Jio Gigafiberର 4K ସେଟଟପ୍ ବକ୍ସରେ ରହିଛି ଏହି ଚାରୋଟି ଫିଚର୍, ଯାହା ଅନ୍ଯ କୌଣସିରେ ନାହିଁ
ଗତ ୧୨ ଅଗଷ୍ଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବାର୍ଷିକ ବୈଠକରେ ରିଲାଏନ୍ସର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଜିଓ ଗୀଗାଫାଇବର ର ପ୍ଳାନ୍ ବିଷୟରେ ସୂଚନା ଦେଇଥିଲେ । ସେ କହିଥିଲେ କି, ଜିଓ ଗୀଗାଫାଇବର ବ୍ରଡବ୍ରାଣ୍ଡ ପ୍ଳାନ୍ ର ପ୍ରାରମ୍ଭିକ ମୂଲ୍ୟ ୭୦୦ଟଙ୍କା ରହିଛି ଏବଂ ଏହି ମୂଲ୍ୟରେ…