Browsing Tag

kandhamala district

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଂଚଳରେ ଡାଇରିଆ ଆତଙ୍କ, ଦୂଷିତ ପାଣି ପିଇ ଜଣଙ୍କ ମୃତ୍ୟୁ ୨୫ ଜଣ ଆକ୍ରାନ୍ତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବୁଡାଗୁଡ଼ା ପଞ୍ଚାୟତରେ ଡାଇରିଆ ଆତଙ୍କ । ଦୂଷିତ ପାଣି ପିଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆକ୍ରାନ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗାଁର ଅଧିକାଂଶ ଲୋକ ଚୁଆ ଓ ନାଳ ପାଣି ଉପରେ ଭରସା କରୁଥିବାରୁ ଏଭଳି…