ବିଶ୍ୱର ଏହିସବୁ ଦେଶରେ ରହିଛି ଇସ୍କନ୍ ମନ୍ଦିର, ଜାଣନ୍ତୁ ଭାରତରେ କେତୋଟି ମନ୍ଦିର ଅଛି
ଜାନୁଆରୀ ୧୫ ଅର୍ଥାତ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସିଆର ଦ୍ୱିତୀୟ ବୃହତ୍ତମ ଇସ୍କନ୍ ମନ୍ଦିରର ଉଦଘାଟନ କରିବାକୁ ଯାଉଛନ୍ତି । ମହାରାଷ୍ଟ୍ରର ନଭି ମୁମ୍ବାଇର ଖାର୍ଗରରେ ଗତ ୧୨ ବର୍ଷ ଧରି ନିର୍ମିତ ଇସ୍କନ୍ ମନ୍ଦିର ଶେଷରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି । କିନ୍ତୁ ଆପଣ…