Browsing Tag

kashi vishwanath temple

ନିଜ ବାହାଘର କାର୍ଡ ନେଇ କାଶୀ ବିଶ୍ୱନାଥ ମନ୍ଦିର ଗଲେ ଗୋବିନ୍ଦାଙ୍କ ଭାଣିଜୀ, ଭୋଳାବାବାଙ୍କର ନେଲେ ଆଶୀର୍ବାଦ

କନ୍ୟା ସାଜିବେ ଆରତି । ଅଭିନେତ୍ରୀ ଆରତି ସିଂଙ୍କୁ ତାଙ୍କ ସ୍ୱପ୍ନର ରାଜକୁମାର ମିଳିଯାଇଛି । ବହୁତ ଜଲ୍‌ଦି ସେ ହାତକୁ ଦି’ ହାତ ହେବେ । ଏପ୍ରିଲ ୨୫ରେ ଦୁହିଁଙ୍କ ହାତଗଣ୍ଠି ପଡ଼ିବ । କୋଟିପତି ବ୍ୟବସାୟୀ ଦୀପକ ଚୌହାନଙ୍କୁ ନିଜ ଜୀବନସାଥୀ କରିବାକୁ ଯାଉଛନ୍ତି ଟିଭି ଅଭିନେତ୍ରୀ ଆରତି ସିଂ ।…

କାଶୀ ବିଶ୍ୱନାଥ ମନ୍ଦିରକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କ ଓଜନର ସୁନା ଦାନ କଲେ ବ୍ୟବସାୟୀ, ଦେଖନ୍ତୁ ସ୍ୱର୍ଣ୍ଣିମ…

ସୁନାରେ ଚମକୁଛି ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରର ଗର୍ଭଗୃହ। ପୂରା ଗର୍ଭଗୃହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ଓଜନର ସୁନାରେ ଛାଉଣୀ କରାଯାଇଛି। ରିପୋର୍ଟ ମୁତାବକ, ପିଏମ୍‌ଓ ତରଫରୁ ମନ୍ଦିରର ଗର୍ଭଗୃହରେ ଲଗାଇବା ପାଇଁ ପାଖାପାଖି ୬୦ କେଜି ସୁନା ପଠାଯାଇଛି। ଉତ୍ତର ପ୍ରଦେଶର…

ଭଗବାନ ଶିବଙ୍କ କ୍ରୋଧରୁ ଉତ୍ପନ୍ନ ହୋଇଥିଲେ କାଳ ଭୈରବ, ଜାଣନ୍ତୁ ଜ୍ୟୋର୍ତିଲିଙ୍ଗ କାଶୀ ବିଶ୍ୱନାଥ ମନ୍ଦିରର ପୌରାଣିକ…

ବାରଣାସୀକୁ ସବୁବେଳେ ଦେବଭୂମି ବୋଲି କୁହାଯାଏ। କାଶୀ ଗଙ୍ଗା ନଦୀ କୂଳରେ ରହିଥିବା ଯୋଗୁଁ ଏହା ଧାର୍ମିକ ମହତ୍ତ୍ୱ ଅଧିକ ରହିଥାଏ। ଆଉ ବାରଣାସୀର ଧାର୍ମିକ ମହତ୍ତ୍ୱ ଯୋଗୁଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏଠାକୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଆସନ୍ତି। ଦ୍ୱାଦଶ…

ପ୍ରଭୁ ଭୋଳାନାଥଙ୍କ ୭ମ ଜ୍ୟୋତିର୍ଲିଙ୍ଗ “କାଶି-ବିଶ୍ୱନାଥ ମନ୍ଦିର”

ଭଗବାନ ଭୋଳାନାଥ ସବୁ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶିବଙ୍କ ପ୍ରତୀକ ଭାବେ ୧୨ଟି ଜ୍ୟୋତିର୍ଲିଙ୍ଗ ପୂଜା ପାଉଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏହି ଜ୍ୟୋତିର୍ଲିଙ୍ଗ ସ୍ଥାପିତ ହୋଇଛନ୍ତି। ବିଶ୍ୱାସ କରାଯାଏ ଯେ, ଏହି ୧୨ଟି…