Below header
Browsing Tag

jharkhand elephants

କରଞ୍ଜିଆ ଓ ରାଇରଙ୍ଗପୁର ଝାଡ଼ଖଣ୍ଡୀ ହାତୀ ପଲଙ୍କ  ଉତ୍ପାତ,ଫସଲ ଉଜାଡ଼ିବା ସହ ଭାଙ୍ଗିଛନ୍ତି ଦୁଇଟି ଘର

କରଞ୍ଜିଆ,ରାଇରଙ୍ଗପୁର(କେନ୍ୟୁଜ୍):  କରଞ୍ଜିଆ ବନଖଣ୍ଡକୁ ପୁଣି ବାହାଡ଼ିଲେ ହାତୀପଲ । ହାତୀପଲରେ ଅଛିନ୍ତି ୨୪ଟି ହାତୀ । ତିନି ଭାଗରେ ଭାଗ ହେଇ ପୃଥକ ପୃଥକ ଭାବରେ ହାତୀପଲ ବୁଲୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ଶୁକୃଳି ବ୍ଲକର ଅର୍ଜ୍ଜୁନବିଳା ଗାଁର ୨ ଟି ଘର ଭାଙ୍ଗି ବା ସହିତ ଅନ୍ୟ…

ବାଲେଶ୍ୱର ନୀଳଗିରିକୁ ମାଡି ଆସୁଛନ୍ତି ଝାଡଖଣ୍ଡୀ ହାତୀ ପଲ, ବ୍ୟାପକ ଧାନ ଫସଲକୁ ଦଳି କରୁଛନ୍ତି ନଷ୍ଟ

ବାଲେଶ୍ୱର: ସହର ମୁହାଁ ହାତୀପଲ। ବାଲେଶ୍ୱର ନୀଳଗିରିକୁ ମାଡି ଆସୁଛନ୍ତି ଝାଡଖଣ୍ଡୀ ହାତୀ ପଲ। ଗତକାଲି ରାତିରେ ପ୍ରାୟ ୪୦ଟି ହାତୀ ନୀଳଗିରି ଅଞ୍ଚଳର ଗୋପାଳପୁର ଜଙ୍ଗଲରେ ରହିଛନ୍ତି। ପ୍ରତିବର୍ଷ ଫସଲ ଅମଳ ସମୟରେ ଝାଡଖଣ୍ଡରୁ ହାତୀ ପଲ ଆସି ବ୍ୟାପକ ଫସଲ ନଷ୍ଟ କରିଥାନ୍ତି। ଗାଁରେ ପଶି…

ଚଳିତ ବର୍ଷ ପ୍ରଥମ ଥର ନୀଳଗିରିରେ ପ୍ରବେଶ କରିଛି ଝାଡଖଣ୍ଡି ହାତୀ, ଦଳି ଚକଟି ନଷ୍ଟ କଲା ଫସଲ

ନୀଳଗିରି: ନୀଳଗିରିରେ ଝାଡଖଣ୍ଡି ହାତୀ । ଚଳିତ ବର୍ଷ ପ୍ରଥମ ଥର ଝାଡ଼ଖଣ୍ଡି ଦନ୍ତା ନୀଳଗିରିରେ ପ୍ରବେଶ କରିଛି । କାଠପାଳ ଦେଇ ପ୍ରବେଶକରି ଏବେ ଗୋପାଳପୁର ଜଙ୍ଗଲରେ ପଶିଥିବା ବେଳେ ଯିବା ବାଟରେ ଫସଲ ଦଳି ନଷ୍ଟ କରିଥିବା ଜଣାଯାଇଛି । ବଡ଼ ହାତୀପଲ ମୟୁରଭଞ୍ଜର ଦେଉଳି ରେଞ୍ଜରେ ଥିବା ସୂଚନା…

ମୟୂରଭଞ୍ଜ କରଞ୍ଜିଆରେ ଝାଡଖଣ୍ଡୀ ହାତୀପଲ: ଫସଲ ନଷ୍ଟ କରିବା ସହ ଭାଙ୍ଗୁଛନ୍ତି ଘରଦ୍ୱାର, ଫଟୋ ଉଠାଇବାକୁ ଲୋକଙ୍କ ଭିଡ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଝାଡଖଣ୍ଡୀ ହାତୀପଲ । ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି ୧୭ ଟିକିଆ ହାତୀ । ଗତକାଲି ଶୁକୃଳି ବ୍ଲକର ମନୋହରପୁର ଗାଁ ନିକଟ ଜଙ୍ଗଲରେ ହାତୀପଲଙ୍କୁ ଦେଖିବାକୁ ମିଳିଥିଲା । ଅନ୍ଯପଟେ ଜୀବନ ପ୍ରତି ବିପଦ ଥିବା ସତ୍ୱେ ହାତୀ ଦେଖିବାକୁ…