ଝିଅକୁ କୋଳରେ ଧରି କୋଲକତା ଗଳିରେ ବୁଲୁଛନ୍ତି ଅନୁଷ୍କା, ଖାଉଛନ୍ତି ଷ୍ଟ୍ରିଟ୍ ଫୁଡ୍; ସାମ୍ନାକୁ ଆସିଲା ଫଟୋ
ଅଭିନେତ୍ରୀ ଅନୁଷ୍କା ଶର୍ମା ଝିଅ ଭାମିକା ସହିତ କୋଲକତାର ଗଳିରେ ବୁଲୁଥିବାର ନଜର ଆସିଛନ୍ତି। ଅନୁଷ୍କା ଶର୍ମା ନିଜର ଫିଲ୍ମ ‘ଚକଦା ଏକ୍ସପ୍ରେସ’ର ସୁଟିଂ ସାରିବା ପରେ କୋଲକତାରେ ଛୁଟି କାଟୁଛନ୍ତି। ବିରାଟ ସେପଟେ ଟି-୨୦ ବିଶ୍ୱକପ ମ୍ୟାଚ୍ ପାଇଁ ବ୍ୟସ୍ତ ଥିବା ବେଳେ ଏପଟେ ଅନୁଷ୍କା ଫିଲ୍ମ…