ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଏଥର ୩ ଥର JEE Advanced ପରୀକ୍ଷା ଦେଇପାରିବେ
ଜେଇ ଆଡଭାନ୍ସ ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ଜେଇ ପରୀକ୍ଷା ୩ ଥର ଦେଇପାରିବେ ଛାତ୍ରଛାତ୍ରୀ । ନୂଆ ଗାଇଡଲାଇନ ମୁତାବକ, ଏବେ ଇଚ୍ଛୁକ ପ୍ରାର୍ଥୀ ଲଗାତାର ୩ ବର୍ଷ ପାଇଁ ୩ ଥର ପରୀକ୍ଷା ଦେଇପାରିବେ । ଏହାପୂର୍ବରୁ ଜେଇ ଆଡଭାନ୍ସ ପରୀକ୍ଷା ୨ ବର୍ଷର ଦୁଇଥର ଦେଇପାରୁଥିଲେ…