Below header
Browsing Tag

kartika month

ଦିନକ ପରେ ଆରମ୍ଭ ହେବ କାର୍ତ୍ତିକ ମାସ, ଆଜି ଆମିଷ ବଜାରରେ ଜମିଲାଣି ଭିଡ

ବ୍ରହ୍ମପୁର (କେନ୍ୟୁଜ): ଦଶହରା ସରିଲା, ଦିନକ ପରେ କାର୍ତ୍ତିକ ମାସ ଆରମ୍ଭ ସହ ପୂଜା ପାଇବେ ମା’ ଗଜଲକ୍ଷ୍ମୀ । ମାସେ ଧରି ଆମିଷ ଛାଡିବେ ଲୋକ। ତେଣୁ ଆଜି ଶୁକ୍ରବାରରେ ଆମିଷ ବଜାରରେ ପ୍ରବଳ ଭିଡ଼। କାର୍ତ୍ତିକ ପରେ ତ ଛାଡ଼ଖାଇ ହୁଏ । ହେଲେ ଲାଗୁଛି ଇଏ କାର୍ତ୍ତିକ ପୂର୍ବର ଛାଡ଼ଖାଇ। ତେଣୁ ଆଜି…

ଓଡିଆଙ୍କ ଅନନ୍ୟ ପରମ୍ପରା ପଞ୍ଚୁକରେ ଦାଣ୍ଡ ଓଳାଇବା ସହିତ ପୁଷ୍କରିଣୀ ନିକଟରେ ଚଉରା ପୂଜା

ଓଡିଆ ପରମ୍ପରାରେ ବାରମାସରେ ତେର ପର୍ବ । ଜଗନ୍ନାଥ ସଂସ୍କୃତି ସହ ଓଡିଆ ଲୋକମାନଙ୍କ ପରମ୍ପରା ଯୋଡି ହୋଇ ରହିଛି । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ରେ ରାଈଦାମୋଦର ପୂଜା କରାଯାଉଥିବା ବେଳେ ଗାଁ ଠୁ ସହର ଯାଏ ଏହି ପୂଜାକୁ ଘରେ ଘରେ ପାଳନ କରିଥାନ୍ତି। କାର୍ତ୍ତିକ ମାସ ର ଶେଷ ପାଞ୍ଚଦିନ…

ରାଇଦାମୋଦର ଓଷା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ବେଗୁନିଆର ସ୍ୱପ୍ନେଶ୍ୱର ମହାଦେବଙ୍କ ପୀଠ, ଲାଗିଛି ଭକ୍ତଙ୍କ ପ୍ରବଳ ଗହଳି

ଚାଲିଛି ଧର୍ମ ମାସ କାର୍ତ୍ତିକ । ସେଥିପାଇଁ ଗାଁ ମାନଙ୍କରେ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି । ସକାଳୁ ସକାଳୁ ଭକ୍ତମାନେ ଠାକୁର ଦର୍ଶନ ସହିତ ଭଜନ କୀର୍ତ୍ତନରେ ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ । ଏଥିସହିତ ରାଇଦାମୋଦର ଓଷା କାର୍ତ୍ତିକ ମାସର ଏକ ନିଆରା ପରମ୍ପରା । ଏନେଇ ବୋଲଗଡ ବ୍ଲକ…

ଏହିପରି ପ୍ରସ୍ତୁତ କରନ୍ତୁ ଓଡ଼ିଆଙ୍କ ଅତି ପ୍ରିୟ କାର୍ତ୍ତିକ ମାସ ସ୍ପେଶାଲ ହବିଷ ଡାଲମା

ଡାଲମା ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ। ଡାଲମା କଥା କହିଲା ମାନେ ମନରେ କୌଣସି ପରମ୍ପରା କଥା ଧ୍ୟାନକୁ ପ୍ରଥମେ ଆସେ। କାରଣ ପ୍ରତି ଓଡ଼ିଆଙ୍କ ଅତି ପ୍ରିୟ ଡାଲମା ଫେଷ୍ଟିଭ ସମୟରେ ସ୍ୱତନ୍ତ୍ର ଉପାୟରେ ପ୍ରସ୍ତୁତ କରାଯାଏ। ମନ୍ଦିରର ବାଡ଼ିଆ ଡାଲମା ହେଉ ଅବା କାତ୍ତିର୍କ ମାସରେ ପ୍ରସ୍ତୁତ ହେଉଥିବା…

ଆଜିଠୁ ଆରମ୍ଭ ହେଉଛି ଧର୍ମ ମାସ କାର୍ତ୍ତିକ, ମୋକ୍ଷ ପ୍ରାପ୍ତି ପାଇଁ ଏମିତି ପାଳନ କରନ୍ତୁ ବ୍ରତ

ଆଜିଠୁ ଆରମ୍ଭ ହୋଉଛି ଧର୍ମ ମାସ କାର୍ତ୍ତିକ । ଆଉ ଏହା ସହ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ ବିଧାନ। ପରମ୍ପରା ଓ ବିଶ୍ୱାସକୁ ଆଧାର କରି ପୁର ପଲ୍ଲୀରେ ମହିଳାମାନେ ପାଳନ କରୁଛନ୍ତି ଏହି କାର୍ତ୍ତିକ ବ୍ରତ । ଧର୍ମ ମାସ କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତ ଓ…

ଆଜି ପବିତ୍ର ପଞ୍ଚୁକର ଦ୍ୱିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ହୋଇଛନ୍ତି ମହାପ୍ରଭୁ

ପୁରୀ: ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ । ପଞ୍ଚୁକର ଦ୍ୱିତୀୟ ଦିନ । ଆଜି ମହାପ୍ରଭୁ ବିଭୂଷିତ ହୋଇଛନ୍ତି ବାଙ୍କଚୁଡା ବେଶରେ । ଏହି ବେଶରେ ଠାକୁର ବିବିଧ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବା ସହ ଚୁଡା ମଧ୍ୟ ଧାରଣ କରିଥାନ୍ତି । ମସ୍ତକରେ ଏହି ଚୁଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି…

ପୁରାଣରେ କାର୍ତ୍ତିକ ମାସ ପାଇଁ ରହିଛି ୭ଟି ନିୟମ, ଜାଣନ୍ତୁ କ’ଣ

ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଏକ ପବିତ୍ର ମାସ ବୋଲି କୁହାଯାଏ। ପୌରାଣିକ ଏବଂ ପ୍ରାଚୀନ ଗ୍ରନ୍ଥରେ କାର୍ତ୍ତିକ ମାସରେ ବ୍ରତ ଏବଂ ତପର ବିଶେଷ ମହତ୍ତ୍ବ କୁହାଯାଇଛି। ମାନ୍ଯତା ରହିଛି ଯେ ଯେଉଁ ବ୍ୟକ୍ତିମାନେ କାର୍ତ୍ତିକ ମାସରେ ବ୍ରତ, ତପସ୍ୟା କରିଥାନ୍ତି ସେମାନଙ୍କୁ ମୋକ୍ଷ ପ୍ରାପ୍ତି…