Below header
Browsing Tag

jajpur town

ବହୁଚର୍ଚ୍ଚିତ ନାବାଳିକା ଗର୍ଭବତୀ ଘଟଣା, ଅଭିଯୁକ୍ତ ବୃଦ୍ଧ ଗିରଫ

ଯାଜପୁର ଟାଉନ(କେନ୍ୟୁଜ୍‌): ଯାଜପୁର ବାଲିଚନ୍ଦ୍ରପୁର ଥାନା ବହୁଚର୍ଚ୍ଚିତ ନାବାଳିକା ଗର୍ଭବତୀ ଘଟଣା, ଅଭିଯୁକ୍ତ ବୃଦ୍ଧ ପ୍ରଫୁଲ୍ଲ ମହାପାତ୍ରଙ୍କୁ ଗିରଫ ପରେ ପୋକସୋ କୋର୍ଟରେ ହାଜର କରିଛି ପୋଲିସ। ସୂଚନା ମୁତାବକ ନାବାଳିକା ଜଣକ ଭୁବନେଶ୍ୱରରେ ରହୁଥିବା ସମୟରେ ପ୍ରଫୁଲ୍ଲ ତାଙ୍କୁ ଗର୍ଭବତୀ…

କରୋନା କଟକଣା ପାଇଁ ଫିକା ପୂଜା ମାହୋଲ, ତଥାପି ଚାଲିଛି ପ୍ରସ୍ତୁତି

କେନ୍ୟୁଜ ବ୍ୟୁରୋ : କରୋନା କଟକଣା ପାଇଁ ଫିକା ପଡ଼ିଛି ପୂଜାର ମାହୋଲ । ଯାଜପୁରରେ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ ହେବ କାଳୀପୂଜା । ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାଜସଜା ହେବ ନାହିଁ । କେବଳ ପରମ୍ପରା ରକ୍ଷା ପାଇଁ ପ୍ରତି ମଣ୍ଡପରେ ମା' କାଳୀ ଓ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରାଯିବ…

ବନ୍ୟା ଛାଡି ଯିବା ପରେ ବଢ଼ିଛି ବିପନ୍ନଙ୍କ ଦୁର୍ଦ୍ଦଶା, ରାଜରାସ୍ତା ଉପରେ ଆଶ୍ରୟ ନେଉଛନ୍ତି ଅନେକ ପରିବାର

ଯାଜପୁର ଜିଲ୍ଲା(କେନ୍ୟୁଜ): ଯାଜପୁର ଜିଲାକୁ ଆସିଥିବା ମହାବନ୍ୟା ଛାଡି ଯିବା ପରେ ବଢ଼ିଛି ବିପନ୍ନଙ୍କ ଦୁର୍ଦ୍ଦଶା। ବ୍ରାହ୍ମଣୀ,ବୈତରଣୀ ଓ ଖରସ୍ରୋତା ନଦୀର ବନ୍ୟା ଯୋଗୁଁ ୩୦ରୁ ଉର୍ଦ୍ଧ ଘାଇ ସୃଷ୍ଟି ହୋଇଥିଲା । ଏହି ଘାଇ ଯୋଗୁଁ ଅନେକ ପରିବାର ସମ୍ପୂର୍ଣ୍ଣ ବାସହୀନ ହୋଇପଡିଛନ୍ତି । ଏହି…

ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତିରେ ଘୋଟାଲା, ଉପଯୁକ୍ତ ପ୍ରାର୍ଥୀଙ୍କୁ ଏ ଯାଏଁ ମିଳିନି…

ଯାଜପୁର ଟାଉନ: ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତିରେ କେଳେଙ୍କାରୀ ଅଭିଯୋଗ । ଜାଲିଆତି ହୋଇଥିବା ପ୍ରମାଣିତ ହେବା ପରେ ବି ଉପଯୁକ୍ତ ପ୍ରାର୍ଥୀଙ୍କୁ ଏ ଯାଏଁ ମିଳିନି ନିଯୁକ୍ତି ପତ୍ର । ସେପଟେ ଅଭିଯୋଗକୁ ସ୍ୱିକାର କରି ସଂପୂର୍ଣ୍ଣ ତଦନ୍ତ ରିପୋର୍ଟ ଆସିବା ପରେ…

କୋରୋନା ଚିହ୍ନଟ ପରେ ଯାଜପୁରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲାପ୍ରଶାସନ

ଯାଜପୁର ଟାଉନ: ଆଜି ଯାଜପୁର ପୌରପାଳିକାର ୮ ନଂ ୱାର୍ଡ ଅଂଚଳରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଂଚଳକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରିଛି ଜିଲାପ୍ରଶାସନ । ୱାର୍ଡ ନଂ ୧, ୮ ଏବଂ ୯ ର ଆଶିଂକ ଅଂଚଳ ଏହି କଂଟେନମେଂଟ ଜୋନ ଅଧିନରେ ରହିବ । ଏହି ଅଂଚଳର ସମସ୍ତ ପ୍ରବେଶ ଓ…

