ୍ତ୍ରୀ ଓ ପୁଅ…

ଦିବଂଗତ ଅଭିନେତା ଇରଫାନ୍‌ ଖାନ୍‌ଙ୍କ ଅଭିନୀତ ତଥା ୨୦୦୫ ମସିହାରେ ନିର୍ମିତ ହୋଇଥିବା ଅନ୍‌ରିଲିଜଡ୍‌ ଫିଲ୍ମ ‘ଦୁବାଇ ରିଟର୍ଣ୍ଣସ୍‌’ ଆଜି ୟୁଟ୍ୟୁବ୍‌ରେ ରିଲିଜ୍‌ ହେଉଛି। ପତ୍ନୀ ସୁତାପା ଓ ପୁଅ ବାବିଲ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଫିଲ୍ମରେ ରିତୁ ଶିବପୁରୀ, ବିଜୟ…

ଅଧାରୁ ପାଠ ଛାଡ଼ିଲେ ଇରଫାନ୍‌ ଖାନ୍‌ଙ୍କ ପୁଅ ବାବିଲ, କହିଲେ- ଏବେ କେବଳ ଆକ୍ଟିଂ କରିବି

ଦିବଂଗତ ଅଭିନେତା ଇରଫାନ୍‌ ଖାନ୍‌ଙ୍କ ପୁଅ ବାବିଲ ଖାନ୍‌ ଫିଲ୍ମ Qala ରୁ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବାବିଲ ଏବେ କାମ କରିବା ଆରମ୍ଭ କରିଦେଇଛନ୍ତି। ଫିଲ୍ମ ସାଇନ୍‌ କରିବା ପୂର୍ବରୁ ବାବିଲ ଲଣ୍ଡନ୍‌ର ଫିଲ୍ମ ସ୍କୁଲରେ କୋର୍ସ କରୁଥିଲେ। କିନ୍ତୁ ଏବେ ବାବିଲ ପାଠପଢ଼ାକୁ ମଝିରୁ…

ବର୍ଷାକୁ ନେଇ ଇରଫାନ ଖାଁ କରିପାରୁଥିଲେ ଭବିଷ୍ୟବାଣୀ, ପୁଅ ବାବିଲ ସେୟାର କଲେ ମରୁଭୂମି ଓ ପିତାଙ୍କ ସହ ଜଡ଼ିତ ଏସବୁ…

ଦିବଂଗତ ଅଭିନେତା ଇରଫାନ ଖାନଙ୍କ ବଡ଼ ପୁଅ ବାବିଲ ଖାଁ ନିଜ ପିତାଙ୍କୁ ବହୁତ ମିସ କରୁଛନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ପିତାଙ୍କର ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ସେ କିଛି ସମୟ ପୂର୍ବରୁ ହିଁ ଇରଫାନ ଖାଁଙ୍କର ଏକ ମୋନୋକ୍ରମ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ସେ କହିଛନ୍ତି ଯେ…

ପ୍ରାଞ୍ଜଳ ଭାବେ ଓଡ଼ିଆ କହିପାରୁଥିଲେ ଇରଫାନ ଖାନ୍, ଏହି ଓଡ଼ିଆ ଫିଲ୍ମରେ ବି କରିଥିଲେ ଅଭିନୟ

ମାତ୍ର କିଛି ଦିନ ତଳେ ଇହଲୀଳା ସମ୍ବରଣ କରିଥିବା ଲୋକପ୍ରିୟ ଅଭିନେତା ଇରଫାନ ଖାନଙ୍କ ସମ୍ପର୍କ ଓଡ଼ିଶା ସହ ମଧ୍ୟ ରହିଛି। କେବଳ ଏତିକି ନୁହେଁ ସେ ଖୁବ ପ୍ରାଞ୍ଜଳ ଭାବେ ମଧ୍ୟ ଓଡ଼ିଆ କହିପାରୁଥିଲେ। ଏହା ପଛରେ ଏହା ରୋଚକ କାହାଣୀ ରହିଛି। ରିପୋର୍ଟ ମୁତାବକ, ୧୯୯୦ ମସିହାରେ ଓଡ଼ିଆ…

