Browsing Tag

kapilash temple

ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ମହାଶିବରାତ୍ରୀ: ଜମିବ ଲକ୍ଷ, ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ

ଢେଙ୍କାନାଳ (କେନ୍ୟୁଜ): ରାଜ୍ୟ ତଥା ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ ପୀଠରେ ମହାଶିବରାତ୍ରୀ ପାଳନ । ଏହି ଶିବରାତ୍ରୀ ଉପଲକ୍ଷେ ଏଠାରେ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ଏଥିପାଇଁ ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କପିଳାସ ପୀଠର…

ଅଲୌକିକ ଘଟଣା : ଜାଗରରେ କପିଳାସ ପୀଠରୁ ବାହାରିଲେ ୭ଟି ସାପ

ଢେଙ୍କାନାଳ (କେନ୍ୟୁଜ): ଜାଗରରେ କପିଳାସ ପୀଠରେ ଦୁର୍ଲଭ ଦୃଶ୍ୟ। ମହାଶିବରାତ୍ରୀ ଚାଲିଥିବା ସମୟରେ ମନ୍ଦିର ପରିସରରୁ ସାତଟି ବିଶାକ୍ତ ସାପ ଉଦ୍ଧାର କରାଯାଇଛି। ରାତିରେ ଉଜାଗର ରହି ଦୀପଦାନ ସମୟରେ ଭକ୍ତଙ୍କ ଗହଣରୁ ଏହି ସବୁ ସାପ ଉଦ୍ଧାର ହୋଇଛି। କପିଳାସ ପୀଠରୁ ପାହାଡି ଚିତି, ବାଉଁଶ ନଡିଆ…

ମହାଶିବରାତ୍ରୀ ଅବସରରେ ଶୈବପୀଠ ଧବଳେଶ୍ୱରରେ ୧୪୪ ଧାରା ଲାଗୁ, କପିଳାସରେ ବି ବାହାର ଜିଲ୍ଲାର ଭକ୍ତଙ୍କୁ ବାରଣ

କଟକ/ଢେଙ୍କାନାଳ(କେନ୍ଯୁଜ୍): ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ ହେଉଛି ମହାଶିବରାତ୍ରୀ । କଟକ ଜିଲ୍ଲାର ପ୍ରମୁଖ ଶୈବପୀଠ ଧବଳେଶ୍ୱରରେ ୧୪୪ ଧାରା ଲାଗୁ କରାଯାଇଛି । କିନ୍ତୁ ଜିଲ୍ଲା ଅନ୍ୟ ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ଼ ଲାଗିଛି । ୧୪ଶହ ଖ୍ରୀଷ୍ଟାବ୍ଦର ଶୈବପୀଠ ହଂସନାଥଙ୍କ ପୀଠରେ…

ଆସନ୍ତା ୪ରୁ ଢେଙ୍କାନାଳ ଜିଲ୍ଲାରେ ଖୋଲିବ ୭ଟି ମୁଖ୍ୟ ମନ୍ଦିର, ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାବାସୀ ପାଇବେ ଦର୍ଶନ କରିବାର…

ଢେଙ୍କାନାଳ: ଆସନ୍ତା ୪ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଖୋଲିବ ୭ଟି ମୁଖ୍ୟ ମନ୍ଦିର । ପ୍ରସିଦ୍ଧ ଶୈବପୀଠ କପିଳାସ, ବଳରାମ ମନ୍ଦିର, ନାଧରାର ରାମଚଣ୍ଡୀ, ହିନ୍ଦୋଳର ଜଗନ୍ନାଥ ମନ୍ଦିର ଓ ରାମ ମନ୍ଦିର, ପରଜଙ୍ଗ ବ୍ଲକ କୁଆଳୁ ଅଷ୍ଟସମ୍ଭୁ, କାମାକ୍ଷାନଗର ରାମେଶ୍ୱର ମନ୍ଦିର ଖୋଲିବ । ପ୍ରଥମ…

ଆସନ୍ତାକାଲି ଜାଗର, ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳ କପିଳାସ ଚନ୍ଦ୍ରଶେଖର ମହାଦେବଙ୍କ ପୀଠରେ ଶେଷ ହୋଇଛି ସମସ୍ତ…

ଢେଙ୍କାନାଳ: ଆସନ୍ତାକାଲି ଜାଗର । ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳ କପିଳାସ ଚନ୍ଦ୍ରଶେଖର ମହାଦେବଙ୍କ ପୀଠରେ ଜାଗର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପାନୀୟ ଜଳ, ଆଲୋକ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି…