Browsing Tag

justice for soumya ranjan

ପୋଲିସ୍ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ, ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ପଛରେ ମୁଖ୍ୟ କାରଣ ଦାମୀ କାର୍ !

ଭୁବନେଶ୍ୱର (କେନ୍ୟୁଜ୍): ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟଣାରେ ପ୍ରେମିକା ସୋନାଲି ଓ ତାଙ୍କ ମାଆଙ୍କ ଅଡୁଆ ବଢିଛି । ପୋଲିସ ମାମଲା ରୁଜୁ କରିବା ପରେ ସୋନାଲିଙ୍କୁ ପଚରାଉଚରା କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଏପରିକି ଆବଶ୍ୟକ ହେଲେ ପୁଣିଥରେ ପଚରାଉଚରା କରିପାରେ । ଅନ୍ୟପଟେ…

ସାମ୍ନାକୁ ଆସିଲା ମଡେଲ ସୌମ୍ୟ ଓ ପ୍ରେମିକା ସୋନାଲି ନନ୍ଦଙ୍କ ନୂଆ ଅଡିଓ

ଭୁବନେଶ୍ବର(କେନ୍ୟୁଜ୍): ସାମ୍ନାକୁ ଆସିଲା ମଡେଲ ସୌମ୍ୟ ଓ ତାଙ୍କ ପ୍ରେମିକା ସୋନାଲି ନନ୍ଦଙ୍କ ନୂଆ ଅଡିଓ । ଏଥିରେ ସୌମ୍ୟ-ସୋନାଲିଙ୍କ ମଧ୍ୟରେ କଥାବାର୍ତ୍ତା ହେଉଛନ୍ତି । ସୌମ୍ୟ କହୁଛନ୍ତି ଯେ ସେ ଗାଡ଼ି ଆଗକୁ ଆସିଯିବେ ଓ ଆତ୍ମହତ୍ୟା କରିବେ । ସୋନାଲି ତାଙ୍କୁ ଟାହି ଟାପରା କରୁଛନ୍ତି ।…

ମଡେଲ ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲାରେ ନୂଆମୋଡ଼: ଅଢେଇ ମାସ ପରେ ପ୍ରେମିକା ସୋନାଲି ଓ ତାଙ୍କ ମାଆଙ୍କ ବିରୋଧରେ ମାମଲା…

ଭୁବନେଶ୍ବର(କେନ୍ୟୁଜ୍): ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ନୂଆମୋଡ଼। ଅଢେଇ ମାସ ପରେ ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ବିରୋଧରେ ମାମଲା ରୁଜୁ କରିଛି ଭୁବନେଶ୍ୱର ଇନ୍‌ଫୋସିଟି ଥାନା ପୋଲିସ। ଦଫା ୩୦୬ ଓ ୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି। ଜାନୁୟାରୀ ୩୦ରେ…

ଏସିଏଫ ସୌମ୍ୟରଂଜନ ମୃତ୍ୟୁ ଘଟଣା: ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି(କେନ୍ଯୁଜ୍): ବହୁ ଚର୍ଚ୍ଚିତ ପାରାଳାଖେମୁଣ୍ଡିର ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ କ୍ରାଇମବ୍ରାଞ୍ଚ ରିପୋର୍ଟ ଦାଖଲ କରିଛି । ଅଗଷ୍ଟ ୨୩ର ନିର୍ଦ୍ଦେଶ ପାଳନ କରି କ୍ରାଇମବ୍ରାଞ୍ଚ ଏସସିଏଫ ମୃତ୍ୟ ଘଟଣାର ତଦନ୍ତ ସଂପର୍କିତ…

ଏସିଏଫ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ୬ ଘଣ୍ଟିଆ ଖଇରା ବନ୍ଦ

ସୋର(କେନ୍ଯୁଜ୍): ଏସିଏଫ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଖଇରା ବନ୍ଦ । ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନ । ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀକୁ ଦଣ୍ଡ ଦାବି ହୋଇଛି । ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୫୯…