Browsing Tag

kedarnath temple

ସେଲଫି ନେଉଥିବା ବେଳେ ଖସିଗଲା କେଦାରନାଥ ଯାତ୍ରୀଙ୍କ ଗୋଡ଼, ସିଧା ଯାଇ ପଡିଲେ ମନ୍ଦାକିନି ନଦୀ ଭିତରେ

ନୂଆଦିଲ୍ଲୀ: ଆଜିକାଲି ପିଲାଠୁ ବୁଢା ସଭିଙ୍କର ସେଲଫି ନେବା ନିଶା ଚରମ ସୀମାରେ ପହଁଚିଲାଣି । ଫଟୋ ଉଠାଇବା ସମୟରେ ଏମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଉଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରାଖଣ୍ଡରୁ। ସେଲଫି ନେଉଥିବା ବେଳେ ଖସିଲା କେଦାରନାଥ ଯାତ୍ରୀଙ୍କ ଗୋଡ଼। ଭିଡିଓକୁ…

ବିପଦରେ କେଦାରନାଥ ମନ୍ଦିର: ଗତ ୯ ଦିନ ମଧ୍ୟରେ ତିନିଥର ହୋଇଛି ହିମସ୍ଖଳନ, ଅନୁସନ୍ଧାନରେ ନିୟୋଜିତ ବୈଜ୍ଞାନିକ ଟିମ୍

ପୃଥିବୀର ସ୍ୱର୍ଗ ହେଉଛି କେଦାରନାଥ ମନ୍ଦିର। ଏଠାକୁ ଦେଶ ବିଦେଶରୁ ଅନେକ ଲୋକ ଆସନ୍ତି। ଯେତେ ଅସୁବିଧା ଥିଲେ ବି ଏହି ସ୍ଥାନକୁ ଭକ୍ତଙ୍କ ସୂଅ ଛୁଟିଥାଏ। ଦିନକୁ ହଜାର ହଜାର ଭକ୍ତ ଏଠାକୁ ଆସନ୍ତି ବାବା କେଦରଙ୍କ ଦର୍ଶନପାଇଁ । କାରଣ ଚାରି ଧାମ ମଧ୍ୟରୁ ଏହି ଧାମ ଅନ୍ୟତମ କିନ୍ତୁ ଏହା ଯେତେ…

ବନ୍ଦ ହେଲା କେଦାରନାଥଙ୍କ କପାଟ, ୬ ମାସ ଯାଏଁ ଆଉ ମିଳିବନି ବାବାଙ୍କ ଦର୍ଶନ

ବନ୍ଦ ହେଲା ବାବା କେଦାରନାଥଙ୍କ ଦୁଆର। ଶନିବାର ଦିନ ବିଧିବିଧାନ ମୁତାବକ ପୂଜାର୍ଚ୍ଚନା ପରେ ୬ ମାସ ପାଇଁ ବାବା କେଦାରଦାଥଙ୍କ କପାଟ ବନ୍ଦ ହୋଇଛି। ଏବେ ଆସନ୍ତା ୬ ମାସ ଯାଏଁ ଶ୍ରଦ୍ଧାଳୁ ଆଉ ବାବାଙ୍କ ଦର୍ଶନ ପାଇପାରିବେ ନାହିଁ। ବାବା ଆଜିଠାରୁ ଶୀତକାଳୀନ ପ୍ରବାସରେ ଉଖି ମଠରେ ରହିବେ। ବାବା…

କେଦାରନାଥରେ ଆଜି ବି ଚଳପ୍ରଚଳ କରୁଛନ୍ତି ମହାଦେବ !

କେଦାର ନାଥ ଧାମ ବିଷୟରେ ଆପଣ ବହୁତ୍ କିଛି ଜାଣିଛନ୍ତି ଏଠାରେ ମହାଦେବଙ୍କ ବହୁ ପ୍ରାଚୀନ ମନ୍ଦିର ରହିଛି। ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ହେଉଛି କେଦାରନାଥ ଧାମ । ହିମାଳୟର କେଦାର ଶିଖରରେ ଅବସ୍ଥିତ ଏହି ମନ୍ଦିର । ହେଲେ କେଦାରନାଥର ରହସ୍ୟମୟ ଚମତ୍କାର ବିଷୟରେ ବହୁତ କମ ଲୋକ ଜାଣନ୍ତି।…

ଏହି ଦିନ ଲୁପ୍ତ ହୋଇଯିବ କେଦାରନାଥ ଧାମ, ସ୍ୱର୍ଗକୁ ଫେରିଯିବେ ଗଙ୍ଗା

ଦେଶର ପ୍ରମୁଖ ଧାମ ମଧ୍ୟରେ କେଦାରନାଥ ଅନ୍ୟତମ। ମହାଦେବର ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏହା ଗୋଟିଏ। ହିମାଳୟ ଶିଖରରେ ସ୍ଥିତ ଦେବଦେବ ମହାଦେବଙ୍କ ଏହି ପୁଣ୍ୟକ୍ଷେତ୍ରକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ସମୁଦ୍ରତଟରୁ ପ୍ରାୟ ୩,୫୫୩ ମିଟର ଉଚ୍ଚତାରେ କେଦାରନାଥ…

ଜାଣିଛନ୍ତି କି, କାହିଁକି କେଦାରନାଥଙ୍କୁ କୁହାଯାଏ ଜାଗ୍ରତ ଠାକୁର?

ଦେଶର ଚାରିଧାମ ମଧ୍ୟରେ ଏକ ହେଉଛି କେଦାରନାଥ। ଆପଣ ନିହାତି ଭାବେ ଜାଣିଥିବେ ତାଙ୍କୁ ଜାଗ୍ରତ ମହାଦେବ ବୋଲି କୁହାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହା ପଛରେ ରହିଥିବା ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ। ବାସ୍ତବରେ କାହିଁକି କେଦାରନାଥ ଜାଗ୍ରତ ମହାଦେବ କି ନାହିଁ ଏହି କାହାଣୀରୁ ଆପଣ…