ସ୍ୱାସ୍ଥ୍ୟ ସଚିବଙ୍କ ଅଚାନକ ଯାଜପୁର ମେଡିକାଲ ଗସ୍ତ, କରୋନା ପାଇଁ ହୋଇଥିବା ବ୍ୟବସ୍ଥାର ଯାଞ୍ଚ କଲେ

ଯାଜପୁର ଟାଉନ : ଓଡିଶା ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ମେଡିକାଲରେ ଥିବା କରୋନା ଆଇସୋଲେସନ୍ ୱାର୍ଡକୁ ବୁଲି ଦେଖିବା ସହ କରୋନା ପରୀକ୍ଷା ପାଇଁ ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ କି କି…

ଯାଜପୁର ଟାଉନ: ୧୦ଦଫା ଦାବୀ ନେଇ ଆଶାକର୍ମୀ ସଂଘର ଜିଲ୍ଳାପାଳ ଅଫିସ ଆଗରେ ବିକ୍ଷୋଭ

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ଜିଲ୍ଳା ଆଶାକର୍ମୀ ସଂଘ ପକ୍ଷରୁ ୧୦ଦଫା ଦାବୀ ନେଇ ଆଜି ଜିଲ୍ଳାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେମାନଙ୍କର ପ୍ରମୁଖ ଦାବୀଗୁଡିକ ହେଲା ଆଶାକର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ,ଆଶା କର୍ମଚାରୀଙ୍କୁ ସର୍ବନିମ୍ନ ୧୮ ହଜାର…

ଯାଜପୁର : ସର୍ପାଘାତରେ ବାଳକ ମୃତ

ଯାଜପୁର ଟାଉନ (କେନ୍ୟୁଜ ଓଡ଼ିଶା) : ସର୍ପାଘାତରେ ଜଣେ ବାଳକ ମୃତ୍ୟୁ । ମୃତକ ହେଲେ ଭଦ୍ରକ ଭଣ୍ଡାରିପୋଖରି ଥାନା ସରପଦା ଗାଁର ମଦନମୋହନ ଜେନାଙ୍କ ପୁଅ ପିତାମ୍ବର । ସେ ଗତକାଲି ରାତିରେ ଘରେ ଶୋଇଥିବା ବେଳେ କୌଣସି ବିଷଧର ସାପ ତାଙ୍କ ହାତକୁ କାମୁଡି ଦେଇଥିଲା । ତାଙ୍କୁ ତୁରନ୍ତ ଯାଜପୁର…

ଯାଜପୁର : ମାଛ ବଦଳରେ ବନ୍‌ସିରେ ପଡିଲା କୁମ୍ଭୀର

ଯାଜପୁର ଟାଉନ: ବନସିରେ ମାଛ ବଦଳରେ ପଡିଲା କୁମ୍ଭୀର । ଯାଜପୁର ସଦର ଥାନା ଖରସ୍ରୋତା ନଦୀ ରାଜଘାଟ ନିକଟରେ ଏହି କୁମ୍ଭୀର ଧରାପଡିଛି । ଆଜି ସକାଳୁ ଏହି ବନିସିରେ କୁମ୍ଭୀର ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । କୁମ୍ଭୀରର ଲମ୍ବ ୩ ପୁଂଟ ହେବ । କୁମ୍ଭୀର ଟିକୁ ସ୍ଥାନୀୟ ଲୋକେ…

ସହି ପାରିଲାନି ପ୍ରତାରଣା, ଟ୍ରକ୍ ଚଢାଇ ପ୍ରେମିକାର ଦ୍ବିତୀୟ ପ୍ରେମିକକୁ ହତ୍ୟା କଲା ପ୍ରଥମ ପ୍ରେମିକ

ଯାଜପୁର ରୋଡ : ଧୋକା ସହିପାରିଲାନି ପ୍ରେମିକ । ଆଉ ପ୍ରେମିକାର ଦ୍ବିତୀୟ ପ୍ରେମିକକୁ କଲା ହତ୍ୟା । ହେଲେ ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ ପୋଲସ୍ ହାତରେ ଧରାପଡିଲା ଅଭିଯୁକ୍ତ । ଏଭଳି ଏକ ଚାଂଚଲ୍ୟକର ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦାରେ । ଅଭିଯୁକ୍ତ ଜଣକ ହେଉଛି ଦାମୋଦରପୁର…

ଯାଜପୁର: ଅଶୋକ ଦାସ ଫାଉଣ୍ଡେସନ୍‌ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ, ପରିବେଶ ସୁରକ୍ଷା ପାଇଁ ବିଧାୟକ କରାଇଲେ ଶପଥପାଠ

ଯାଜପୁର ଟାଉନ: ଯାଜପୁର ଚଇନପୁର ସ୍କୁଲ ପରିସରରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। କେବଳ ବୃକ୍ଷରୋପଣ ନୁହେଁ ଏହାର ରକ୍ଷଣା…