୨୪ ଘଣ୍ଟା ପରେ ସ୍ୱଭାବିକ ହେଲା ଟ୍ରେନ୍ ଚଳାଚଳ, ୫ ଦିନ ଯାଏ କୋରେଇ ଷ୍ଟେସନରେ ରହିବନି କୌଣସି ଟ୍ରେନ୍
ଯାଜପୁର ରୋଡ୍(କେନ୍ୟୁଜ୍): କୋରେଇ ଷ୍ଚେସନ ଦେଇ ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ । ୨୪ ଘଣ୍ଟା ପରେ ଟ୍ରେନ୍ ଯାଆସ ଆରମ୍ଭ ହୋଇଛି । ଉଭୟ ଅପ୍ ଓ ଡାଉନ୍ ଲାଇନ୍ରେ ଚଳାଚଳ କରୁଛି ଟ୍ରେନ୍ । ଆଗାମୀ ୫ ଦିନ ଯାଏ କୋରେଇ ଷ୍ଟେସନରେ କୌଣସି ଟ୍ରେନ୍ ରହିବ ନାହିଁ । ଏହି ରୁଟ୍ ଦେଇ ଚଳାଚଳା…