Browsing Tag

jajpur story

ଜୀବିତ ଥାଉ ଥାଉ ହିତାଧିକାରୀଙ୍କୁ ମୃତ ଘୋଷଣା, କାଳିଆ ଯୋଜନା ରାଶିରୁ ବଞ୍ଚିତ ହୋଇଛନ୍ତି କାଳନ୍ଦୀ

ଯାଜପୁର (କେନ୍ୟୁଜ): ରାଜ୍ୟରେ ଥିବା କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ଏହା ଦ୍ଵାରା କୃଷକଙ୍କ ଆର୍ଥିକ ମାନଦଣ୍ଡ ଉନ୍ନତ ହେବା ସହ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧି ହେଉଛି । ରାଜ୍ୟର ୪୭ ଲକ୍ଷ ୭୯ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ…

ପାଳିତ ହୋଇଛି ବିଶିଷ୍ଟ ପାଲାକାର ତଥା ଗାୟକ ସୁଧାକର ପରମାନନ୍ଦ ଶରଣଙ୍କ ରଜତ ଜୟନ୍ତୀ

ଲୋକ କଳା ମଧ୍ୟରେ ପାଲା ସଂସ୍କୃତିର ରହିଛି ସ୍ୱତନ୍ତ୍ର ସ୍ଥାନ । ତେବେ ଆଧୁନିକ ଯୁଗରେ ପାଲା ସଂସ୍କୃତିର ଅବକ୍ଷୟ ଘଟିଥିବା ବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନୀଳକଣ୍ଠପୁର ଗ୍ରାମରେ ଜାରି ରହିଛି ପ୍ରୟାସ । ବିଶିଷ୍ଟ ପାଲାକାର ତଥା ଗାୟକ ସୁଧାକର ପରମାନନ୍ଦ ଶରଣଙ୍କ ଜନ୍ମମାଟିରେ ଚଳିତ…

ଧନଦାତ୍ରୀଙ୍କ ପୂଜା ପାଇଁ ଗାଁ ଠୁ ସହର ହୋଇଛି ଉତ୍ସବ ମୁଖର, ଆଶିଷ ପାଇବା ପାଇଁ ଲାଗିଛି ଭକ୍ତଙ୍କ ଭିଡ଼

ଓଡ଼ିଶା ଏପରି ଏକ ରାଜ୍ୟ ଯେଉଁଠାରେ ପ୍ରତ୍ୟେକ ସମୟରେ କିଛି ନା କିଛି ପୂଜା ଲାଗି ରହିଥାଏ । ଗଣେଶ ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଆଉ ତା ସାଙ୍ଗକୁ କାଳୀପୂଜା । ପ୍ରତ୍ୟେକ ପୂଜାର ରହିଛି ଭିନ୍ନ ମାହାତ୍ମ୍ୟ । ଲୋକଙ୍କ ବିଶ୍ୱାସ ଓ ପରମ୍ପରାକୁ ନେଇ ପାଳିତ ହୁଏ ଏହି ସବୁ ପୂଜା । ସମସ୍ତ…

ମାତୃତ୍ୱ ଦେଖାଇଲା କୁକୁର, ବିଲେଇକୁ କରାଇଲା ସ୍ତନ୍ୟପାନ

ଯାଜପୁର ଟାଉନ (କେନ୍ୟୁଜ) : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ନିଜାମପୁର ପଞ୍ଚାୟତର ରଢ଼ଙ୍ଗା ଗ୍ରାମରେ ମାତୃତ୍ୱର ନିଆରା ସମ୍ପର୍କ ଦେଖିବାକୁ ମିଳିଛି। ଆଜିକାର ବସ୍ତୁବାଦୀ ସମାଜରେ ମଣିଷ ମଣିଷକୁ ସାହାଯ୍ୟ କରୁନଥିବା ବେଳେ ଗୋଟିଏ ପଶୁ ଅନ୍ୟ ଏକ ପଶୁକୁ ସ୍ତନ୍ୟପାନ କରାଉଥିବା ଦୃଶ୍ୟ ଦେଖିବାକୁ…

କଳିଯୁଗର କଷ୍ଣ ଓ ସୁଦାମା, କିଡନୀ ନଥିବା ନୃସିଂହଙ୍କ ପାଇଁ ସମର୍ପିତ ଧନଞ୍ଜୟଙ୍କ ପ୍ରାଣ

କଳିଯୁଗର କୃଷ୍ଣ ଓ ସୁଦାମା । ବନ୍ଧୁଙ୍କ ପାଇଁ ସମର୍ପିତ ତାଙ୍କ ପ୍ରାଣ । ଜଣେ ବନ୍ଧୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି । ଅନ୍ୟ ଜଣେ ତାକୁ ଭଲ କରିବା ପାଇଁ ଜୀବନକୁ ବାଜି ଲଗାଇଛି । ଏଭଳି ନିଚ୍ଛକ ବନ୍ଧୁତ୍ୱର କାହାଣୀ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଛତିଆ ଅଂଚଳରେ…