Browsing Tag

jammu-kashmir encounter

ଜାମ୍ମୁ କାଶ୍ମୀର: ସୋପିଆନ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

ସୋପିଆନ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ । ଜାମ୍ମୁ କାଶ୍ମୀରର ସୋପିଆନର ଡ୍ରାଗଡ ଅଞ୍ଚଳରେ ୨ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସିଆରପିଏଫ ପକ୍ଷରୁ ଘେରାବନ୍ଦୀ କରାଯାଇଥିଲା । ପୋଲିସ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ସେଭିତରୁ ଜଣେ ଆତଙ୍କବାଦୀକୁ ଚିହ୍ନଟ କରାଯାଇଛି । ସେ…

ଜମ୍ମୁ ଓ କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ ସହିଦ୍

 ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ସିଆଇଡିର ଜଣେ ଇନ୍ସପେକ୍ଟର ସହିଦ୍ ହୋଇଛନ୍ତି। ଆତଙ୍କବାଦୀମାନେ ଜମ୍ମୁ ଓ କଶ୍ମୀର ପୋଲିସର ସିଆଇଡିରେ ମୁତୟନ ଥିବା ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଶ୍ରୀନଗରର ନୌଗାମ…

ଜମ୍ମୁକଶ୍ମୀର ସୋପିୟାନ୍‌ରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ସୋପିୟାନ୍‌ରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ । କଶ୍ମୀର ଘାଟିରେ ଗତ ୨୪ ଘଣ୍ଟାରେ ଏହା ହେଉଛି ଦ୍ୱିତୀୟ ଗୁଳିବିନିମୟ । ୨୪ ଘଣ୍ଟା ମଧ୍ୟରେ କଶ୍ମୀର ଘାଟିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ବି ଆଉ କିଛି ଆତଙ୍କବାଦୀ…

ଜମ୍ମୁ-କାଶ୍ମୀର ହିନ୍ଦଓ୍ଵାଡାରେ ବଡଧରଣର ଏନ୍‌କାଉଣ୍ଟର: ୫ ଯବାନ ସହିଦ୍‌, ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର:  ଜମ୍ମୁ-କାଶ୍ମୀର ହିନ୍ଦଓ୍ଵାଡାରେ ବଡଧରଣର ଏନ୍‌କାଉଣ୍ଟର। ଆତଙ୍କବାଦୀଙ୍କ ଗୁଳିରେ ୨ ବରିଷ୍ଠ ଅଫିସରଙ୍କ ସମେତ ୫ ଜଣ ସହିଦ୍‌ ହୋଇଛନ୍ତି। ସେନାର ପାଲଟା ଆକ୍ରମଣରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗତକାଲି ଯବାନ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେନା…

ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ, ୨ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ନିହତ

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରରେ ମିଶନ ଅଲ ଆଉଟ । ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ଏମାନେ ହେଲେ କୁଲଗାମ ଅଞ୍ଚଳର ଶାୟର ଅହମ ଭଟ୍ଟ ଓ ଶୋପିଆନର ଶାକିର ଅହମ୍ମଦ ବଗାୟ । ଏହି ଦୁଇ ଆତଙ୍କବାଦୀ ସେନାର ମୋଷ୍ଟ ୱାଣ୍ଟେଡ…

ଜମ୍ମୁକାଶ୍ମୀର ପୁଲଓ୍ଵାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନକାଉଣ୍ଟରରେ ଟଳିପଡିଲେ ୪ ଆତଙ୍କବାଦୀ

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀର ପୁଲଓ୍ଵାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ। ଏନକାଉଣ୍ଟରରେ ଟଳିପଡିଲେ ୪ ଆତଙ୍କବାଦୀ। କେନ୍ଦ୍ରୀୟ ରିଜର୍ଭ ପୋଲିସ, ରାଷ୍ଟ୍ରୀୟ ରାଇଫଲ ଏବଂ ଜମ୍ମୁ-କାଶ୍ମୀରର ସ୍ପେଶାଲ ଅପରେସନ୍‌ ଗୃପର ମିଳିତ ଉଦ୍ୟମରେ ଏହି ଏନକାଉଣ୍ଟର ହୋଇଛି। ଲସିପୋରା ଜଙ୍ଗଲରେ…

ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ମୋଷ୍ଟୱାଣ୍ଟେଡ୍‌ ଜହୁର ଠୋକେର ସମେତ ୩ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀର(କେନ୍ୟୁଜ୍) : ଜମ୍ମୁ କାଶ୍ମୀରରେ ପୁଣି ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟରେ ମୋଷ୍ଟୱାଣ୍ଟେଡ୍‌ ଜହୁର ଠୋକେର ସମେତ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ୍‌ ସହିଦ ହୋଇଛନ୍ତି, ଦୁଇ ଜଣ ଆହତ ହୋଇଛନ୍ତି। ଜଣେ…

ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ , ବଡଗାମରେ ପୋଲିସ ଗୁଳିରେ ୨ ଆତଙ୍କବାଦୀ ନିହତ, ଜଣେ ଯବାନ…

ଶ୍ରୀନଗର (କେନ୍ୟୁଜ୍): ଜମ୍ମୁକାଶ୍ମୀରରେ ପୋଲିସକୁ ସଫଳତା । ବଡଗାମ୍ ଜିଲ୍ଲାରେ ଗୁଳି ବିନିମୟ ଯୋଗୁଁ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ନଭିଦ ଜାଟ୍ । ସାମ୍ବାଦିକ ସଚ୍ ବୁଖାରୀ ହତ୍ୟା ମାମଲାରେ ନଭିଦ ମାଷ୍ଟରମାଇଣ୍ଡ ଥିଲା । ସେପଟେ ଏନକାଉଁଟର ବେଳେ ତିନି ଜଣ…

ଜମ୍ମୁ କାଶ୍ମୀରରେ ଅପରେସନ୍ ଅଲଆଉଟ୍, ୬ ଆତଙ୍କବାଦୀ ନିହତ

ଶ୍ରୀନଗର (କେନ୍ୟୁଜ୍) : ଜମ୍ମୁ କାଶ୍ମୀରରେ ଅପରେସନ୍  ଅଲଆଉଟ୍। ସୋପିଆନ୍ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୬ ଆତଙ୍କବାଦୀ। କରପନା ବଟଗୁଣ୍ଡ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢାଉ କରାଯାଇଥିଲା। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟରେ…