ରିଲିଜ୍ ହେବ ‘Jab We Met’ର ଦ୍ୱିତୀୟ ଭାଗ, ଅଭିନୟ କରିବେ କରିସ୍ମା କପୁର!
କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘ଜବ ଓ୍ଵି ମେଟ୍’ ଅଭିନେତ୍ରୀଙ୍କ ପାଇଁ ଏକ ମାଇଲ୍ ଷ୍ଟୋନ ସାବ୍ୟସ୍ତ ହୋଇଥିଲା। ଏବେ ଖବର ଆସୁଛି କି, ‘ଜବ ଓ୍ଵି ମେଟ୍’ର ଦ୍ୱିତୀୟ ଭାଗ ପ୍ରସ୍ତୁତ ହେଉଛି ଏବଂ ଏହି ଫିଲ୍ମରେ କରୀନାଙ୍କ ଭଉଣୀ କରିସ୍ମା କପୁର ନଜର ଆସିବେ। ଖାସ୍ କଥା ହେଉଛି ଯେ ଏହି କଥାର…