Browsing Tag

jajpur suicide

ଯାଜପୁର: ନର୍ସିଂ କଲେଜ ହଷ୍ଟେଲରୁ ୨ୟ ବର୍ଷ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଯାଜପୁର ରୋଡ଼(କେନ୍ୟୁଜ୍): ଜାଭିୟର ନର୍ସିଂ କଲେଜ ହଷ୍ଟେଲ ରୁ ୨ୟ ବର୍ଷ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।ଆତ୍ମହତ୍ୟା ସନ୍ଦେହ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଯାଜପୁର ରୋଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ଯ ଆଜି ଦିନ ୧ଟା ବେଳେ କଲେଜର ଜଣେ ନର୍ସିଂ ଛାତ୍ରୀ ନିଜ…

ଯାଜପୁର ଟାଉନ: ଜାମୁ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଠାବ

ଯାଜପୁର ଟାଉନ: ଜାମୁ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଠାବ । ଏଭଳି ଅଭାବନୀୟ ଘଟଣା ଘଟିଛି ବିଂଝାରପୁର ଥାନା ଅନ୍ତର୍ଗତ ଟିଣା ପଂଚାୟତ ଶିଶିରଣା ଗ୍ରାମରେ। ମୃତ ଯୁବକ ହେଲେ ରାମ ମଲ୍ଲିକଙ୍କ ପୁଅ ଅଞ୍ଜନ ମଲିକ । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।…

ଯାଜପୁର: ଏରଡା ନିକଟରୁ ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର

ଯାଜପୁର(କେନ୍ୟୁଜ୍):  ନଦୀରେ ବୁଡି ନିଖୋଜ ଥିବା ଯୁବତୀଙ୍କ ମୃତଦେହ ଯାଜପୁର ଜିଲ୍ଲା ବରୀ ବ୍ଲକ ଏରଡା ନିକଟରୁ ଉଦ୍ଧାର। ମୃତ ଯୁବତୀ ହେଲେ ସ୍ଥାନୀୟ କୁଝାଲା ଗ୍ରାମର ସେକ ହବି ବୁଲ୍ଲାଙ୍କ ଝିଅ କିରନ ସୁଲତାନା। ଗତ ୩୦ତାରିଖ ଦିନ ଅପରାହ୍ନ ସମୟରେ ଯାଜପୁର ସଦର ଥାନା ଖରସ୍ରୋତା ନଦୀର ତନ୍ତୀଘାଇ…

ଯାଜପୁର ଯୁଗଳ ଗାଁରେ ଅଭାବନୀୟ ଘଟଣା: ବେକରେ ଦଉଡି ଲଗାଇ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା

ଯାଜପୁର ରୋଡ (କେ ନ୍ୟୁଜ) : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଗୈାରପୁର ପଞ୍ଚାୟତ ଯୁଗଳ ଗାଁ ରେ ଅଭାବନୀୟ ଘଟଣା l ସ୍ୱାମୀ ସ୍ତ୍ରୀ ବେକରେ ଦଉଡି ଲଗାଇ ଆତ୍ମହତ୍ୟା l ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ସ୍ବାମୀ ଘର ବାହାରେ ଏକ ଗଛରେ ଲୁଙ୍ଗି ବାନ୍ଧି ଆତ୍ମହତ୍ୟା କରିଛନ୍ତି।…

ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ବିଂଝାରପୁର ପୋଲିସ୍

ଯାଜପୁର ଟାଉନ(କେନ୍ଯୁଜ୍): ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର l ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜ଼ିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଉତ୍ତରକୁଳ ପଞ୍ଚୟତ ସୁନ୍ଦରପୁର ଗାଁରେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲାବେଳେ ମୃତ ଦମ୍ପତି ହେଲେ ଦୀପକ କୁମାର ନାଥ ଏବଂ ଅନିତା ନାଥ…

ଲକ୍ ଡାଉନ ଯୋଗୁ ହତାଶ ହୋଇ ଜୀବନ ହାରିଲେ ଯୁବକ

ଯାଜପୁର ଟାଉନ: କୋରୋନା ପାଇଁ ଚାରିଆଡେ ଲକ ଡାଉନ ଚାଲିଛି । କାମ ଧନ୍ଦା ସବୁ ବନ୍ଦ ହୋଇଯାଇଛି । ଏହାରି ଭିତରେ ହତାଶ ହୋଇ ଜୀବନ ହାରିଲେ ଯୁବକ । ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର ମଲ୍ଳିକାପୁର ଗାଁର ଅକ୍ଷୟ ମହାନ୍ତି ଆଜି ସକାଳେ ଦୌଡି ଦେଇ ଆତ୍ମହତ୍ୟା କରିଛନ୍ତି । ସେ…