ସାମ୍ନାକୁ ଆସିଲା ଇରଫାନ ଖାନଙ୍କ ଅନ୍ତିମ ଯାତ୍ରାର ଫଟୋ, ସାମିଲ ହେଲେ କେବଳ ପରିବାର ଓ ନିକଟ ସମ୍ପର୍କୀୟ

ବଲିଉଡ ଅଭିନେତା ଇରଫାନ ଖାନଙ୍କ ଆଜି ମୁମ୍ବାଇରେ ଦେହାନ୍ତ ହୋଇଛି। ହଠାତ ପେଟ ସଂକ୍ରମଣ ହେବାରୁ ତାଙ୍କୁ କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। 2018ରୁ ଏହି କଳାକାର କ୍ୟାନସର ରୋଗରେ…

ଇରଫାନଙ୍କ ବିୟୋଗରେ ଭାବୁକ ହେଲେ ବଡ଼ ବଡ଼ ନେତା-ମନ୍ତ୍ରୀ, ସିନେମା ଜଗତର ବଡ଼ କ୍ଷତି ବୋଲି କହିଲେ ମୋଦି

ବଲିଉଡର ଲୋକପ୍ରିୟ ଅଭିନେତା ଇରଫାନ ଖାନଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଇରଫାନ ଖାନଙ୍କ ନିଧନରେ ଆଜି ସାରା ଦେଶ ଶୋକ ପାଳୁଛି। କଳାକାରଙ୍କ ଠାରୁ ଆରମ୍ଭ କରି ନେତାଙ୍କ ଯାଏଁ ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ପଞ୍ଚଭୂତରେ ଲୀନ ହେଲେ ଇରଫାନ ଖାନ୍, ଜାଣନ୍ତୁ ତାଙ୍କ ସଂଘର୍ଷମୟ ଜୀବନ ବିଷୟରେ…

ଆଖିବୁଜିଲେ ବଲିଉଡର ଆଉ ଜଣେ ଆଗଧାଡ଼ି କଳାକାର। ନିଜ ଯାଦୁଗରୀ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଇରଫାନ ଖାନ୍ ଆଜି ମୃତ୍ୟୁର କୋଳରେ ଚିରଦିନ ପାଇଁ ଶୋଇଯାଇଛନ୍ତି। ୫୪ ବର୍ଷ ବୟସରେ ପେଟ ଓ ମଳାଶୟ ସଂକ୍ରମଣ ଯୋଗୁ କୋକିଲାବେନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ…

ସଂଘର୍ଷ ରିଲ୍ ହେଉ ବା ରିୟଲ୍ , ଦୃଢତା ସହ ମୁକାବିଲା କରୁଛନ୍ତି ଇରଫାନ୍ ଖାନ୍

ଫିଲ୍ମ ସଲାମେ ବମ୍ବେରେ ଚିଠି ଲେଖକ ଭାବେ ଇରଫାନ୍ ଖାନ୍ ଅଭିନୟ କରିବା ପାଇଁ ବହୁ ସଂଘର୍ଷ କରିଥିଲେ । ଚାଣକ୍ୟରେ ସେନାପତି ଭୂମିକାରେ ଯୁଦ୍ଧ ନୀତିଗୁଡିକ ସଫଳ କରିଥିଲେ । ଡି-ଡେ’ରେ ପାକିସ୍ତାନର ଖବର ନେବା ପାଇଁ ସଂଘର୍ଷ କରିଥିବାବେଳେ ମଦାରୀରେ ହୋମ ମିନିଷ୍ଟରଙ୍କ ପୁଅକୁ କିଡନାପ କରିବାର…