Below header
Browsing Tag

Jair M. Bolsonaro

ଦୀର୍ଘ ୧୦ ଦିନ ହେଲା ବ୍ରାଜିଲ ରାଷ୍ଟ୍ରପତିଙ୍କୁ ହେଉଛି ହାକୁଟି, କରିବାକୁ ପଡ଼ିପାରେ ସର୍ଜରୀ

ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ଗତ ୧୦ ଦିନ ହେବ ହାକୁଟି ଆସିବା ପରେ ବୁଧବାର ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବାନୁସାରେ, ତାଙ୍କ ଅନ୍ତନାଡ଼ିରେ କିଛି ସମସ୍ୟା ଥିବାରୁ ଏଭଳି ହାକୁଟି ଆସୁଛି। ଏଥିପାଇଁ ସର୍ଜରୀ କରିବାକୁ ପଡ଼ିପାରେ।…

ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ରେ ସୁସ୍ଥ ହେଉଛନ୍ତି କରୋନା ପୀଡ଼ିତ: ରାମାୟଣରେ ବର୍ଣ୍ଣିତ ସଞ୍ଜୀବନି ବୁଟି ସହ ତୁଳନା କଲେ…

ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ରେ ସୁସ୍ଥ ହେଉଛନ୍ତି କରୋନା ପୀଡ଼ିତ । ଏହାକୁ ରାମାୟଣରେ ବର୍ଣ୍ଣିତ ସଞ୍ଜୀବନି ବୁଟି ସହ ତୁଳନା କରିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜେଏମ ବୋଲସୋନେରୋ । ପବିତ୍ର ହନୁମାନ ଜୟନ୍ତୀରେ ସେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଚିଠି…