Browsing Tag

karnataka crisis

କର୍ଣ୍ଣାଟକ ନାଟକରେ କେବେ ପଡିବ ଯବନିକା?, ବଢୁଛି କୁମାରସ୍ୱାମୀଙ୍କ ଟେନସନ୍‌

କେବେ ପଡ଼ିବ କର୍ଣ୍ଣାଟକ ନାଟକରେ ଯବନିକା? କଣ ହେବ ଜେଡିଏସ୍‌-କଂଗ୍ରେସ ମେଣ୍ଟ ସରକାର ଭାଗ୍ୟ? ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଯିବେ ନା ରହିବେ, ସସପେନ୍ସ ଉପରୁ ପରଦା ହଟୁ ନାହିଁ। ଆଜି ହୋଇ ପାରିଲାନି ଆସ୍ଥା ଭୋଟ୍‌। ଆସନ୍ତାକାଲି ପର୍ଯ୍ୟନ୍ତ କର୍ଣ୍ଣାଟକ ବିଧାନସଭାକୁ ମୁଲତବୀ ରଖିଛନ୍ତି…

କର୍ଣ୍ଣାଟକ ରାଜନୈତିକ ସଙ୍କଟରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ, ବାଚସ୍ପତି ନିୟମ ଅନୁଯାୟୀ ନିଷ୍ପତ୍ତି ନେବା ନେଇ…

କର୍ଣ୍ଣାଟକ(କେନ୍ୟୁଜ୍): କର୍ଣ୍ଣାଟକ ବିଦ୍ରୋହୀ ବିଧାୟକଙ୍କ ଆବେଦନରେ ସୁପ୍ରିମ କୋର୍ଟଙ୍କ ରାୟ ପ୍ରକାଶ। ବାଚସ୍ପଚି ନିୟମ ଅନୁଯାୟୀ ନିଷ୍ପତ୍ତି ନିଅନ୍ତୁ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଧାନ ବିଚାପରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ। ବିଧାୟକଙ୍କ ଇସ୍ତଫା ହେଉ ବା ବିଧାୟକ ପଦ ଅଯୋଗ୍ୟ, ଏହା…

ଆଜି ଆସିବ କର୍ଣ୍ଣାଟକ ରାୟ

କର୍ଣ୍ଣାଟକ : ଆଜି ଆସିବ କର୍ଣ୍ଣାଟକ ରାୟ। ବାଚସ୍ପତି ରମେଶ କୁମାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଇସ୍ତଫା ଦେଇଥିବା ୧୫ ଜଣ ବିଦ୍ରୋହୀ ବିଧାୟକ। ବାଚସ୍ପତି ଇସ୍ତଫା ଗ୍ରହଣ କରିବାରେ ବିଳମ୍ବ କରୁଥିବା ସେମାନେ ଅଭିଯୋଗ କରିଥିଲେ। ଏହି ମାମଲାର ଗତକାଲି ଶୁଣାଣି କରି ରାୟ…

କର୍ଣ୍ଣାଟକ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

କର୍ଣ୍ଣାଟକ(କେନ୍ୟୁଜ୍): କର୍ଣ୍ଣାଟକ ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗୃହୀତ ହୋଇନଥିବା ବେଳେ ଏହି ପ୍ରସଙ୍ଗରେ ମଙ୍ଗଳବାର ଦିନ ଯାଏ ସ୍ଥିତାବସ୍ଥା ବଜାୟ ରଖିବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପୂର୍ବରୁ ୧୦ ବିଦ୍ରୋହୀ…

କର୍ଣ୍ଣାଟକ ସରକାର ସଂକଟ, କୁମାର ସ୍ୱାମୀ କହିଲେ ବିଧାନସଭାରେ ଆସ୍ଥା ଭୋଟ୍‌ ପାଇଁ ମୁଁ ପ୍ରସ୍ତୁତ

ଦିନକୁ ଦିନ କର୍ଣ୍ଣାଟକ ରାଜନୀତି ଭିନ୍ନ ମୋଡ ନେଉଛି । କର୍ଣ୍ଣାଟକ ରାଜନୀତିରେ ଆଜି ଦେଖାଯାଇଛି ଏକ ନୂଆ ମୋଡ । ଆଜି ବାଚସ୍ପତିଙ୍କ ଅଧକ୍ଷତାରେ ବିଧାନ ସଭାର ମୈାସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ଏହି ଅଧିବେଶନରେ କଂଗ୍ରେସ, ଜେଡିଏସ୍ ଏବଂ ବିଜେପିର ବିଧାୟକମାନେ ଯୋଗ ଦେଇଥିଲେ । କର୍ଣ୍ଣାଟକ…

ସରୁନି କର୍ଣ୍ଣାଟକ ନାଟକ, ବାଚସ୍ପତିଙ୍କ ବିରୋଧରେ ଫେରାଦ ୧୦ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ…

ନୂଆଦିଲ୍ଲୀ : ସରୁନି କର୍ଣ୍ଣାଟକ ନାଟକ । ବାଚସ୍ପତିଙ୍କ ବିରୋଧରେ ଫେରାଦ ୧୦ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏହି ବିଧାୟକଙ୍କ ଇସ୍ତଫା ଅସମ୍ବିଧାନିକ ବୋଲି ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ ବାଚସ୍ପତି । ଏହାକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ…

ସରୁନି କର୍ଣ୍ଣାଟକ ନାଟକ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜିଠୁ ବିଜେପିର ଆନ୍ଦୋଳନ

କର୍ଣ୍ଣାଟକ: ସରୁନି କର୍ଣ୍ଣାଟକ ନାଟକ । କର୍ଣ୍ଣାଟକ ବିଜେପି ସଭାପତି ବି.ଏସ୍‌.ୟେଦୁରପ୍ପା ରାଜ୍ୟରେ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ଥିବା ଦାବି କରିଛନ୍ତି । ସରକାର ଗଠନ ପାଇଁ ପର୍ଯ୍ୟାପ୍ତ ବିଧାୟକଙ୍କ ସମର୍ଥନ ରହିଥିବା କହିଛନ୍ତି ୟେଦୁରପ୍ପା । ଏହା ସହ ମୁଖ୍ୟମନ୍ତ୍ରୀ…