କିଡ଼ନୀ ରୋଗରେ ଆକ୍ରାନ୍ତ ପୁରା ଗାଁ, ଗତ ୫ ବର୍ଷରେ ଗଲାଣି ୧୫ରୁ ଉର୍ଦ୍ଧ୍ବଙ୍କ ଜୀବନ
କଣ୍ଟାମାଳ: କିଡ଼ନୀ ରୋଗରେ ଆକ୍ରାନ୍ତ ପୁରା ଗାଁ । ଗତ ପାଞ୍ଚ ବର୍ଷ ମଧ୍ୟରେ ୧୫ରୁ ଉର୍ଦ୍ଧ କିଡନୀ ରୋଗୀଙ୍କ ଜୀବନ ଗଲାଣି । ବର୍ତ୍ତମାନ ସୁଦ୍ଧା ଗାଁରେ ୨୫ରୁ ଅଧିକ ରୋଗୀ ଶଯ୍ୟାଶାୟୀ । ଏ ସବୁ ଜାଣିଶୁଣି ମଧ୍ୟ ଚୁପ ସ୍ୱାସ୍ଥ୍ୟ ବିଭାଗ । କେଉଁ କାରଣ ରୋଗ ବ୍ୟାପୁଛି ତାହା ଜଣା ପଡୁନି । ଗୋଟିଏ…